Daily Archives

November 26, 2018

ପାନ୍ କାର୍ଡ ନିୟମରେ ହେଲା ପରିବର୍ତ୍ତନ ! ଡିସେମ୍ବର ୫ତାରିଖରୁ ଲାଗୁ ହେବ ନୂଆ ନିୟମ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେସ୍ (ସିବିଡିଟି) ଆଜି ଏକ ବିଜ୍ଞପ୍ତି ଜାରି କରି ପାନ୍ କାର୍ଡ ନିୟମରେ କେତେକ ନୂତନ ପରିବର୍ତ୍ତନ ଆଣିଥିବା ଘୋଷଣା କରିଛନ୍ତି। ସିବିଡିଟି ପକ୍ଷରୁ ପାନ୍ କାର୍ଡରେ ଅଣା ଯାଇଥିବା ନୂତନ ପରିର୍ତ୍ତନ ଆସନ୍ତା…

ଅପରାଜିତାଙ୍କ ମୁହଁରେ ମୋଦିଙ୍କ ନାରା ! କହିଲେ, ସବକା ସାଥ୍ ସବକା ବିକାଶ

କନକ ବ୍ୟୁରୋ : ଆସନ୍ତାକାଲି ବିଜେପିରେ ଯୋଗଦେବେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ । ଦିଲ୍ଲୀ ଦଳୀୟ କାର୍ଯ୍ୟାଳୟରେ ପଦ୍ମ ଧରିବେ ଅପରାଜିତା । ତେବେ ଗେରୁଆ ଟୋପି ପିନ୍ଧିବା ପୂର୍ବରୁ ଏହି ଫାୟାର ବିଗ୍ରେଡ ଆଇଏଏସ ଅଫିସରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ…

କୋଣାର୍କରୁ କଳା ଗାଏବ ହେବା ନେଇ ଦିଲ୍ଲୀରେ ହେବ ବୈଠକ ! କେନ୍ଦ୍ରମନ୍ତ୍ରୀଙ୍କ ଡାକରାରେ ଯୋଗ ଦେବେ ସଂସ୍କୃତି ମନ୍ତ୍ରୀ…

କନକ ବ୍ୟୁରୋ : କଳା କାରୁକାର୍ଯ୍ୟରେ ପୂର୍ଣ୍ଣ କୋଣାର୍କ ମନ୍ଦିରରୁ କଳା ଗାଏବ ହୋଇଯିବା ପରେ ରାଜ୍ୟରେ ଜୋର ଧରିଥିଲା ରାଜନୀତି । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ଲାଗିବା ବଦଳରେ ସାଦା ପଥର ଲାଗିବା ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଆସନ୍ତା ୨୮ ତାରିଖରେ…

ଦଶମ ପାସଙ୍କ ପାଇଁ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ ।

ଆରଆରବି ତରଫରୁ ୧୯୬୧ ଅପ୍ରେଟିସ୍ ଟ୍ରେନିଙ୍ଗ୍ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ଜାରୀ କରିଛି । ଭାରତୀୟ ରେଳବାଇର ଝାନ୍ସୀ ଡିଭିଜନ୍ ପକ୍ଷରୁ ୪୪୬ ସିଟ୍ ପାଇଁ ବିଜ୍ଞପ୍ତି ଜାରୀ କରାଯାଇଛି । ୪୪୬ ପଦବୀରୁ ୧୨୦ ପଦବୀ ଓବିସି କ୍ୟାଣ୍ଡିଡେଟ୍ ପାଇଁ ଥିବା ବେଳେ ୬୯ ପଦବୀ ଏସସୀ ଏବଂ ୩୪ ଏସଟୀ…

ନିଷ୍ପତ୍ତି ବଦଳାଇଲେ ସରକାର ! ବିଶ୍ୱକପ୍ ପାଇଁ ରାତି ସାଢେ ଗୋଟାଏ ଯାଏଁ କେବଳ ଖୋଲାରହିବ ବାର୍ ।

କନକ ବ୍ୟୁରୋ : ବିଳମ୍ବିତ ରାତି ପର୍ଯ୍ୟନ୍ତ ଠିପିଖୋଲା ମଦ ଦୋକାନରେ ମଦ ବିକ୍ରି ହେବ ନାହିଁ । କେବଳ ବାରରେ ହିଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବିକ୍ରି ହୋଇପାରିବ । ବିଶ୍ୱକପ୍ ହକି ଅବସରରେ ମାସକ ପାଇଁଁ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରାଜଧାନୀର ଠିପି ଖୋଲା ମଦ ଦୋକାନ ଓ ବାରରେ ମଦ…

ବଜାରକୁ ଆସୁଛି ହାଇଟେକ୍ ସ୍ମାର୍ଟଫୋନ୍ ! ଦୁଇ ,ତିନି ନୁହଁ ଏକାଥରେ ଲାଗିଛି ୧୬ ଟି କ୍ୟାମେରା ଲେନ୍ସ ।

ଦୁଇ ,ତିନି ଏବଂ ଚାରୋଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ ବଜାରକୁ ଆସିଯାଇଛି । ଏବେ ବଜାରକୁ ୧୬ ଟି କ୍ୟାମେରା ଲାଗିଥିବା ସ୍ମାର୍ଟଫୋନ୍ ଆସିବାକୁ ଯାଉଛି । କୋରିୟନ୍ କମ୍ପାନୀ ଏଲ୍ ଜି ଏକ ପେଟେଣ୍ଟ୍ ଫାଇଲ୍ କରିଛନ୍ତି ଯେଉଁଥିରେ ୧୬ ଲେନ୍ସ ଥିବା କନସେପ୍ଟ ରହିଛି । ଏଲ୍ ଜି ତରଫରୁ ୧୬ ଲେନ୍ସ…