Daily Archives

November 26, 2018

ଆରୋପ ପ୍ରତ୍ୟାରୋପ ସହ ସରିଲା ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ! ମୋଦି କହିଲେ, କଂଗ୍ରେସର ଚାରି ପୀଢିକୁ ଚା’ବାଲାର…

କନକ ବ୍ୟୁରୋ : ପାଖେଇ ଆସୁଛି ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାର୍ଚନ  । ଆଜି ମଧ୍ୟପ୍ରଦେଶ ଓ ମିଜୋରାମ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବାବେଳେ ଦିନକ ପରେ ହେବ ଭୋଟ ଗ୍ରହଣ । ସେହିପରି ଡିସେମ୍ବର ୭ରେ ରାଜସ୍ଥାନରେ ହେବ ଭୋଟ ଗ୍ରହଣ । ତେବେ ନିର୍ବାଚନ…

ଭାରତୀୟ ବାୟୁସେନାର ନାମ ପରିବର୍ତ୍ତନ କରି ଅମ୍ବାନୀ ବାୟୁସେନା କରିଦେବା ଉଚିତ୍ । ଜାଣନ୍ତୁ କାହିଁକି ଏମିତି କହିଲେ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ତାତି । ପ୍ରଚାର ସମୟରେ ଉଭୟ କଂଗ୍ରେସ ଓ ବିଜେଡି ପରସ୍ପରକୁ ଟାର୍ଗେଟ କରିବାକୁ ଭୁଲୁନାହାନ୍ତି । ଆଉ ଏଭଳି ସମୟରେ ଜାଲୋରରେ ହେଉଥିବା ଏକ ନିର୍ବାଚନୀ ସଭାରେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ…

ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ଚାଲିଛି ଜୋରଦାର ଅଭ୍ୟାସ ! ମଂଚ ଉପରେ ଦେଖିବାକୁ ମିଳିବ ୧୫ଟି ଦେଶ ସହ ଓଡିଶା…

କନକ ବ୍ୟୁରୋ : ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ମହାସମର । ତେବେ ଏହାପୂର୍ବରୁ ଆସନ୍ତାକାଲି ରହିଛି ଉଦଘାଟନୀ ଉତ୍ସବ । ଅଢେଇ ଘଂଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିଅମରେ ଚାଲିଛି ଜୋରଦାର ଅଭ୍ୟାସ । କିଙ୍ଗଖାନ୍ ଶାହରୁଖ, ମାଧୁରୀ ଦିକ୍ଷିତ ଓ ଏ.…

OLXରେ ବିକ୍ରି ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବର ଟିକେଟ । କ୍ରୀଡାପ୍ରେମୀଙ୍କୁ ମନଇଚ୍ଛା ଲୁଟୁଛନ୍ତି କଳାବଜାରୀ

କନକ ବ୍ୟୁରୋ : OLXରେ ହକି ଟିକେଟ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଓଏଲଏକ୍ସରେ ବ୍ରିକି ହେଉଛି ଟିକେଟ । ତାହା ବି ପୁଣି ଚଢା ଦରରେ । ଆଉ ଏହି ଟିକେଟର ଦର ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ । ଅନଲାଇନରେ ବିକ୍ରି ପାଇଁ ଛଡାଯାଇଥିବା ଦୁଇଟି ଟିକେଟର ଦର ୮୦୦୦ ରହିଛି । ଏପରିକି OLXରେ…

ବିଧାୟକ ପଦ ଛାଡିବାକୁ ଦିଲ୍ଲୀପଙ୍କ ଇସାରା ପରେ ଜୋର ଧରିଲା ରାଜନୀତି ! ସମର୍ଥନରେ ବାହାରିଲେ ବିଜୟ ।

କନକ ବ୍ୟୁରୋ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟ, ବିଧାୟକ ପଦ ଏବଂ ଦଳରୁ ଇସ୍ତଫା ଦେବା ନେଇ ସଙ୍କେତ ଦେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ସେପଟେ ଦିଲ୍ଲୀପଙ୍କ ସମର୍ଥନରେ ବାହାରିଛନ୍ତି ବିଜୟ ମହାପାତ୍ର । ବିଜୟ କହିଛନ୍ତି, ଜଣେ ବିଧାୟକ ଅପମାନିତ ହେବା ଅନୁଭବ କରିଥିବେ, ତେଣୁ ସେ…

ହକି ବିଶ୍ୱକପ୍ ପାଇଁ ବଢୁଛି ହୃଦ୍ ସ୍ପନ୍ଦନ ! ପହଁଚିଲେ ମାଧୁରୀ, ଅପେକ୍ଷା ଶାହାରୁଖଙ୍କୁ, ସଲମାନଙ୍କୁ ନେଇ ବଢୁଛି…

କନକ ବ୍ୟୁରୋ : ବିଶ୍ୱର ବଡ ବଡ ହକି ତାରକାଙ୍କ ସହ ଗୋଟିଏ ମଂଚରେ ନଜର ଆସିବେ ବଲିଉଡର ଏକାଧିକ ସୁପରଷ୍ଟାର । କିଙ୍ଗ ଖାନ୍ ଶାହରୁଖ, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ଏ.ଆର୍ ରେହମାନ । ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପାଇଁ ଆଜି ଭୁବନେଶ୍ୱରରେ ପହଁଚିଛନ୍ତି…