ଘରେ ରଖିଥିଲେ ଏସିଡ୍ : ପାଣି ଭାବି ଏସିଡ୍ ପିଇଦେଲେ ଯୁବତୀ, ତା’ପରେ…
ଘରେ ଏସିଡ୍ ରଖିବା କେତେ ଘାତକ ହୋଇପାରେ, ତାହା ଏବେ ଜଣାପଡ଼ିଛି। ନିଉ ଉସମାନପୁର ଅଞ୍ଚଳରେ ଘଟିଛି ଏକ ଅଘଟଣ। ସେଠାରେ ଜଣେ ଯୁବତୀ ତରବରିଆ ଭାବେ ପାଣି ଭାବି ନିଜ ରୁମରେ ଥିବା ଏସିଡ୍ ପିଇ ଦେଲା। ଏହି ଯୁବତୀର ନାଆଁ ହେଲା ପୁଷ୍ପା। ତା’ର ବୟସ ହେଲା ୧୮ ବର୍ଷ। ଏ କଥା ଜାଣିବା ପରେ ପରିବାର ଲୋକେ…