Daily Archives

November 25, 2018

୫୦ତମ ‘ମନ୍ କି ବାତ୍’ ! ମୋଦି କହିଲେ, ଦେଶର ଯୁବପିଢ଼ୀ ସୁନେଲୀ ଭାରତର ଭଣ୍ଡାର’ ।

କନକ ବ୍ୟୁରୋ: ମନ କି ବାତ୍ ର ୫୦ତମ ସଂସ୍କରଣ ଅବସରରେ ଅନେକ କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ରେଡିଓ କାର୍ୟ୍ୟକ୍ରମ ‘ମନ କି ବାତ’ର ୫୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଦେଶବାସୀ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।…

ଭାବବିହ୍ୱଳ ହେଲେ ଚାମ୍ପିୟନ୍ ! ବକ୍ସିଂରେ ବିଶ୍ୱ ବିଜୟିନୀ ହେବା ପରେ କାନ୍ଦିପକାଇଲେ ମେରିକମ୍ ।

କନକ ବ୍ୟୁରୋ : ବକ୍ସିଂରେ ବିଶ୍ୱ ମୁକୁଟ ଜିତିବା ପରେ ଆତ୍ମବିଭୋର ହେଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମସି ମେରିକମ୍ । ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ଶନିବାର ସ୍ୱର୍ଣ୍ଣପଦକ ଜିତିବା ପରେ ଜାତୀୟ ପତାକା ତ୍ରିରଙ୍ଗାକୁ ଧରିବାବେଳେ ମେରିକମଙ୍କ ଆଖିରୁ ଝରି ଆସିଥିଲା ଲୁହ ଧାର ।…

କଙ୍ଗାରୁ ଦଳକୁ ଘାଇଲା କଲେ କୃର୍ଣ୍ଣାଲ୍ ! ଭାରତ ଆଗରେ ୧୬୫ ରନର ଟାର୍ଗେଟ୍ ।

କନକ ବ୍ୟୁରୋ : ଅନ୍ତିମ ତଥା ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ପାଇଁ ୧୬୫ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆର ସିଡନୀଠାରେ ଅନୁଷ୍ଠିତ ହେଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି । ଖାସ କରି କୃଣାଲ ପାଣ୍ଡ୍ୟାଙ୍କ ଶାଣିତ…

୨୦୧୯ ନିର୍ବାଚନ ପାଇଁ କେନ୍ଦ୍ରର ଗୋଟିଚାଳନା । ବିଭିନ୍ନ ରାଜ୍ୟରେ ୬୫ ହଜାର ପେଟ୍ରୋଲ ପମ୍ପର ବର୍ଷା କରିବେ ମୋଦି ସରକାର…

କନକ ବ୍ୟୁରୋ: ଆଗକୁ ୨୦୧୯ ନିର୍ବାଚନ ଆଉ ମୋଦି ଖେଳିବେ ବଡ଼ ରାଜନୀତିକ ଷ୍ଟ୍ରୋକ । ଦେଶର ବିଭିନ୍ନ ଅଞ୍ଚଳରେ ୬୫ ହଜାର ପେଟ୍ରୋଲ୍ ପମ୍ପ ବାଣ୍ଟିବେ କେନ୍ଦ୍ର ସରକାର। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଯୋଗୁଁ ଏହାକୁ ବାଦ୍ ଦେଇ ଦେଶର ଅନ୍ୟ ସବୁ ଅଞ୍ଚଳରୁ ଡିଲରସିପ୍…

ଆଗୁଆ ବିଧାନସଭା ଶେଷ କରିବା ନେଇ ପ୍ରଶ୍ନ ଉଠାଇଲା ବିଜେପି : ବିଧାୟକ ପ୍ରଦୀପ ପୁରୋହିତ କହିଲେ ପଳାୟନ ପନ୍ଥୀ ସାଜିଛନ୍ତି…

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟର ୨୦ ଦିନ ଆଗରୁ ସରିଗଲା ବିଧାନସଭା ଶୀତ ଅଧିବେଶନ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ଯାହାର କି ଆଲୋଚନା ହୋଇପାରିଲାନି । ରାଜ୍ୟ ସରକାର ପଳାୟନ…

ଅଙ୍ଗନବାଡିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ତୁରନ୍ତ କରନ୍ତୁ ଆବେଦନ, ଦେବାକୁ ପଡିବନି କୌଣସି ବି ଫିସ୍

ସର୍ବ ପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ଆନ୍ଧ୍ରପ୍ରଦେଶରେ । ଆନ୍ଧ୍ରପ୍ରଦେଶ ସରକାର ଅଙ୍ଗନବାଡି ସହିତ ମିନି ଅଙ୍ଗନବାଡି ଏବଂ ଅଙ୍ଗନବାଡି ହେଲପର ପାଇଁ ୨୪୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଆବେଦନ କରିବା…