Daily Archives

November 25, 2018

ପ୍ରଦୂଷଣ ରୋକିବାକୁ ନୂଆ ଫଣ୍ଡା । ଗୁରୁଗ୍ରାମରେ ରାସ୍ତା ନିର୍ମାଣରେ ବ୍ୟବହାର ହେବ ପ୍ଲାଷ୍ଟିକ

ରାସ୍ତାରେ ଥିବା ଖାଲ ଏବଂ ପ୍ଲାଷ୍ଟିକର ସମସ୍ୟାକୁ ଦୂର କରିବା ପାଇଁ ସରକାର ଚିନ୍ତାରେ ଥିବା ବେଳେ ଏବେ ଦୁଇଟି ଜିନିଷର ସମାଧାନର ବାଟ ତାଙ୍କୁ ମିଳି ସାରିଛି । ପଶ୍ଚିମବଙ୍ଗ ପରେ ଏବେ ଗୁରୁଗ୍ରାମରେ ମଧ୍ୟ ପ୍ଲାଷ୍ଟିକକୁ ବ୍ୟବହାର କରାଯାଇ ସଡ଼କ ନିର୍ମାଣ କରାଯିବ ବୋଲି ଜଣା ପଡ଼ିଛି ।…

ରାଜନଗରର ପ୍ରସିଦ୍ଧ ଛେନାମୁଡକି । ଯାହାକୁ ଭିତରକନିକା ବୁଲି ଆସିଥିବା ପର୍ଯ୍ୟଟକ ଖାଇବାକୁ ଭୁଲି ନଥାନ୍ତି

କନକ ବ୍ୟୁରୋ : କେନ୍ଦ୍ରାପଡାର ରସାବଳୀ, ପଟ୍ଟାମୁଣ୍ଡାଇର ରସକଦମ ପରି ରାଜନଗରର ଛେନାମୁଡକି ବି ବେଶ୍ ପ୍ରସିଦ୍ଧ । ରାଜ୍ୟ ତଥା ରାଜ୍ୟ ବାହରେ ବି ଏହି ମିଠା ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏଥିସହ ଭିତରକନିକା ବୁଲିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ବି ରାଜନଗରର ବିଶ୍ୱମ୍ବର ଦାସଙ୍କ ଦୋକାନର…

ମନ ଥିଲେ ଧନ ଆସେ । ୫୦୦ ଟଙ୍କାରୁ ବ୍ୟବସାୟ ଆରମ୍ଭ କରି କୋଟିପତି ବନିଲେ ନିମାପଡାର ଯୋଗେନ୍ଦ୍ର, ପଢନ୍ତୁ ଛୋଟ ଗାଁର ବଡ…

କନକ ବ୍ୟୁରୋ : କଥାରେ ଅଛି ଅଦ୍ୟମ ଇଛାଶକ୍ତି, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଅସମ୍ଭକୁ ସମ୍ଭବ କରିହୁଏ । ଏହାକୁ ପ୍ରମାଣ କରିଦେଖାଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଯୋଗେନ୍ଦ୍ର ସାହୁ । ମାତ୍ର ୫୦୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆଜି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି…

ନିର୍ବାଚନୀ ପୂର୍ବରୁ ଜୋରଧରିଲା ଡାର୍ଟି ପଲିଟିକ୍ସ! କଂଗ୍ରେସ ନେତା କହିଲେ, ପ୍ରଧାନମନ୍ତ୍ରୀଙ୍କ ବାପା କିଏ?

ନିର୍ବାଚନୀ ପୂର୍ବରୁ ଜୋରଧରିଲା ଡାର୍ଟି ପଲିଟିକ୍ସ । ରାଜ୍ ବବର୍, ସି.ପି ଯୋଶୀଙ୍କ ପରେ ପୁଣି ଜଣେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟକ୍ତିଗତ ହମଲା କରିଛନ୍ତି । ପୂବର୍ତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବିଲାସ୍ ମୁଟେମୱାର, ପ୍ରଧାନମନ୍ତ୍ରୀଙ୍କ ବାପା କିଏ ବୋଲି…

ଧୋନି ଖୋଲିବେ କ୍ରିକେଟ୍ ଏକାଡେମି ! ଛତିଶଗଡ ସରକାରଙ୍କୁ ପଠାଇଲେ ପ୍ରସ୍ତାବ ।

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଗାମୀ ଦିନରେ କ୍ରିକେଟ ଏକାଡେମି ଖୋଲିବାକୁ ଯାଉଛନ୍ତି। ଧୋନି ଏହି କ୍ରିକେଟ ଏକାଡେମିକୁ ଛତିଶଗଡ଼ରେ ଖୋଲିବାକୁ ମନ ବଳାଇଛନ୍ତି। ବିଶ୍ୱର ଲୋକପ୍ରିୟ କ୍ରିକେଟର ଏକାଡେମି ଖୋଲିବା ପାଇଁ ଛତିଶଗଡ଼ ସରକାରଙ୍କୁ ପ୍ରସ୍ତାବ…