Daily Archives

November 23, 2018

୨୦୧୯ ପାଣି ହେଲା ଗୋଳିଆ । ରାଜନୀତିର ଚକ୍ରବ୍ୟୁହ ପାଇଁ ଦାମ ତୟାର । ବିଜେଡି କହିଲା ସ୍ୱପ୍ନ ଦେଖିବାକୁ ମନା ନାହିଁ

କନକ ବ୍ୟୁରୋ: ଦଳ ଗଢ଼ିଲେ ଦାମ । ବିଜୁଙ୍କ ନାଁରେ ଡକ୍ଟର ଦାମ ରାଉତ ନୂଆ ଦଳ ଗଠନ କରିଛନ୍ତି । ଏହି ଦଳର ନାଁ ରହିଛି ‘ବିଜୁ ସମତାକ୍ରାନ୍ତି ଦଳ’ । ହେଲେ ଦଳର ମଙ୍ଗ ଧରିବା ବଦଳରେ ପ୍ରଚାର କମିଟି ଅଧ୍ୟକ୍ଷରେ ନିଜକୁ ସୀମିତ ରଖିଛନ୍ତି ଡକ୍ଟର ରାଉତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର…

ମୁଖ୍ୟମନ୍ତ୍ରୀଙ୍କୁ ଯେବେ ଏକାକୀ ଭେଟିଥିଲେ ଜୟନ୍ତୀ, କ’ଣ ମାଗିଲେ ଆଉ କ’ଣ ଥିଲା ତାଙ୍କ ସ୍ୱପ୍ନ ?

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିଜ ଭାଷଣ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଥିବା ଜୟନ୍ତୀ ଏକ୍କା ଏବେ ଓଡ଼ିଶାରେ ଘରେ ଘରେ ଏକ ପରିଚିତ ନାଁ । କାରଣ ମହିଳା ଉଦ୍ୟୋଗୀ କର୍ମଶାଳାରେ ପଶ୍ଚିମ ଓଡିଶାର ମହିଳା ଜୟନ୍ତୀ ଏକ୍କା ବଖାଣିଥିବା ସଫଳତାର କାହାଣୀ ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ…

ବର୍ଷାରେ ଭିଜିଗଲା ଦ୍ୱିତୀୟ ଟି-ଟ୍ୱେଂଟି: ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ ବାତିଲ

କନକ ବ୍ୟୁରୋ: ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦କୁ ଶୁକ୍ରବାର ରଦ୍ଦ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ବାରମ୍ବାର ବର୍ଷା ଦାଉ ସାଜିବାରୁ ପ୍ରଥମେ ଅଷ୍ଟ୍ରେଲିଆ ଇନିଂସକୁ ୧୯ ଓଭର କରି ଦିଆଯାଇଥିବା ବେଳେ ଭାରତକୁ ଡିଏଲ୍ ନିୟମ ଅନୁସାରେ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା। Sadly, the…

ଇତିହାସ କହୁଛି ନବୀନଙ୍କ ଶାସନ ସମୟରେ ତିଷ୍ଠି ପାରି ନାହିଁ ଆଞ୍ଚଳିକ ଦଳ, ଏବେ ଦାମଙ୍କ ନୂଆ ଦଳ ପାଳି ? 

କନକ ବୁରୋ: ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମୋଦର ରାଉତ । ଆଉ ଦଳରୁ ବିଦା ହେବା ପରେ ଅନେକ ସମୟରେ ନୂଆଦଳ ଗଢ଼ିବା ନେଇ ପ୍ରତିକ୍ରିୟା ରଖୁଥିଲେ । ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ବିଜୁଙ୍କ ନାଁରେ ଗଢ଼ିଛନ୍ତି ବିଜୁ…

ବିନା ଟଙ୍କାରେ ନିଜ ଗାଁରେ ଖୋଲିପାରିବେ ଏମଆଇ ଷ୍ଟୋର ! ଆପଣଙ୍କୁ ଭରିବାକୁ ପଡିବ କେବଳ ଏହି ଗୋଟିଏ ଫର୍ମ

Xiaomi ଭାରତୀୟ ସ୍ମାର୍ଟଫୋନ ବଜାର ସେଗମେଂଟରେ ସଂପୂର୍ଣ୍ଣ ଭାବରେ କବଜା କରିସାରିଲାଣି । କଂପାନୀର ଦାବି ରହିଛି କି, ପ୍ରତ୍ୟେକ ୭ରୁ ୫ଟି ସ୍ମାର୍ଟଫୋନ Xiaomiର ରହିଛି । କଂପାନୀ ବର୍ତ୍ତମାନ ଏହି ଆକଳନକୁ ଆହୁରୀ ଆଗକୁ ବୃଦ୍ଧି କରିବାକୁ ଚାହୁଁଛି ।  ଯେଉଁଥିପାଇଁ କଂପାନୀ  ସାରା ଦେଶରେ…

ଓଡିଆ ଖାଦ୍ୟର ମଜା ନେଲେ ଚୀନ୍ ଖେଳାଳି। ଛେନାପୋଡ ଖାଇ ଖୁସି ଜାହିର କଲେ ଖେଳାଳି

କନକ ବ୍ୟୁରୋ : ଓଡିଆ ଖାଦ୍ୟର ମଜା ନେଲେ ଚୀନ ଖେଳାଳି । ହକି ବିଶ୍ୱକପ ପାଇଁ ଓଡିଶାରେ ପହଞ୍ଚିଥିବା ଚୀନ ଖେଳାଳି ଆଜି ଚାଇନିଜ ଖାଦ୍ୟ ସହ ଛେନାପୋଡ ଖାଇଛନ୍ତି । କେବଳ ଛେନାପୋଡ ନୁହେଁ ଲଞ୍ଚରେ ଇଣ୍ଡିଆନ ଫୁଡ ମଧ୍ୟ ଖାଇଛନ୍ତି ଚୀନ୍ ଖେଳାଳି । ଆଉ ଏହି ଖାଦ୍ୟ ତାଙ୍କୁ ବେଶ ପସନ୍ଦ ଆସିଥିବା…