Daily Archives

November 23, 2018

ପତ୍ନୀଙ୍କ ସହ ଝଗଡା ହୋଇଥିଲା ବୋଲି, ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢାଇ ଦେଲେ କାର । ଅକାଳରେ ଚାଲିଗଲା ୫ ଜୀବନ

ଚୀନର ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ଝଗଡା କରିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ କାର ଚଢାଇ ଦେଇଛନ୍ତି । ଯେଉଁଥିରେ ୫ ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ହୋଇଛି ଓ ୧୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୁରବାର ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।…

ହ୍ୱାଟ୍ସଆପ ଆଣିବ ନୂଆ ଫିଚର୍ସ ! ଏଣିକି ହ୍ୱାଟ୍ସଆପ ନଖୋଲି ବି ୟୁଜର୍ସ ଦେଖିପାରିବେ ଭିଡିଓ । 

ହ୍ୱାଟ୍ସଆପ  ଅନେକ ସମୟରେ ବିଭିନ୍ନ ପ୍ରକାର ଫିଚର୍ସ ଗ୍ରାହକଙ୍କ ପାଇଁ ଲଞ୍ଚ କରିଥାଏ । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଫିଚର୍ସ ଲଞ୍ଚ ହୋଇଥାଏ । ଗତ କିଛି ଦିନ ତଳେ ହ୍ୱାଟ୍ସଆପ ଗ୍ରାହକମାନଙ୍କ ପାଇଁ ହ୍ଵାଟ୍ସଆପ୍ ଆଇଓଏସ୍ ବିଟା ଆପ୍ ଲଞ୍ଚ କରିଥିଲା । ଠିକ ସେହିଭଳି…

ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ କ୍ୟାନସର ରୋଗର ଶିକାର ହେଲେ କର୍ମଚାରୀ, ଏବେ କ୍ଷତିପୂରଣ ବାବଦକୁ ୯୫ ଲକ୍ଷ ଟଙ୍କା…

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ତିଆରି କରୁଥିବା ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ପାଖରେ ବିଭିନ୍ନ ପ୍ରକାରର କର୍କଟ ରୋଗର ସମସ୍ୟା ଦେଖାଯାଇଥିବା ଖବର ସାମ୍ନାକୁ ଆସିଛି । ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୨୪୦ ଜଣ ବିଭିନ୍ନ ପ୍ରକାରର ଗମ୍ଭୀର ରୋଗରେ…

ଭାରତୀୟ ପାଣିପାଗ ବିଭାଗକୁ ବଡ ସଫଳତା ! ବନ୍ୟା ନିୟନ୍ତ୍ରଣ ପାଇଁ ନୂଆ ଜ୍ଞାନକୌଶଳର ବିକାଶ କଲା ପାଣିପାଗ ବିଭାଗ

ଚଳିତ ବର୍ଷ ଆମ ଦେଶର ବିଭିନ୍ନ ଅଂଚଳରେ ପ୍ରବଳ ବୃଷ୍ଟିପାତ ହୋଇଛି । ଏହା ଫଳରେ କେରଳ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ପରି ରାଜ୍ୟରେ ବନ୍ୟା ହୋଇଛି । ଜଳବାୟୁରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଫଳରେ ଆଗକୁ ନିୟମିତ ଭାବେ ଏପରି ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ହେବ । ଏ ବର୍ଷ କେରଳରେ…

ଏଣିକି ପରିବେଶକୁ ଦୂଷିତ କଲେ ଦେବାକୁ ପଡିବ ୧ଲକ୍ଷ ଟଙ୍କାର ଜରିମାନା ! ବିଧାନସଭାରେ ପାରିତ ହେଲା ପ୍ରସ୍ତାବ ।

ଏଣିକି ଆବର୍ଜନାକୁ ଏଣେତେଣେ ପକାଇଲେ ଲୋକଙ୍କୁ ଦେବାକୁ ପଡିବ ଜରିମାନା । ଏନେଇ ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇଲେ ଲୋକଙ୍କୁ ଏକ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡିବ । କଲିକତା ନଗର ନିଗମ…