Daily Archives

November 22, 2018

ଥାନା ଭିତରେ ପୋଲିସ ବାବୁଙ୍କ ମନମାନି ! ଆଇଏଏସ ଅଫିସରଙ୍କୁ ଧମକାଇଲେ ପୋଲିସ କର୍ମଚାରୀ ।

କନକ ବ୍ୟୁରୋ : ଆଇଏଏସଙ୍କୁ ଧମକାଇଲା ପୁଲିସ । ସବୁଠାରୁ ବଡ କଥା ହେଉଛି ପଶ୍ଚିମବଙ୍ଗରେ ଜଣେ ଓଡିଆ ଆଇଏଏସଙ୍କୁ ପୁଲିସ ଧମକାଉଥିବାର ଚିତ୍ର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ବିରଭୂମି ଜିଲ୍ଲା ରାମପୁରହାଟ ସବଡିଭିଜନର ସବଡିଭିଜନାଲ ମାଜିଷ୍ଟ୍ରେଟ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ପୁଲିସ…

ସ୍ମାର୍ଟସିଟିର ସ୍ମାର୍ଟ ଲୋକ, ପରିଷ୍କାର ଜାଗା ଦେଖି ପରିସ୍ରା କଲେ ।

କନକ ବ୍ୟୁରୋ : ମୋତେ ଯେତେ ମାଠିବୁ ମାଠ୍, ମୁଁ ସେଇ ଦରପୋଡା କାଠ୍ । ଉପରୋକ୍ତ ଫଟୋଟି ଦେଖିଲା ପରେ ଏଭଳି ଢଗ ଆପଣାଛାଏଁ ମନକୁ ଚାଲି ଆସୁଛି । ଗୋଟିଏ ପଟେ ହକି ବିଶ୍ୱକପ ପାଇଁ ପୂରା ରାଜଧାନୀକୁ ନୂଆ ବୋହୂର ରୂପ ଦେବାକୁ ଚେଷ୍ଟା କରାଯାଉଛି । କାନ୍ଥ ବାଡ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁକୁ…

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଫିଟିଲା ବାଟ ! ଲୋକସଭା ସହ ହୋଇପାରେ ବିଧାନସଭା ନିର୍ବାଚନ । 

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟପାଳ । ଇତିହାସରେ ପ୍ରଥମଥର ଲାଗି ପିଡିପି, ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ଏକାଠି ମିଶି ସରକାର ଗଢିବାକୁ ପ୍ରସ୍ତୁତ ହେଉଥିଲେ । ଏନେଇ ପିଡିପି ମୁଖ୍ୟ ମେହେବୁବା ମୁଫତି ରାଜ୍ୟପାଳଙ୍କୁ ଫ୍ୟାକ୍ସ ପଠାଇବାର ଘଂଟାଏ…

ସାହସିକତା ପାଇଁ ମିଳିଲା ସମ୍ମାନ ! ‘ତିତଲି’ ହିରୋଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଚାଲିଯାଇଛି ଭୟଙ୍କର ବାତ୍ୟା ତିତଲି । କିନ୍ତୁ ଆଜି ବି ଅନେକ ସ୍ଥାନରେ ରହିଯାଇଛି ତିତଲିର ଚିହ୍ନ । ଅନେକ ଧନଜୀବନ ଚାଲିଯାଇଛି ସତ କିନ୍ତୁ କିଛି ଲୋକଙ୍କର ସାହସିକତା ବଞ୍ଚିଯାଇଛି ଅନେକ ଜୀବନ । ତିତଲି ସମୟରେ ସାହସିକତା ପ୍ରଦର୍ଶନ କରି ଲୋକଙ୍କୁ ସାହାଯ୍ୟ କରିଥିବା ଗଞ୍ଜାମ…

ଭଜନ ସମ୍ରାଟଙ୍କ ଶୁଦ୍ଧୀକରଣ ଫର୍ମୁଲା । ତିନି ମାସ ରହିଥିଲେ ସମ୍ପୂର୍ଣ୍ଣ ବିଗବସକୁ କରିଥାନ୍ତି ଶୁଦ୍ଧୀକରଣ

କନକ ବ୍ୟୁରୋ : ଜସଲିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଭଜନ ସମ୍ରାଟ ଅନୁପ ଜଲୋଟା ପୁରୀରେ ଭଜନ ପରିବେଷଣ କରିବା ପାଇଁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ଅନୁପ ଜଲୋଟାଙ୍କ ସାଥିରେ ଅଛନ୍ତି ଗାୟିକା ନତାସା । କାର୍ତିକ ପୂର୍ଣ୍ଣମୀ ଅବସରରେ ଉଭୟ ସିଂହଦ୍ୱାର ସମ୍ମୁଖରେ…

ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇ ଖସିପଡିଥାଇପାରେ ବସ୍ ! ଦୁର୍ଘଟଣା ପରେ ଚାଲିଲା ଦୋଷ ଲଦାଲଦି ।

କନକ ବ୍ୟୁରୋ : ବସ୍ ଦୁର୍ଘଟଣା ପାଇଁ ଦାୟୀ କିଏ ? ଦୋଷ ଖସାଇବାକୁ ଆରମ୍ଭ ହେଲା କି ଉଦ୍ୟମ ? ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ । ଘଟଣାସ୍ଥଳକୁ ଯାଇ ଯାଂଚ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଦଳ । ବସଟି ୨୦୧୬ ମସିହାର…