ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ ।
ଭାରତୀୟ ଟିମ୍ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ରେ ଶୁକ୍ରବାର ଇଂଲଣ୍ଡକୁ ଭେଟିବ। ଭାରତୀୟ ଟିମ୍ ଗତ ବର୍ଷ ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେବା ଘଟଣାକୁ ଭୁଲି ନଥିବାରୁ ଏହି ମୁକାବିଲାରେ ପ୍ରତିଶୋଧ ନେବାକୁ ଉଦ୍ୟମ କରିବ। ଭାରତୀୟ ସମୟ ଅନୁସାରେ ଶୁକ୍ରବାର ପୂର୍ବାହ୍ନ ୫ଟା ୩୦ରେ…