Daily Archives

November 21, 2018

ଦ୍ରୁତ ଗତି ପାଇଁ ଘଟିଲା ଦୁର୍ଘଟଣା ! ୯୦ରୁ ୧୦୦ କିଲୋମିଟର ବେଗରେ ଯାଉଥିଲା ବସ୍ ।

କନକ ବ୍ୟୁରୋ : ଦ୍ରୁତ ଗତି ମହାବିପତି । ଆପଣ ହଜାର ହଜାର ଥର ଏହି ସ୍ଲୋଗାନ ଶୁଣିଛନ୍ତି । ରାସ୍ତାରେ ଗାଡି ଚାଳକଙ୍କ ପାଇଁ ମଧ୍ୟ ପ୍ରତି ସ୍ଥାନରେ ସାଇନବୋର୍ଡ ଲାଗିଛି । ହେଲେ ଶୁଣୁଛି କିଏ । ଗତକାଲି ମହାନଦୀ ବ୍ରିଜ୍ ଉପରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ପଛର କାରଣ, ବସର ଦ୍ରୁତ ଗତି…

ଭୁବନେଶ୍ୱରରେ ହୋଟେଲ ରୁମର ଦାମ ଦିନକୁ ପାଖାପାଖି ଦେଢ ଲକ୍ଷ । ମେକ୍ ଇନ୍ ଓଡିଶା ଚାଲିଥିବା ବେଳେ ବିଦେଶୀ…

କନକ ବ୍ୟୁରୋ : ଅତିଥି ଦେବୋ ଭବଃ । ଭାରତୀୟ ସଂସ୍କୃତିରେ ଅତିଥି ମାନଙ୍କୁ ଦେବତା ଭଳି ପୂଜା କରାଯାଇଥାଏ । କିନ୍ତୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅତିଥି ରୂପି ଦେବତାଙ୍କୁ ଠକିବାକୁ ପଛାଉନାହାନ୍ତି କିଛି ଲାଭଖୋର ବ୍ୟବସାୟୀ । ହସ ହସ ମୁହଁରେ ଦେବତା ରୂପି ଅତିଥିଙ୍କୁ କିଛି ସଂସ୍ଥା…

ସାରା ଓଡିଶା ଦେଖିବ ହକି ବିଶ୍ୱକପର ଲାଇଭ୍ : ପ୍ରତି ନିର୍ବାଚନ ମଣ୍ଡଳୀରେ ଲାଗିବ ୩ଟି ଏଲସିଡି 

କନକ ବ୍ୟୁରୋ : ସାରା ସହରରେ ଏବେ ଖାଲି ହକିକୁ ନେଇ ଚର୍ଚା। ସ୍କୁଲ୍, କଲେଜ୍, ପାର୍କ, ରାସ୍ତା, ଖଟି ସବୁଠି ହକି ଏକ ଗରମ ପ୍ରସଙ୍ଗ। ହକି ବିଶ୍ବକପ୍ ଆୟୋଜନ ତାରିଖ ଯେତେ ନିକଟ ହେଉଛି ସହରର କୋଳାହଳ ସେତେ ବଢ଼ିବଢ଼ି ଚାଲିଛି। ରାସ୍ତାଘାଟ, ପାର୍କ, ଓଭରବ୍ରିଜ୍ ଚକାଚକ କରିବାକୁ ପ୍ରଶାସନ…

ପରାଜୟରୁ ଆରମ୍ଭ ହେଲା ଭାରତର ଅଭିଜାନ ! ଅଷ୍ଟ୍ରେଲିଆ ଠାରୁ ୪ ରନରେ ହାରିଲା ଟିମ୍ ଇଣ୍ଡିଆ ।

ଲଢୁଆ ବ୍ୟାଟିଂ ସତ୍ତ୍ୱେ ଭାରତ ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୪ ରନରେ ପରାସ୍ତ ହୋଇଛି । ଶେଷ ଭାଗରେ ଖରାପ ବ୍ୟାଟିଂ ପାଇଁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ପାରି ନାହିଁ। ଦ୍ୱିତୀୟ ଇନିଂସରେ ୧୭୪ ରନ ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୧୭ ଓଭରରେ ୭ ଓ୍ଵିକେଟ ହରାଇ ୧୬୯ ରନ୍ ସଂଗ୍ରହ…

କେନ୍ଦ୍ର ବିରୋଧରେ ଆଦିବାସୀ କାର୍ଡ ଖେଳିଲା ବିଜେଡି ! ୨୪ରେ ଆନ୍ଦୋଳନ ।

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରେ କେନ୍ଦ୍ର ସରକାରଙ୍କର ଅବହେଳାକୁ ନେଇ ଆନ୍ଦୋଳନ କରିବ ବିଜୁ ଜନତା ଦଳ । ଭୁବନେଶ୍ୱର ରାଜଭବନ ଆଗରେ ଏହି ଧାରଣା ଦିଆଯିବ । କେନ୍ଦ୍ରର ଅବହେଳାକୁ ନେଇ ତଥା ଏସସି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରସଙ୍ଗରେ ଧାରଣା ଦେବ ବିଜେଡି ଏସସି ସେଲ୍ । ଏନେଇ ସାମ୍ବାଦିକ…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ! କଂସ ଭୂମିକାରେ କିଏ କରିବ ଅଭିନୟ ?

କନକ ବ୍ୟୁରୋ : ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସଙ୍କ ଅଭିନୟ ପାଇଁ କଳାକାର ଚୟନକୁ ନେଇ ପୁଣି ଯୋରଦାର ଚର୍ଚ୍ଚା । କିଏ ହେବେ ଆସନ୍ତା ଧନୁଯାତ୍ରାର କଂସ ମହାରାଜ । ଗତ ସାଧାରଣ ପରିଷଦ ବୈଠକରେ ଉଠିଥିବା ଆପତି ପରେ କଂସ କଳାକାର ଚୟନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି…