Daily Archives

November 20, 2018

କଟକ ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ! ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ…

କନକ ବ୍ୟୁରୋ : କଟକ ମହାନଦୀ ପୋଲ ଉପରୁ ବସ ତଳକୁ ଖସିପଡିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ସେପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ମୃତକଙ୍କ…

ନିର୍ବାଚନୀ ମଇଦାନରେ ମୁହାଁମୁହିଁ ବିଜେପି-କଂଗ୍ରେସ ! ମୋଦି କହିଲେ, ଭ୍ରଷ୍ଟାଚାର ଦେଶକୁ କରିଛି ବରବାଦ, ସେପଟେ ବିଜେପି…

କନକ ବ୍ୟୁରୋ : ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶ ଓ ମିଜୋରାମରେ ପଡିବ ଭୋଟ୍ । ତେଣୁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟପ୍ରଦେଶ ଓ ମିଜୋରାମରେ ନିର୍ବାଚନୀ ପ୍ରଚାର ଜୋରଦାର କରିଛନ୍ତି । ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିବା ବେଳେ ମିଜୋରାମରେ ମଇଦାନକୁ ଓହ୍ଲାଇଛନ୍ତି…

ପରଦାରେ ବେଙ୍ଗଲୀ ରସଗୋଲାକୁ ନେଇ ଜୋର ଧରିଲା ବିବାଦ : ଫିଲ୍ମ ଜରିଆରେ ନୂଆ ଷଡ଼ଯନ୍ତ୍ର, ଓଡିଆ ପ୍ରଯୋଜକ ଅକ୍ଷୟ ପରିଜାଙ୍କ…

କନକ ବ୍ୟୁରୋ : ‘ରସଗୋଲା’ର ଜିଆଇ ଟ୍ୟାଗ୍ ପାଇଁ ଓଡ଼ିଶା ଯେତେବେଳେ ପ୍ରାଣପଣେ ଉଦ୍ୟମ କରୁଛି, ଠିକ୍ ସେତିକି ବେଳେ ଫିଲ୍ମ ଜରିଆରେ ରସଗୋଲା ନେଇ ଏକ ନୂଆ ଷଡଯନ୍ତ୍ର ସାମ୍ନାକୁ ଆସିଛି । ‘ରସଗୋଲା’ ଟାଇଟଲରେ ନିକଟରେ ରିଲିଜ୍ ହୋଇଥିବା ଏକ ବଙ୍ଗଳା ଫିଲ୍ମର ଟ୍ରେଲରରେ ନବୀନ ଚନ୍ଦ୍ର ଦାସଙ୍କୁ…

ରାଗିଗଲେ ପ୍ରଧାନ ବିଚାରପତି ! ସିବିଆଇ ନିର୍ଦ୍ଦେଶକଙ୍କ ତଥ୍ୟ ଲିକ୍ ହେବାରୁ ଜାହିର କଲେ କ୍ଷୋଭ, ନଭେମ୍ବର ୨୯ରେ…

କନକ ବ୍ୟୁରୋ : ରାଗିଗଲେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ । ସିବିଆଇ ନିର୍ଦ୍ଦଶକ ଆଲୋକ ବର୍ମାଙ୍କ ତଥ୍ୟ ଲିକ ହେବାକୁ ନେଇ ଅସନ୍ତୋଷ ଜାହିର କଲେ ଜଷ୍ଟିସ ଗୋଗୋଇ । ବନ୍ଦ ଲଫାପାର ଦିଅଯାଇଥିବା ତଥ୍ୟ ଗଣମାଧ୍ୟମରେ କିପରି ଲିକ୍ ହେଲା ତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହି ଶୁଣାଣୀ…

ମହାନଦୀ ବସ୍ ଦୁର୍ଘଟଣାରେ ୭ଜଣ ମୃତ : ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ପୋଲିସ ଡିଜି

କନକ ବ୍ୟୁରୋ : କଟକରେ ମହାନଦୀ ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ୱିଟ୍ କରି ପୋଲିସ ଡିଜି ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସନ୍ଧ୍ୟାରେ ଏକ ମଇଁଷିକୁ ଧକ୍କାଦେବା ପରେ ବସଟି ମହାନଦୀ ଭିତରକୁ ଖସିପଡିଥିବା ଜଣାପଡିଛି ।…

କେମିତି ମଲା ମହାବଳ ? ବିଶେଷଜ୍ଞ କହିଲେ, ବାହ୍ୟ ଆଘାତରୁ ହୋଇଥିଲା ସଂକ୍ରମଣ, ବନ ବିଭାଗର ପାରିବା ପଣିଆ ନେଇ ଉଠିଲା…

କନକ ବ୍ୟୁରୋ : ମହାବଳ ବାଘ ମହାବୀରର ମୃତ୍ୟୁ ବାହ୍ୟ ଆଘାତରୁ ହୋଇଛି , ଝିଙ୍କ ଖାଇବା କାରଣରୁ ନୁହେଁ । ମହାବଳର ମୃତ୍ୟୁ ପରେ ଏବେ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଏଥିସହ ତରବରିଆ ଭାବେ ପୋଷ୍ଟମର୍ଟମ ରିପୋର୍ଟ ଦେବାନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାହ୍ୟ ଆଘାତରୁ ମହାବୀରର ମୃତ୍ୟୁ…