Daily Archives

November 19, 2018

ଭୁବନେଶ୍ୱରରେ ଇନ୍ଦିରାଙ୍କ ସେହି ଶେଷ ଭାଷଣ । ଯେଉଁଥିରେ ଆଇରନ ଲେଡି ଦେଇଥିଲେ ମୃତ୍ୟୁର ସଙ୍କେତ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଭାବେ ପରିଚିତ ଇନ୍ଦିରା ଗାନ୍ଧୀଙ୍କର ଆଜି ୧୦୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଜନ୍ମ ୧୯ ନଭେମ୍ବର ୧୯୧୭ରେ ଏହ୍ଲାବାଦରେ ହୋଇଥିଲା । ଜବାହାର ଲାଲ ନେହେରୁ ଓ କମଳା ନେହେରୁଙ୍କ…

ସାବରିମାଳା ମନ୍ଦିରରେ ଦର୍ଶନକୁ ନେଇ ପୁଣି ଉତ୍ତେଜନା : ମଧ୍ୟରାତ୍ରିରେ ମନ୍ଦିର ପରିସରରୁ ୭୨ ଶ୍ରଦ୍ଧାଳୁଙ୍କ ଉଠାଇ ନେଲା…

କନକ ବ୍ୟୁରୋ : ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଲାଗିରହିଛି ବିବାଦ । ଗତକାଲି ରାତିରେ ମନ୍ଦିର ପରିସରରେ ଲାଗିଥିବା ନିୟମକୁ ପାଳନ କରାଯାଇନଥିବା ସୂଚନା ରହିଛି । ଯାହା ପାଇଁ ୭୨ ଜଣ ଭକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଘଟଣା ସଂର୍ପକରେ ଜାଣିବା ପାଇଁ କେନ୍ଦ୍ରୀୟ ମନ୍ତ୍ରୀ କେଜେ…

କୋଣାର୍କରୁ ହୋଇଛି କଳା ହରଣ ! ଧରାପଡିଲା ଏଏସଆଇର ମିଛ ? ଗାଏବ ହୋଇଯାଇଛି ମୂର୍ତ୍ତି !

କନକ ବ୍ୟୁରୋ : କୋଣାର୍କରୁ ଗାଏବ ହୋଇଛି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି । କୋଣାର୍କ ବିକାଶ ପରିଷଦ ଜାରି କରିଥିବା ଫଟୋରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଆଉ ଏହି ପ୍ରମାଣ ମିଳିବା ପରେ କୋଣାର୍କ ପ୍ରସଙ୍ଗରେ ଏଏସ୍ଆଇର ମୁଖା ଖୋଲିଯାଇଛି । କାରଣ ଏଏସ୍ଆଇ ପକ୍ଷରୁ ବାରମ୍ବାର କୁହାଯାଉଥିଲା,…

ଦେଶର ସବୁଠାରୁ ସାନ ବାଇକ୍ ରେସର୍ ବିରାଜ୍ ! ବୟସ ମାତ୍ର ୬ ବର୍ଷ, ନିର୍ଭୀକ ଭାବେ ଚଳାଉଛନ୍ତି ବାଇକ୍

ଦ୍ରୁତ ଗତିରେ ଗାଡ଼ି ଚଳାଇବା ଆଜିକା ଯୁବପୀଢ଼ିଙ୍କ ସଉକ । ବାଇକ୍ ରେସିଂ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି ମଧ୍ୟ । ଆପଣମାନେ ଟିଭିରେ ହେଉ କି ବାସ୍ତବରେ ହେଉ ବାଇକ୍ ରେସିଂ ଦେଖିଥିବେ ନିଶ୍ଚିତ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶ ଭାରତରେ ଏପରି ଜଣେ ବାଇକ୍ ରେସର୍ ଅଛନ୍ତି,…

ବ୍ରହ୍ମ ଦର୍ଶନ ପାଇଁ ଦଇତାପତିଙ୍କ ଭିତରେ ଚାଲିଥିଲା ପ୍ରତିଯୋଗିତା । ଜାଣନ୍ତୁ ଶ୍ରୀଜିଉଙ୍କ ଘଟ ପରିବର୍ତନ ରାତିର ସତ ।

କନକ ବ୍ୟୁରୋ : ନବକଳେବର ବ୍ରହ୍ମ ବିଭ୍ରାଟ ପାଇଁ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ଦାୟୀ । ସାଢେ ତିନି ବର୍ଷ ତଳେ ଘଟିଥିବା ବ୍ରହ୍ମ ବିଭ୍ରାଟରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପ୍ରଶାସନ, ପ୍ରେମାନନ୍ଦ ଦାସମହାପାତ୍ରଙ୍କୁ ନୋଟିସ କରିଛି…

ଶହଶହ ଗଛ କଟିବା ପରେ ପଶିଲା ଚେତା ! ବାତିଲ୍ ହେଲା ବିୟର ଫ୍ୟାକ୍ଟ୍ରି । 

କନକ ବ୍ୟୁରୋ : ଢେଙ୍କାନାଳର ବନମାଳୀପୁରରେ ବିୟର ଫ୍ୟାକ୍ଟ୍ରି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଘଟଣାର ତଦନ୍ତ କରୁଥିବା ଆରଡିସିଙ୍କ ରିପୋର୍ଟ ଉପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଏହି ପ୍ରସଙ୍ଗରେ ଆଜି ବିରୋଧି ବିଜେପି ଓ କଂଗ୍ରେସ ଗୃହରେ…