Daily Archives

November 19, 2018

ରଙ୍ଗୀନ ଆଲୁଅରେ ଝଲସୁଛି ରାଜଧାନୀ ! ଭୁବନେଶ୍ୱର ଚାରିଆଡ଼େ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା

କନକ ବ୍ୟୁରୋ : ରଙ୍ଗୀନ ଆଲୁଅରେ ଆଲୋକିତ ହୋଇଯାଇଛି ପୁରା ରାଜଧାନୀ । ବିଡ଼ିଏର ଆଲୋକ ଭାସ୍କର୍ଯ୍ୟ ପ୍ରକଳ୍ପ ଯୋଗୁଁ ରଙ୍ଗୀନ ଆଲୁଅରେ ରଙ୍ଗେଇ ହୋଇଛି ଭୁବନେଶ୍ୱର । ରାଜଧାନୀର ୩ଟି ମୁଖ୍ୟ ଫ୍ଲାଏଓଭର ବାଣୀବିହାର, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାରର ସମେତ କିଛି ପାର୍କ, ପୁରୁଣା ଭୁବନେଶ୍ୱରର…

ଅମୃତସରରେ ବିସ୍ଫୋରଣ ଘଟଣାରେ ଏନଆଇଏକୁ ମିଳିଲା ସାଂଘାତିକ ତଥ୍ୟ ! ହମଲା ପଛରେ ପାକିସ୍ତାନର ହାତ ସନ୍ଦେହ ।

କନକ ବ୍ୟୁରୋ : ପଂଜାବ ଅମୃତସର ବିସ୍ଫୋରଣ ଘଟଣାରେ ଏନଆଇଏକୁ ମିଳିଲା ନୂଆ ତଥ୍ୟ । ବିସ୍ଫୋରଣରେ ବ୍ୟବହାର ହୋଇଛି ଏଚଇ-୩୬ ସିରିଜର ଗ୍ରେନେଡ୍ । ଯାହା ପାକ୍ ଆର୍ମି ବ୍ୟବହାର କରେ । କେବଳ ଏତିକି ନୁହେଁ ଏହା ପଛରେ ମୁମ୍ବାଇ ହାମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଭୂମିକା ଥିବା ମଧ୍ୟ ସୂଚନା…

ୟୁଟ୍ୟୁବରେ ମାଗଣାରେ ଦେଖିପାରିବେ ସିନେମା ! ଆସିବ ନୂଆ ଫିଚର୍

ଏବେ ୟୁଟ୍ୟୁବରେ ମାଗଣାରେ ଦେଖିପାରିବେ ସିନେମା । ଆଉ ଟଙ୍କା ଦେବାକୁ ପଡ଼ିବ ନାହିଁ । ୟୁଟ୍ୟୁବରେ ପୁରା ସିନେମା ଦେଖିବା ପାଇଁ ପୂର୍ବରୁ ଟଙ୍କା ଦେବାପାଇଁ ପଡ଼ୁଥିଲା । ୟୁଟ୍ୟୁବରେ ସିନେମା ଭଡ଼ାରେ କିମ୍ବା କିଣି କି ଦେଖିହେଉଥିଲା । ତେବେ କିଛି ସିନେମା ଆପଣ ମାଗଣାରେ ଦେଖିପାରୁଥିଲେ, ଯାହା…

ଆସନ୍ତାକାଲି ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ! ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ହେବ ମତଦାନ ।

କନକ ବ୍ୟୁରୋ : ଆସନ୍ତାକାଲି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଓ…

ନିବିଡ ହେଲା ଭାରତ ଓ ମାଳଦ୍ୱୀପ ସାମରିକ ସଂପର୍କ ! ଫେରାଇବ ନାହିଁ ଭାରତର ହେଲିକପ୍ଟର

କନକ ବ୍ୟୁରୋ : ମାଳଦ୍ୱୀପରେ ସରକାର ବଦଳିବା ପରେ ଭାରତ ପୁଣି ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ଅମଳରେ ଦୁଇଦେଶ ମଧ୍ୟରେ ସଂପର୍କ ତୀକ୍ତ ହୋଇଥିଲା । ଏପରିକି ଭାରତ ମାଳଦ୍ୱୀପକୁ ଦେଇଥିବା ଦୁଇଟି ଧ୍ରୁବ ହେଲିକପ୍ଟର ଫେରାଇ ନେବାକୁ ଗତ…