Daily Archives

November 18, 2018

ଆତଙ୍କବାଦୀଙ୍କ ନୂଆ ଚାଲ । ଜଙ୍ଗଲ ଭିତରେ ଖୋଳିଥିଲେ ଗୁପ୍ତ ସୁଡଙ୍ଗ, ରହିବା ପାଇଁ ସରିଥିଲା ସମସ୍ତ ବ୍ୟବସ୍ଥା,…

ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ରବିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ରାଡାରରେ ପଡିଛି ଆତଙ୍କବାଦୀଙ୍କ ଏକ ଗୁପ୍ତ ଆଡ୍ଡା । ଏହି ଗୁପ୍ତ ଆଡ୍ଡାରୁ ଘରୋଇ ସାମଗ୍ରୀ ଓ ଅନ୍ୟ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି…

ବାଘୁଣୀ ପାଇଁ ବଢିଲା ସୁରକ୍ଷା ! ସାତକୋସିଆରେ ଲାଗିବ ୧୦୦ଟି ସିସିଟିଭି କ୍ୟାମେରା ।

ସାତକୋସିଆରେ ବାଘୁଣୀ ସୁନ୍ଦରୀ ଆତଙ୍କ ଓ ତା’ପରେ ମହାବଳ ମହାବିରର ମୃତ୍ୟୁକୁ ନେଇ ବିବାଦ ଲାଗିରହିଥିବା ବେଳେ ବ୍ୟାଘ୍ର ପ୍ରକଳ୍ପକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା । କିନ୍ତୁ ପରେ ଏନଟିସିଏ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଏକ ସ୍ପଷ୍ଟିକରଣ ଦେଇଥିଲେ । ଯେଉଁଥିଲେ କୁହାଯାଇଥିଲା ବନ୍ଦ ହେବନି…

ଭାରତରେ ହୁ ହୁ ହୋଇ ବଢୁଛି କ୍ୟାନସର ରୋଗ! ଜାଣନ୍ତୁ କାହିଁକି

ଦେଶରେ କ୍ୟାନସର ଏବେ ମହାମାରୀର ରୂପ ନେଇଛି । ଭାରତରେ ହୁ ହୁ ହୋଇ ବଢିଚାଲିଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଗତ ୬ ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଭାରତରେ ୧୫.୭ ପ୍ରତିଶତ ବଢିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନ୍ୟାସନାଲ…

ସହରର ନାଁ ବଦଳିଥିଲା, ଏବେ ହାଇକୋର୍ଟର ନାଁ ବଦଳିବ! ସଂସଦରେ ମୋଦି ସରକାର ଆଣିପାରନ୍ତି ବିଧେୟକ

ସହର ଓ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନର ଟ୍ରେଣ୍ଡ ଏବେ ଚାଲିଥିବା ବେଳେ ଏବେ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ମାଡ୍ରାସ, କାଲକାଟା ଓ ବମ୍ବେ ଐତିହାସିକ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ସରକାର ସଂସଦରେ ନୂଆ ବିଧେୟକ ବିଲ୍ ଆଗତ…

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ହେବ ଏୟାରପୋର୍ଟ ଓ ରେଳଷ୍ଟେସନ !

ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଦିନକୁ ଦିନ ଦର୍ଶକ ସଂଖ୍ୟା ବଢିଚାଲିଛି । ଏହା ଫଳରେ ଆୟ ମଧ୍ୟ ବଢିଚାଲିଛି । କିନ୍ତୁ ଏହି ମୂର୍ତ୍ତି…