Daily Archives

November 17, 2018

ବଲିଉଡରେ ଓଡିଆ ପୁଅର ସଫଳତା ! ତାଙ୍କ ଅଭିନୀତ ହିନ୍ଦୀ ସିନେମା ପାଇଲା ଏହି ଅନନ୍ୟ ସ୍ୱୀକୃତି ।

ଓଡ଼ିଶାର ଯାଜପୁର ଜିଲ୍ଲା ଜରାଦାରେ ଜନ୍ମଗ୍ରହଣ କରିଥିବା ଦେବେଶ ରଞ୍ଜନ ସମ୍ପ୍ରତି ମୁମ୍ବାଇ ସିନେ-ଶିଳ୍ପରେ କାମ କରି ସ୍ୱୀକୃତି ଲାଭ କରିଛନ୍ତି । ସେ ଇତିମଧ୍ୟରେ ବଲିଉଡରେ କାମ କରି ନାମ କମାଇବା ପରେ ଅର୍ନ୍ତଜାତୀୟସ୍ତରରେ ଫିଚର ସିନେମା ‘ଭାରା’ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଓଡ଼ିଆ…

 କମ୍ପ୍ରମାଇଜ୍ ପଛରେ କ’ଣ ରହିଛି ରହସ୍ୟ ? ସାମ୍ବାଦିକଙ୍କ ପ୍ରଶ୍ନରେ ନାଲି ଆଖି ଦେଖାଇଲେ ଏଲସା ।

କନକ ବ୍ୟୁରୋ : ୟୁ-ଟର୍ଣ୍ଣ ମାରିଛନ୍ତି ଫିଲ୍ମ ପାର୍ଟିରେ ଝଡ଼ ସୃଷ୍ଟି କରିଥିବା ବଙ୍ଗୀୟ ଅଭିନେତ୍ରୀ ଏଲସା । ତାଙ୍କ ମତ ବଦଳାଇ କହିଛନ୍ତି, ଅତ୍ୟଧିକ ରାଗର ବଶବର୍ତି ହୋଇ ସେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ଦୁଇଦିନ ତଳେ ଏହି ବଙ୍ଗିୟ ନାୟିକା ଫିଲ୍ମ…

ପ୍ରଥମ ଥର ପାଇଁ ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ! ରାଷ୍ଟ୍ରପତି ଇବ୍ରାହିମଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେ ମୋଦି…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ମୋଦି । ଦକ୍ଷିଣ ଏସିଆ ଦେଶ ଭିତରେ ମାଳଦୀପ ଏକମାତ୍ର ଦେଶ ଯେଉଁଠିକୁ ୨୦୧୪ ପରଠାରୁ ମୋଦି ଗସ୍ତ କରିନଥିଲେ ।…

ମହାକାଶରୁ ବି ଝଲସୁଛି ଷ୍ଟାଚ୍ୟୁ ଅଫ୍ ୟୁନିଟି ! ସାଟେଲାଇଟ ନେଟୱର୍କ ପ୍ଲାନେଟ୍ ଜାରି କଲା ଫଟୋ ।

କନକ ବ୍ୟୁରୋ : ଚର୍ଚ୍ଚାରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ବ୍ୟବସାୟିକ ସ୍ୟାଟେଲାଇଟ ନେଟୱାର୍କ ‘ପ୍ଲାନେଟ୍’ ପକ୍ଷରୁ ଏପରି ଏକ ଫଟୋ ଜାରି କରାଯାଇଛି । ଯାହାକୁ ଗତ ନଭେମ୍ବର ୧୫ ତାରିଖରେ ମହାକାଶରୁ ଉତ୍ତୋଳିତ କରାଯାଇ ସେୟାର କରାଯାଇଛି ।  ବିଶ୍ୱର…

ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି ! ପ୍ରତିଶ୍ରୁତିରେ ପୋତି ପକାଇଲେ ଶିବରାଜ ସରକାର ।

କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଆଜି ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରିଛି । ରାଜ୍ୟର ୭କୋଟି ଜନତାଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଛି ଭାରତୀୟ ଜନତା ପାର୍ଟି । ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଦଳ…