Daily Archives

November 16, 2018

ଖୁସି ଖବର: ଏଣିକି ଏସବିଆଇର ଏହି କାର୍ଡରେ ବୁକିଂ କଲେ ମାଗଣାରେ ମିଳିବ ଟ୍ରେନ୍ ଟିକେଟ

ଇଣ୍ଡିଆନ୍‌ ରେଲ୍ ଆଣ୍ଡ ଟୁରିଜମ୍‌ କର୍ପୋରେସନ୍ (ଆଇଆରସିଟିସି) ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ଏକ ନୂଆ କାର୍ଡର ପ୍ରଚଳନ ଆରମ୍ଭ କରିଛନ୍ତି । ଏହା ଏକରକମର କ୍ରେଡିଟ୍‌ କାର୍ଡ। ଏହି କାର୍ଡ ଜରିଆରେ ବୁକିଂ କରିବା ଦ୍ୱାରା ଯାତ୍ରୀଙ୍କୁ ମାଗଣାରେ ଟ୍ରେନ୍‌ ଟିକେଟ ମିଳିବ। କେବଳ ଏତିକି…

RCB ପାଇଁ ଖୁସି ଖବର । ପୁଣିଥରେ ପଡିଆକୁ ଓହ୍ଲାଇଲେ ଡିଭିଲିୟର୍ସ, ମାତ୍ର ୩୧ଟି ବଲରେ ଖେଳିଲେ ୯୩ ରନର ଧୂଆଁଧାର ଇନିଂସ

୬ ମାସ ପୂର୍ବେ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ୩୬୦ ଡିଗ୍ରୀ ବ୍ୟାଟସମ୍ୟାନ ଏ ବି ଡିଭିଲିୟର୍ସ ପୁଣିଥରେ ମୈଦାନକୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକାର ଘରୋଇ ଟି-୨୦ ଲିଗ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚରେ ପୁଣିଥରେ ନିଜର ଜଲୱା ଦେଖାଇଛନ୍ତି ଏହି ଦୁର୍ଦ୍ଦଷ ବ୍ୟାଟସମ୍ୟାନ । ମାତ୍ର…

୭୫ ହଜାର ଟଙ୍କା ଦେବେ ମୋଦି ସରକାର । ହେଲେ ଘରେ ବସି ଆପଣଙ୍କୁ କରିବାକୁ ହେବ ଏହି ଛୋଟିଆ କାମ

ଟଙ୍କା ରୋଜଗାର କରିବାକୁ ସାଧାରଣ ଜନତାଙ୍କୁ ମୋଦି ସରକାର ଏକ ବହୁତ ବଡ ସୁଯୋଗ ଦେଉଛନ୍ତି , ଯେଉଁଠି ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଆଉ ସେ ବି ପୁଣି ଘରେ ବସି । ଏଥିପାଇଁ ଆପଣଙ୍କୁ ଅନ୍ୟ କେଉଁଠିକୁ ବି ଦୌଡିବାକୁ ପଡିବ ନାହିଁ । ହେଲେ ଗୋଟିଏ କାମ କିନ୍ତୁ ଆପଣଙ୍କୁ କରିବାକୁ…

ମହିଳାଙ୍କୁ ଅସଦାଚରଣ କଲେ ହେବ ୩ ବର୍ଷ ଜେଲ୍ । ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ହେବ ୩ ବର୍ଷ କାଳ ଜେଲ । ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ସହ କୌଣସି ବି ପ୍ରକାରର ଅସମ୍ମାନ ଏବେ ମହଙ୍ଗା ପଡିବ । କାରଣ ମହିଳାଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ମନ୍ତ୍ରାଳୟ ତରଫରୁ କଠୋର ନିୟମ ପ୍ରଣୟନ କରାଯାଇଛି । ମିଳିଥିବା ସୂଚନା ମୁତାବକ,…

ଏବେ ନୁହେଁ ତ କେବେ ନୁହେଁ ! ରାମମନ୍ଦିର ନିର୍ମାଣକୁ ନେଇ ବାବା ରାମଦେବଙ୍କ ବଡ ବୟାନ

ରାମ ମନ୍ଦିର ନିର୍ମାଣକୁ ନେଇ ଯୋଗଗୁରୁ ବାବା ରାମଦେବଙ୍କ ବଡ ବୟାନ । ରାମ ମନ୍ଦିର ନିର୍ମାଣ ନ ହେଲେ ଦେଶରେ ସାମ୍ପ୍ରଦାୟିକ ମାହୋଲ ସୃଷ୍ଟି ହେବ । ରାମ ମନ୍ଦିର ନିର୍ମାଣକୁ ନେଇ ରାମଦେବ କହିଛନ୍ତି ଯଦି ଏବେ ନୁହେଁ ତ କେବେ ନୁହେଁ । ବାରଣାସୀରେ ପତଞ୍ଜଳୀର ଏକ ବିଜ୍ଞାପନ ସୁଟିଂ ସମୟରେ ଏଭଳି…

ନିର୍ବାଚନକୁ ନେଇ ରାଜନୀତି ସରଗରମ ! କଂଗ୍ରେସର ୪ଟି ପିଢି ବନାମ ମୋଦି ସରକାରଙ୍କ ୪ ବର୍ଷ ।

ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ମଧ୍ୟପ୍ରଦେଶରେ ଜୋର ଧରିଛି ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଧୁଆଁଧାର ରାଲି କରିଛନ୍ତି । ଆଉ ଏହି ସମୟରେ ସେ କଂଗ୍ରେସକୁ ଦମଦାର ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି, ଯେଉଁ କାମ କଂଗ୍ରେସର ୪ଟି ପିଢି…