Daily Archives

November 16, 2018

ପୁଣି ଖୋଲିଲା କେରଳର ସାବରିମାଳା ମନ୍ଦିର ! ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ପଶି ପାରୁନାହାନ୍ତି ମହିଳା ।

କନକ ବ୍ୟୁରୋ : ଆଜି ଠାରୁ ପୁଣି ଥରେ ଖୋଲିଛି କେରଳର ସାବରିମାଳା ମନ୍ଦିର । ମଣ୍ଡଳା ମକରଭିଲାକୁ ପର୍ବ ପାଇଁ ସାବରିମାଳା ମନ୍ଦିର ୬୨ ଦିନ ଧରି ଖୋଲା ରହିବ । ପୂର୍ବରୁ ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଥିବା ବହୁ ପୁରୁଣା କଟକଣାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା…

ହାତୀ ମୃତ୍ୟୁ ପରେ ଚେତୁନି ଶକ୍ତି ବିଭାଗ ! ଏବେ ବି ମୁକୁଳା ପଡିଛି ଟ୍ରାନ୍ସଫର୍ମର, ଝୁଲୁଛି ତାର

କନକ ବ୍ୟୁରୋ : ଢେଙ୍କାନାଳ କମଳାଙ୍ଗ ହାତୀ ମୃତ୍ୟୁକୁ ବିତିଲା ୨୦ ଦିନ । ହେଲେ ଘଟଣାସ୍ଥଳରେ ସ୍ଥିତି ଯଥା ପୂର୍ବ ତଥା ପରଂ । ଏବେ ବି ଖୋଲାମେଲା ପଡିଛି ଟ୍ରାନଫର୍ମର । ଝୁଲି ରହିଛି ବିଦ୍ୟୁତ ତାର । ପୁଣି ଥରେ ଜୀବଜନ୍ତୁ ଏହି ତାର ସଂସ୍ପର୍ଶରେ ଯେ ନ ଆସିବେ ତାହାକୁ ଏଡାଇ ଦିଆଯାଇପାରିବନି ।…

ବିଜେପି ମନ୍ତ୍ରୀଙ୍କ ପାଦୁକା ପୂଜା !  କାଦୁଅ ଲାଗିଥିବା ଜୋତାକୁ ସର୍ବସମ୍ମୁଖରେ କର୍ମଚାରୀଙ୍କ ଦ୍ୱାରା କରାଇଲେ ସଫା

ବିଜେପି ମନ୍ତ୍ରୀଙ୍କ ଜୋତା ସଫା କଲେ କର୍ମଚାରୀ । ଗୋଟିଏ ପଟେ ଭିଆଇପି କଲଚରକୁ ଶେଷ କରିବାକୁ ବିଜେପି ଛାତି ପିଟି କହୁଥିବା ବେଳେ ଅନ୍ୟପଟେ ଦଳର ନେତା ସରକାରୀ କର୍ମଚାରୀଙ୍କ ଦ୍ୱାରା ଜୋତା ସଫା କରାଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି । ଉତ୍ତରପ୍ରଦେଶର ବିଜେପି ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ…

ଜଟିଳ ହେଉଛି ନାୟିକା ବନାମ ନିର୍ଦ୍ଦେଶକ ବିବାଦ : ନିର୍ଯାତନା ଅଭିଯୋଗରେ ଆଇନର ଆଶ୍ରୟ ନେବେ ଏଲସା

କନକ ବ୍ୟୁରୋ: ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନେବେ ବଙ୍ଗିୟ ଅଭିନେତ୍ରୀ ଏଲସା ଘୋଷ । ସୋସିଆଲ ମିଡିଆରେ ଏଲସା ଏହି ସୂଚନା ଦେଇଛନ୍ତି । ସେ ପୁଣି ଥରେ ଦୋହରାଇଛନ୍ତି ଯେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିଛନ୍ତି । ସେପଟେ ଏକ…

ଅପରାଜିତାଙ୍କ ଟ୍ୱିଟକୁ ନେଇ ସରଗରମ ରାଜ୍ୟ ରାଜନୀତି ! ପଲିଟିକାଲ ଚ୍ୟାଲେଞ୍ଜ ପାଇଁ ଇସାରା ଦେଲେ ବ୍ୟୁରୋକ୍ରାଟ୍ ।

କନକ ବ୍ୟୁରୋ : ବରିଷ୍ଠ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶି ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ଚର୍ଚ୍ଚା ଯେତିକି ବଢୁଛି, ସେତିକି ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ବିଜେପି ଏନେଇ ମାପିଚୁପି ମନ୍ତବ୍ୟ ରଖୁଥିବା ବେଳେ ପୂରା ଘଟଣା ଉପରେ ତୀକ୍ଷଣ ନଜର ରଖିଛି ବିଜେଡି…

କେନ୍ଦ୍ର ବିରୋଧରେ ଆନ୍ଧ୍ରର ବିଦ୍ରୋହ ! ଓଡିଶା, ପଶ୍ଚିମବଙ୍ଗରେ ପଡିବ ପ୍ରଭାବ?

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଆନ୍ଧ୍ରପ୍ରଦେଶରେ ସିବିଆଇକୁ ବ୍ୟାନ କରିଛନ୍ତି ଚନ୍ଦ୍ରବାବୁ । ଏଣିକି ଆନ୍ଧ୍ର ସରକାରଙ୍କ ଅନୁମତି ବିନା ରାଜ୍ୟରେ ପଶିିପାରିବ ନାହିଁ ସିବିଆଇ । ଏ ନେଇ ଥିବା ‘ଜେନେରାଲ…