ହକି ପ୍ରେମୀଙ୍କ ପାଇଁ ଖୁସିଖବର ! ଦୁଇଦିନ ହେବ ଉଦଘାଟନୀ ଉତ୍ସବ, ଅନଲାଇନରେ ବିକ୍ରି ହେବ ସମସ୍ତ ଟିକେଟ । ରହିବନି…
କନକ ବ୍ୟୁରୋ : ଓଡିଶାରେ ଏବେ ହକି ଫିଭର । ହକି ବିଶ୍ୱକପକୁ ନେଇ ଲୋକଙ୍କ ଭିତରେ ଜବରଦସ୍ତ କ୍ରେଜ ରହିଛି । ଖାସକରି ଉଦଘାଟନୀ ମ୍ୟାଚରେ ଶାହାରୁଖ ଓ ଏ.ଆର ରେହମାନ ଆସୁଥିବାରୁ ଦର୍ଶକ ମଧ୍ୟ ଏହାକୁ ଉପଭୋଗ କରିବାକୁ ଚାହିଁ ବସିଛନ୍ତି । ତେବେ ଉଦଘାଟନୀ ଉତ୍ସବର ଟିକେଟ ପାଇଁ ଗତକାଲି ଯେଉଁଭଳି…