୨୦୧୯ ବିଶ୍ୱକପ ଖେଳି ନ ପାରନ୍ତି ଯୁବରାଜ ସିଂ ଓ ସୁରେଶ ରୈନାଙ୍କ ଭଳି ତାରକା ଖେଳାଳୀ । ଇସାରା ଦେଲେ ମୁଖ୍ୟ କୋଚ୍ ରବି…
୨୦୧୯ ବିଶ୍ୱକପ କ୍ରିକେଟ ଖେଳି ନ ପାରନ୍ତି ଯୁବରାଜ ସିଂ, ସୁରେଶ ରୈନାଙ୍କ ଭଳି ତାରକା ଖେଳାଳୀ । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ବୟାନ ପରେ ଏଭଳି ସଙ୍କେତ ମିଳିଛି । ଶାସ୍ତ୍ରୀ କହିଛନ୍ତି, ଏବେ ଖେଳୁଥିବା ଦିନିକିଆ ଦଳରେ ଆଉ ବିୋଷ ପରିବର୍ତ୍ତନ କରାଯିବ ନାହିଁ ।…