Daily Archives

November 14, 2018

ଓଡ଼ିଶାବାସୀଙ୍କୁ ପ୍ରତାରଣା ଦେଇଛି କେନ୍ଦ୍ର । କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ଆନ୍ତରିକତା କମ୍, ରାଜନୀତି ବେଶୀ ।

କନକ ବ୍ୟୁରୋ: ପୁଣି କେନ୍ଦ୍ର ସରକାରଙ୍କୁ ବିଜେଡ଼ିର ଟାର୍ଗେଟ । ଓଡ଼ିଶାକୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମାଙ୍କ ପ୍ରତିକ୍ରିୟା, ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ…

ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ବିଜୁ ସେତୁ ଯୋଗୁଁ କମିଲା ଦୂରତା ! ଉପକୃତ ହେଲେ ୪୦ ହଜାରରୁ ଅଧିକ ଲୋକ

କନକ ବ୍ୟୁରୋ : ୨୦ କିଲୋମିଟର ଦୂରତା କମାଇଲା ରାଜ୍ୟ ସରକାରଙ୍କ ବିଜୁ ସେତୁ । ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ନିର୍ମାଣ ହୋଇଥିବା ବିଜୁ ସେତୁ ହଜାର ହଜାର ଲୋକ ଦୀର୍ଘ ଦିନର ସମସ୍ୟା ଦୂର କରିପାରିଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେବୀ ନଦୀ ଓ ତାର ଶାଖା ନଦୀ ବିଲୁଆଖାଇର ୨ଟି ସ୍ଥାନରେ…

ଜଳିଲା କୋରାପୁଟର ଧାନ କ୍ଷେତ : ବର୍ଷା ଅଭାବରୁ ଉଜୁଡା ଫସଲରେ ନିଆଁ ଲଗାଇଲେ ଚାଷୀ

କନକ ବ୍ୟୁରୋ : ଉଭେଇଗଲା ବର୍ଷା । ମାଡ଼ି ଆସିଲାଣି ଶୀତ ।  ବର୍ଷା ଉପରେ ନିର୍ଭର କରି ଚାଷ କରିଥିବା ଚାଷୀ ଏବେ ହତାସ । କାଣ ପାଣି ଅଭାବରୁ ଧାନ ବିଲ ଫାଟି ଆଁ କରିବା ସହ ଶୁଖି ପାଳ ହୋଇଗଲାଣି । ଆଉ କେତେକ ସ୍ଥାନରେ ଧାନ ବିଲରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ କରିଛି । ରୋକ ପୋକ ରୋକିବା ପାଇଁ…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ବାଜିରାଓ ମସ୍ତାନୀ! ଇଟାଲୀରେ କୋଙ୍କଣୀ ରୀତିନୀତି ଅନୁଯାୟୀ ହାତକୁ ଦି ହାତ ହେଲେ…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ବାଜିରାଓ ଓ ମସ୍ତାନୀ । ବି-ଟାଉନର ସୁପରହିଟ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋଣ ଇଟାଲୀର ଲେକ କେମୋରେ ବିବାହ କରିଛନ୍ତି । ବୁଧବାର କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।…

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଡାକ୍ତର ସାମ୍ନାରେ ପିଅନ୍ ପକାଇଲେ ଷ୍ଟିଚ୍ 

ସ୍ୱାସ୍ଥ୍ୟସେବାର ବିଚିତ୍ର ନମୁନା । ଡାକ୍ତରଙ୍କ ଉପସ୍ଥିତିରେ ରୋଗୀଙ୍କ ଷ୍ଟିଚ୍ ପକାଇଛନ୍ତି ପିଅନ୍ । ଏହା କୌଣସି ବେସରକାରୀ ହସ୍ପିଟାଲ ନୁହେଁ ବରଂ ସରକାରୀ ହସ୍ପିଟାଲରେ ଘଟିଛି ଘଟଣା । ହରିୟାଣାର ଏକ ସରକାରୀ ହସ୍ପିଟାଲରେ ଘଟଣା ଘଟିଛି ।  ହରିୟାଣା ରୋହତକ ସିଭିଲ ହସ୍ପିଟାଲର ପିଅନ ରୋଗୀଙ୍କ…

ନବୀନଙ୍କୁ ମାନେକାଙ୍କ ଚିଠି ! ହାତୀଙ୍କ ସୁରକ୍ଷା ଦିଗରେ ବ୍ୟକ୍ତିଗତଭାବେ ଧ୍ୟାନ ଦେବାକୁ ପରାମର୍ଶ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପଶୁ ଅଧିକାର ଏବଂ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମାନେକା ଗାନ୍ଧୀ । ଢେଙ୍କାନାଳରେ ଏକକାଳୀନ ୭ ହାତୀ ମୃତ୍ୟୁ ଘଟଣା ଚିଠି ଲେଖିଛନ୍ତି ମେନେକା । କେନ୍ଦ୍ର ମହିଳା ଓ ଶିଶୁ…