Daily Archives

November 14, 2018

ନିଜ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧି ରଖିଲେ ଗାଉଁଲି ମହିଳା । ୧୯ ମିନିଟ୍ ଧରି ନବୀନ ଶୁଣିଲେ ଜୟନ୍ତୀ ଏକ୍କାଙ୍କ…

କନକ ବ୍ୟୁରୋ : ଓଡିଶାର ମହିଳା କେତେ ସଶକ୍ତ ତାର ଉଦାହରଣ ଦେଖିବାକୁ ମିଳିଛି ମେକ ଇନ ଓଡିଶା କନକ୍ଲେଭରେ । ମହିଳା ଉଦ୍ୟୋଗ କର୍ମଶାଳାରେ ପଶ୍ଚିମ ଓଡିଶାର ମହିଳା ଜୟନ୍ତୀ ଏକ୍କା ବଖାଣିଥିଲେ ନିଜ ସଫଳତାର କାହାଣୀ । ହେଲେ ଏତେ କାହାଣୀ ଥିଲା ଯେ ସମୟ କମ୍ ପଡିଥିଲା । ଜୟନ୍ତୀଙ୍କୁ ବାରମ୍ବାର…

ପୋଲା ଥିଲା ଦିଅଁଙ୍କ ଦାରୁ, ମୁହଁ ଖୋଲିବାରୁ ମିଳିଲା ଦଣ୍ଡ । ବ୍ରହ୍ମ ବିିଭ୍ରାଟର ବଡ ଗୁମର 

କନକ ବ୍ୟୁରୋ : ସାଢେ ତିନି ବର୍ଷ ତଳେ ହୋଇଥିବା ମହାପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ଘଟ ପରିବର୍ତନରେ ବିଭ୍ରାଟ କରିଥିବା ନେଇ ୧୧ ଜଣଙ୍କୁ ନୋଟିସ କରାଯାଇଛି । ନୋଟିସର ସନ୍ତୋଷଜନକ ଉତର ନମିଳିଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ…

ଦାମଙ୍କ ଦଳକୁ ମିଳିବ କେଉଁ ଚିହ୍ନ ? ଦିଲ୍ଲୀ ଯାଇ ନିର୍ବାଚନ କମିଶନଙ୍କୁ ଭେଟିଲେ ଅନୁଗତ ।

କନକ ବୁରୋ: ଦଳ ପାଇଁ ଚିହ୍ନ ଖୋଜୁଛନ୍ତି ପାରାଦୀପର ଟାଣୁଆ ନେତା ଦାମ ରାଉତ । ଗତକିଛି ଦିନ ତଳେ ନୂଆ ଦଳ ନେଇ ଦାମ ରାଉତ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଏବଂ ଦଳରେ କିଏ କିଏ ରହିବେ ସେନେଇ କିଛି ବିଦ୍ଧିବଧଭାବେ କହିନଥିଲେ ମଧ୍ୟ ଦଳରୁ ବହିଷ୍କୃତ ହୋଇଥିବା କିଛି ନେତା ଏବଂ ବିଜୁ ଅନୁଗତମାନେ…

ବାହୁବଳୀ ସାହାଯ୍ୟରେ ଲଞ୍ଚ ହେଲା ଜିସ୍ୟାଟ-୨୯ ସାଟେଲାଇଟ । ମହାକାଶରୁ ରଖିବ ଶତ୍ରୁପକ୍ଷ ଉପରେ ନଜର । ଦେଖନ୍ତୁ ଭିଡିଓ

ଭାରତର ସବୁଠୁ ଶକ୍ତିଶାଳୀ ବାହୁବଳୀ ରକେଟ ଜିଏସଏଲଭି ମାର୍କ-୩ ଜରିଆରେ ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟ ଜିସାଟ-୨୯କୁ ସଫଳତାର ସହ ମହାକାଶକୁ ଛଡାଯାଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟକୁ ଅତି ସଫଳତାର ସହ…

ବାଲେଶ୍ୱର ଜିଲ୍ଲାର ଆଦର୍ଶ ବିଦ୍ୟାଳୟ ! ସ୍ୱଚ୍ଛତାରେ ୩ହଜାର ସ୍କୁଲକୁ ପଛରେ ପକାଇ ଅଧିକାର କରିଛି ପ୍ରଥମ ସ୍ଥାନ ।

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ‘ସ୍ୱଚ୍ଛ ଭାରତ ସୁସ୍ଥ ଭାରତ’ ଗଢିତୋଳିବାରେ ସାଥ ଦେଇଛନ୍ତି ଛାତ୍ରଛାତ୍ରୀ । ବାଲେଶ୍ୱର ଜିଲ୍ଲା ବାଲିଆପଡା ବ୍ଲକ ସାଉଡିଚକ ପ୍ରାଥମିକ ବିଦ୍ୟାଳୟ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ଜିଲ୍ଲାର ଏକ ନମ୍ବର ସ୍କୁଲ ଭାବେ ବିବେଚିତ ହେବାକୁ…

ପାକିସ୍ତାନକୁ ଦରକାର ନାହିଁ କାଶ୍ମୀର । ଜାଣନ୍ତୁ କାହିଁକି ଏଭଳି କହିଲେ ଶାହିଦ ଆଫ୍ରିଦି

ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦଙ୍କ କାଶ୍ମୀର ବୟାନକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ । ପାକିସ୍ତାନ ନିଜ ପାଖରେ ଥିବା ୪ଟି ପ୍ରଦେଶକୁ ପ୍ରଥମେ ସମ୍ଭାଳୁ ତାହା ପରେ କାଶ୍ମୀର କଥା ଚିନ୍ତା କରିବ । ଆଫ୍ରିଦିଙ୍କ ଏଭଳି ବୟାନକୁ…