Daily Archives

November 14, 2018

ସାତକୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ! ହରିଣ ଫାଶରେ ପଡି ମରିଥିବା ସୂଚନା, ସ୍ପଷ୍ଟ କରୁନି ଜଙ୍ଗଲ ବିଭାଗ

କନକ ବ୍ୟୁରୋ: ସୁନ୍ଦରୀକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ପୁଣିଥରେ ଚର୍ଚ୍ଚାରେ ସାତକୋଶିଆ । ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଇଗଡ ଅଞ୍ଚଳରେ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାୟ ତିନି ଦିନ ହେବ ବାଘଟିର ମୃତ୍ୟୁ ହୋଇଥିବା…

ନବୀନଙ୍କୁ ଭାଷଣରେ ବାନ୍ଧି ଦେଲେ ମଫସଲ ଗାଁର ମହିଳା । ନିଜ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ହସାଇଲେ ଜୟନ୍ତୀ ଏକ୍କା

କନକ ବ୍ୟୁରୋ : ଜୟନ୍ତୀ ଏକ୍କା । ଏବେ ଓଡିଶାର ଘରେ ଘରେ ପରିଚିତ ଏହି ନାଁ । ମେକ୍ ଇନ ଓଡିଶାର ମହିଳା ଉଦ୍ୟୋଗ କର୍ମଶାଳାରେ ସୁନ୍ଦରଗଡରୁ ଆସିଥିବା ଏହି ମହିଳା ଜଣକ ଆଜି ନିଜ ସଂଘର୍ଷପୂର୍ଣ୍ଣ କାହାଣୀ କହିଥିଲେ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଟରୁ ଛିଡା ହୋଇ ତାଳି ମାରିବାକୁ…

ପାକିସ୍ତାନ ପାଇଁ ଭାରତର ନୂଆ ବ୍ରହ୍ମାସ୍ତ୍ର ! ପାଣି ବନ୍ଦ କରି ପାକିସ୍ତାନକୁ ମରୁଭୁମିରେ ପରିଣତ କରିବାକୁ ଯୋଜନା…

ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି । ପାକିସ୍ତାନକୁ ସମସ୍ତ କ୍ଷେତ୍ରରେ ପଛରେ ପକାଇବା ପାଇଁ ମୋଦି ସରକାର ଭରପୁର ଚେଷ୍ଟା ଜାରି ରଖିଛନ୍ତି । ଗୋଟିଏ ପଟେ ବିଶ୍ୱରେ ଏକଘରିଆ ହୋଇଥିବାରୁ ପାକିସ୍ତାନର ଅର୍ଥନୀତି ସଂକଟରେ ପଡିଛି । ଅନ୍ୟପଟେ ଭାରତ ଦେଇ…

ଅବସର ନେଇ ରାଜନୀତିକୁ ଆସିବେ କି ଆଇଏଏସ ଅଫିସର ? ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ଭିଆରଏସ୍ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଛନ୍ତି । ତାଙ୍କ ଭିଆରଏସ୍ ଆବେଦନକୁ ମଂଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ଭିଆରଏସ୍ ନେବା ପରେ ସେ…

ଓକିଲ-ପୋଲିସ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ୭୨ ଦିନ ପରେ ପ୍ରତ୍ୟାହୃତ ହେଲା ଆଇନଜୀବୀଙ୍କ ଆନ୍ଦୋଳନ

କନକ ବ୍ୟୁରୋ : ଓକିଲ-ପୋଲିସ ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ଦୀର୍ଘ ୭୨ଦିନର ଆନ୍ଦୋଳନ ପରେ ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି । ଆଜି କୋର୍ଟରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଚାଲିଥିଲା ବେଳେ ଉଭୟ ପୋଲିସ ଓ ଓକିଲ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ଆସନ୍ତାକାଲି ଠାରୁ…

ବ୍ୟାଙ୍କ ଅଫ ବରୋଦା ମ୍ୟାନେଜରଙ୍କ ଦାଦାଗିରି ! ରିଜର୍ଭ ବ୍ୟାଙ୍କ ନିୟମକୁ ବେଖାତିର କରି ନେଉନାହାନ୍ତି କଏନ୍ ।

କନକ ବ୍ୟୁରୋ: ଖୁଚୁରା ପଇଶା ଦିଆ ନିଆକୁ ନେଇ ବ୍ୟାଙ୍କରେ ଦେଖିବାକୁ ମିଳିଛି ମ୍ୟାନେଜରଙ୍କ ଦାଦାଗିରି । ଜିଲ୍ଲାରେ ଅନ୍ୟ କୌଣସି ବ୍ୟାଙ୍କ ନଥିବାରୁ ଗ୍ରାହକଙ୍କ ସହିତ ବ୍ୟାଙ୍କ କର୍ମଚାରୀ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ଅନ୍ୟାନ୍ୟ ବ୍ୟାଙ୍କରେ ଖୁଚୁରା ପଇସା ନେଉଥିବା ବେଳେ…