Daily Archives

November 13, 2018

ମେକ୍ ଇନ୍ ଓଡିଶା କନକ୍ଲେଭରେ ‘ଓୟୋ’ର ବଡ ଘୋଷଣା ! ୨୦୧୯ ସୁଦ୍ଧା ଓଡିଶାରେ ‘ଓୟୋ’ ହୋଟେଲ ସଂଖ୍ୟା ୪ଶହରେ ପହଞ୍ଚିବ ।

ଦକ୍ଷିଣ ଏସିଆର ସର୍ବବୃହତ ଓ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ହୋଟେଲ୍ ଶୃଙ୍ଖଳା, ହୋମ୍ସ ଓ ଗୁଣାତ୍ମକ ଜୀବନଯାପନର ସ୍ଥାନ, ଓୟୋ ହୋଟେଲସ୍ ପକ୍ଷରୁ ଆଜି ଓଡ଼ିଶା ପାଇଁ ଏହାର ସମ୍ପ୍ରସାରଣ ଯୋଜନା ଘୋଷଣା କରାଯାଇଛି। ଏକ ବର୍ଷ ଭିତରେ ଏହି ହୋଟେଲ୍ ଶୃଙ୍ଖଳା ରାଜ୍ୟରେ ଏହାର ଉପସ୍ଥିତିକୁ…

Flipkartର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ । ଜାଣନ୍ତୁ କାହିଁକି

ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସିଇଓ ପଦରୁ ଇସ୍ତଫା ଦେଲେ ବିନ୍ନି ବଂଶଲ । ବ୍ୟକ୍ତିଗତ ଦୁବ୍ୟବହାର ମାମଲାରେ ଛନ୍ଦି ହୋଇଥିବା ବିନ୍ନି ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସୂଚନା ଦେଇଛି ଫ୍ଲିପକାର୍ଟକୁ ଅଧିଗ୍ରହଣ କରିଥିବା ୱାଲମାର୍ଟ । ଏପରିକି ବିନ୍ନି ବଂଶଲ ନିଜ ବିରୋଧରେ…

୧୨ ଦିନର ଶିଶୁକୁ ଝାମ୍ପିନେଲା ମାଙ୍କଡ଼ ! ପଡ଼ିଶା ଘର ଛାତରୁ ମିଳିଲା ମୃତଦେହ

ଆଗ୍ରାରେ ଜଣେ ମାଆ ତାଙ୍କ କଅଁଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ଏକ ମାଙ୍କଡ଼ ଝାମ୍ପି ନେଇ ଶିଶୁଟିକୁ ମାରି ଦେଇଥିବା ପରି ଦୁଃଖଦ ଘଟଣା ଘଟିଯାଇଛି । ଏହି ଘଟଣାଟି ଆଗ୍ରାସ୍ଥିତ ରୁଣକେତ ଅଞ୍ଚଳର କଚରା ଥୋକ କଲୋନିରେ ଦେଖିବାକୁ ମିିଳିଛି । ମୃତକ ଜଣକ ୧୨ ଦିନ ହେଲା ଜନ୍ମଲାଭ କରିଥିବା…

ଚଳନ୍ତା ଟ୍ରେନର ଛାତ କାଟି ଲୁଟେରା ଲୁଟିନେଲେ ୫.୭୮ କୋଟି । କିନ୍ତୁ କରିପାରିଲେନି ଖର୍ଚ୍ଚ, ଜାଣନ୍ତୁ କାହିଁକି

ବିମୁଦ୍ରାକରଣ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ନେଇ ଦୀର୍ଘ ଦୁଇ ବର୍ଷ ହେଲାଣି ବିରୋଧୀ ମାନେ ଅଭିଯୋଗ କରୁଛନ୍ତି । ବିମୁଦ୍ରାକରଣ ପାଇଁ ସାଧାରଣ ଲୋକଙ୍କୁ ଲମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା । ଏଥିପାଇଁ ସବୁଠୁ ଅଧିକ କଷ୍ଟ ଭୋଗିଥିଲେ ସାଧାରଣ ଲୋକେ । କେବଳ ସାଧାରଣ…

ଭୁବନେଶ୍ୱରରେ ଏଟିଏମ୍ ଟଙ୍କା ଭର୍ତ୍ତି ନାଁରେ ଠକେଇ ଅଭିଯୋଗର ପର୍ଦ୍ଦାଫାସ : ଟଙ୍କା ନେଇ ଯାଉଥିବା ଗାଡି ଡ୍ରାଇଭର ଓ…

କନକ ବ୍ୟୁରୋ : ସାମ୍ନାକୁ ଆସିଲା ୪୦ ଲକ୍ଷ ଲୁଟର ନକ୍ସା । ଏଟିଏମରେ ଟଙ୍କା ଭର୍ତି ପାଇଁ ଆସିଥିବା ଗାଡିରୁ ୪୦ ଲକ୍ଷ ଲୁଟ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସେ ଗାଡିର ଡ୍ରାଇଭର ଓ ତାର ଜଣେ ସହଯୋଗୀ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ ଗୁଡିକରେ ଟଙ୍କା ଭର୍ତ୍ତି…

ଅନ୍ଧାରରେ ‘ଉଜ୍ଜଳା’ ଯୋଜନା : ଗ୍ୟାସର ଅହେତୁକ ଦରବୃଦ୍ଧି ଯୋଗୁଁ ସିଲିଣ୍ଡର ଭରି ନପାରି ଚୁଲିକୁ ଫେରିଲେ ଗୃହିଣୀ

କନକ ବ୍ୟୁରୋ : ମହିଳାମାନେ ଭଲରେ ରୋଷେଇ କରିବେ ଧୂଳି, ଧୁଆଁରେ ହନ୍ତସନ୍ତ ହୋଇ ଆଉ ଆଖିରୁ ଲୁହ ଗଡାଇବେ ନାହିଁ , ସେଥିପାଇଁ କେନ୍ଦ୍ର ସରକାର ଅରମ୍ଭ କଲେ ପ୍ରଧାନ ମନ୍ତ୍ରୀ ‘ଉଜ୍ଜଳା’ ଯୋଜନା । ଏହି ଯୋଜନାରେ ଘରେ ଘରେ ଗ୍ୟାସ୍ ଯୋଗାଇ ଦିଆଯାଇଛି ସତ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଉଜ୍ଜଳା…