Daily Archives

November 13, 2018

ଚିରନିଦ୍ରାରେ ବର୍ଷିୟାନ କଣ୍ଠଶିଳ୍ପୀ ଚିତ୍ତ ଜେନା । ସ୍ୱର ଯାଦୁଗରଙ୍କୁ ଝୁରୁଛି ସାରା ଓଡିଶା 

କନକ ବ୍ୟୁରୋ : ଚିର ନିଦ୍ରାରେ ଚିତ ଜେନା । ବିଦାୟ ନେଲେ ଓଡିଆ ସଙ୍ଗୀତ ଜଗତର ସୁନାମଧନ୍ୟ ଗାୟକ ଚିତ ଜେନା  । କଟକର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଚିତ୍ତ ଜେନା ଓ ତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି  । ଆଉ ଶୁଭିବନି ତାଙ୍କ ଗଳାର ଯାଦୁଗରୀ  ।…

ଭାରତ ଆସିବାକୁ ପ୍ରସ୍ତୁତ ଦୁର୍ଦ୍ଦଷ ଯୁଦ୍ଧ ବିମାନ ରାଫେଲ!

କନକ ବ୍ୟୁରୋ : ଭାରତ ଆସିବାକୁ ପ୍ରସ୍ତୁତ ରାଫେଲ ଯୁଦ୍ଧ ବିମାନ । ଆଜି ଫ୍ରାନ୍ସ ଏୟାରବେସରେ ବିଶ୍ୱର ଏହି ଦୁର୍ଦ୍ଦଷ ଲଢୁଆ ବିମାନର ଝଲକ ଦେଖିବାକୁ ମିଳିଛି । ସେପଟେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଡାସଲ୍ଟର ସିଇଓ କହିଛନ୍ତି,…

ଓଡିଶା ପାଇଁ ଟଙ୍କାର ଭଣ୍ଡାର ଖୋଲିଲେ ଶିଳ୍ପପତି ଓ କମ୍ପାନି । ନିବେଶ କରିବେ ୪ଲକ୍ଷ ୧୯ ହଜାର ୫୭୪ କୋଟି, ମିଳିବ ୫ଲକ୍ଷ…

କନକ ବ୍ୟୁରୋ : ସଫଳ ହୋଇଛି ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୧୮ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡିଶା ଯୋଗୁଁ ରାଜ୍ୟରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି ବୋଲି କହିଛନ୍ତି ନବୀନ । ଯାହାଫଳରେ ୫ ଲକ୍ଷ ୯୧ ହଜାର…

ସାଦା ପଥରର ଦେଉଳ ପାଲଟିଯିବ କି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର?

କନକ ବ୍ୟୁରୋ : କୋଣାର୍କର କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ସାଦା ପଥର ଲାଗିବା ଘଟଣା ଆହୁରି ରହସ୍ୟ ଘେରକୁ ଚାଲିଯାଇଛି । ଆଜି ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । ସଂସ୍କୃତି ମନ୍ତ୍ରୀ କହିଛନ୍ତି, କୋଣାର୍କରେ ଏଏସଆଇ ଲଗାଇଥିବା ସାଦା…

ରାତି ତ ରାତି, ଦିନ ଦ୍ୱିପ୍ରହରରେ ମାତିଲେ ଚେନ୍ ଲୁଟେରା । ସିସିଟିଭିରେ ରେକର୍ଡ ହେଲା ପୂରା ଘଟଣା

କନକ ବ୍ୟୁରୋ : ରାଜଧାନୀରେ ପୁଣି ମାତିଲେ ପଲସର ଗ୍ୟାଙ୍ଗ । ସ୍ପଷ୍ଟ ଦିବାଲୋକରେ ଚେନ୍ ଲୁଟ୍ ଉଦ୍ୟମର ଆଉ କାହାଣୀ ଆଜି ଭୁବନେଶ୍ୱର ନାଗେଶ୍ୱରଟାଙ୍ଗୀ ଅଂଚଳରୁ ସାମ୍ନାକୁ ଆସିଛି । ଘର ଆଗରେ ମହିଳାଙ୍କ ବେଗରୁ ଚେନ୍ ଉଦ୍ୟମ କରି ଫେରାର୍ ହୋଇଯାଇଛନ୍ତି ଦୁଇ ଜଣ ଦୁର୍ବୃତ । ବାଇକରେ ଆସି ବେଶ…

ପର୍ଯ୍ୟଟକଙ୍କ ଗାଡ଼ିକୁ ଦ୍ରୁତ ଗତିରେ ଗୋଡ଼େଇଲା ବାଘୁଣୀ : ଚାଳକଙ୍କ ସତର୍କତା ହେତୁ ବଞ୍ଚିଗଲା ଅନେକ ଜୀବନ

ମହାରାଷ୍ଟ୍ରରେ ଥିବା ତଡୋବା ଅନ୍ଧେରୀ ଟାଇଗର୍‌ ରିଜର୍ଭର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ କରାଇବା ଏବେ ପ୍ରଶାସନର ଦାୟିତ୍ୱ ହୋଇପଡ଼ିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଙ୍ଗଲ ଭିତରେ ବନ୍ୟ ଜନ୍ତୁମାନଙ୍କୁ ପାଖରୁ ଦେଖିବା…