Daily Archives

November 13, 2018

ଦିଲ୍ଲୀରୁ ପଲ୍ଲୀକୁ ଆସି ପାରୁନି କଂଗ୍ରେସର ଫାଇନାଲ ଟିକେଟ । ସମୟ ବିତୁଛି, ଆଶାୟୀଙ୍କ ଟେନସନ ବଢୁଛି । 

କନକ ବ୍ୟୁରୋ : କଂଗ୍ରେସ ରାଜନୀତିକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ । ପିସିସି ସଭାପତି ନିଯୁକ୍ତି ଠାରୁ ଆରମ୍ଭ କରି ନିର୍ବାଚନ ଲଢିବା ପର୍ଯ୍ୟନ୍ତ ସବୁବେଳେ ରାଜ୍ୟବାସୀଙ୍କ ଫୋକସରେ ଥାଏ କଂଗ୍ରେସ ।  ଠିକ୍ ସେହିଭଳି ପୁଣିଥରେ କଂଗ୍ରେସ ରାଜନୀତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରାଜଧାନୀର…

କୁକୁର ଓ ମଣିଷର ଅତୁଟ ପ୍ରେମ ! ରାସ୍ତା କଡରେ ୮୦ ଦିନ ହେବ ମାଲିକର ଫେରିବା ବାଟକୁ ଚାହିଁ ବସିଛି ନିରିହ କୁକୁର ।

କୁକୁର ଗୋଟେ ଏପରି ପଶୁ ଯିଏ ତାର ମଣିଷ ପାଇଁ ସବୁବେଳେ ଭରସା ଯୋଗ୍ୟ ହୋଇ ରହିଥାଏ । ଯଦି ତାର ମାଲିକ ବାହାରକୁ ଯାଇଥାଏ ତେବେ ମାଲିକର ଫେରିବା ବାଟକୁ ଚାହିଁ ବସିଥାଏ । ଏପରି ବି ଦେଖିବାକୁ ମିଳିଛି କି, ଅନେକ ଥର କୁକୁର ତା ମାଲିକର ଜୀବନ ମଧ୍ୟ ବଞ୍ଚାଇଛି । ନିଜ ଜୀବରକୁ ପରୱା ନକରି ତା…

ଟି-୨୦ରେ ମିତାଲିଙ୍କ ‘ରାଜ’! ବିରାଟ ଓ ରୋହିତଙ୍କୁ ପକାଇଲେ ପଛରେ

ଟି-୨୦ରେ ସବୁଠୁ ଅଧିକ ରନ୍ ସ୍କୋର କରିଥିବା ଭାରତୀୟ କିଏ ? ଏହି ପ୍ରଶ୍ନ ଆସିଲେ ନିଶ୍ଚୟ ଆପଣଙ୍କ ମନରେ ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଯୁବରାଜ ସିଂ ପରି ନାଁ ମନକୁ ଆସିପାରେ । କିନ୍ତୁ ବାସ୍ତବରେ ଏହାର ଉତ୍ତର ତାହା ନୁହେଁ । ଉତ୍ତର ଯାହା ଜାଣିଲେ ଆପଣ ଚମକି ପଡିବେ ।…

ରାଷ୍ଟ୍ରପତି ସିରିସେନାଙ୍କୁ ବଡ ଝଟକା ଦେଲେ ଶ୍ରୀଲଙ୍କା ସୁପ୍ରିମକୋର୍ଟ । ସିରିସେନାଙ୍କ ସଂସଦ ଭଙ୍ଗ କରିବା ନିଷ୍ପତିକୁ…

ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ବରଖାସ୍ତ ଓ ସଂସଦକୁ ଭାଙ୍ଗିଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଛନ୍ତି ଶ୍ରୀଲଙ୍କାର ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଲନିନ…

ସାଥୀ ଥିଲେ, ବଇରୀ ହେଲେ କି? ବୈଜୟନ୍ତଙ୍କୁ ନେଇ ଦାମ କାହିଁକି ଓଗାଳିଲେ ବିଷ? ଭାଇରାଲ ହେଉଛି ଭିଡିଓ ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ଗସିପ୍ ଟପିକ୍ ପାଲଟିଛି ଦାମ-ବୈଜୟନ୍ତଙ୍କ ଯୋଡ଼ି । ଚା’ଖଟିରୁ ଆରମ୍ଭ କରି ଯେଉଁଠି ଦେଖିବ ଏହି ଦୁଇ ନେତାଙ୍କୁ ନେଇ ଚାଲୁଛି ଚର୍ଚ୍ଚା । ନିକଟରେ ବିଜେଡ଼ିରୁ ତଡ଼ା ଖାଇବା ପରେ ଦୁହେଁ ଦୁହିଁଙ୍କୁ ସମବେଦନା ଜଣାଇ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ଉଭୟ ଅନେକ…

ସୋସିଆଲ ମିଡିଆ ଚଳାଇବାକୁ ନେତାଙ୍କ ପୁଅ ଦେଉଛନ୍ତି ଦରମା । କାମ କମ୍, ପ୍ରଚାର ବେଶୀ ।

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସଜବାଜ ହେଉଛନ୍ତି ଶାସକ ଓ ବିରୋଧୀ । ଆଉ ଆଗାମୀ ନିର୍ବାଚନ ମଇଦାନରେ ହେବ କାଣ୍ଟେ କା ଟକ୍କର । ତେଣୁକରି କାହାକୁ ଟିକେଟ୍ ମିଳିବ ଏବଂ କାହାକୁ ନୁହେଁ ତାକୁ ନେଇ ଜାରି ରହିଛି ସସପେନ୍ସ  । ତେବେ ଟିକେଟ ବଣ୍ଟନକୁ ନେଇ ଶାସକ ବିଜେଡ଼ି ଓ…