Daily Archives

November 12, 2018

ଆଉ ଅର୍ଥ ସାଜିବନି ବାଧକ, ଭୁବନେଶ୍ୱର ଆସିବ ପାକିସ୍ତାନ ହକି ଟିମ୍ ।

କନକ ବ୍ୟୁରୋ :  ଭୁବନେଶ୍ୱରେ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେଉଛି ବିଶ୍ୱ କପ ହକି । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ଟ୍ରଫିର ଉନ୍ମୋଚନ କରିଛନ୍ତି । ସେପଟେ ଏହି ବିଶ୍ୱ କପରେ ପାକିସ୍ତାନ ଦଳର ଯୋଗଦେବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି । ଗୁରୁତର…

ମଝି ନଦୀରେ ହଟହଟା ହେଲେ ବିଚାରପତି । ନାଉରିଆ ଦେଖାଇଲା ନାଲି ଆଖି

ବିହାରର ଚମ୍ପରଣ ଜିଲ୍ଲାର ଜିଲ୍ଲା ଜଜ୍ ରାଜକୁମାର,ତାଙ୍କ ପୁଅ ଏବଂ ତାଙ୍କର ଜଣେ କର୍ମଚାରୀଙ୍କ ସହ ମିଶି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ହନୁମାନ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଥିଲେ । ପ୍ରୟାଗରାଜ ଯାଇଥିବାରୁ ରାଜକୁମାର ତ୍ରିବେଣୀ ସଙ୍ଗମର ଜଳ ନେଇ ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ…

ଆପଣଙ୍କ ଜୀବନସାଥୀ ଖୋଜିବାରେ ଧୋନି ଦେବେ ସାଥ୍!

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଅନଲାଇନ ମେଟ୍ରିିମୋନି ପ୍ଲାର୍ଟଫର୍ମ ଭାରତ ମେଟ୍ରିମୋନିର ବ୍ରାଣ୍ଡ ଆମ୍ବାସାଡାର ଭାବେ ସାମ୍ନାକୁ ଆସିଛନ୍ତି । ଏହି ସଂସ୍ଥା ସହ ଯୋଡି ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଧୋନୀ କହିଛନ୍ତି, ଏହି ସଂସ୍ଥା ପୂର୍ବରୁ ଅନେକ ସଫଳ…

ପୁରୁଷ ବିଶ୍ୱକପ ହକିର ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଲେ…

କନକ ବ୍ୟୁରୋ : ଉନ୍ମୋଚନ ହୋଇଛି ପୁରୁଷ ବିଶ୍ୱକପ୍ ହକିର ଟ୍ରଫି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱକପ୍ ଟ୍ରଫିର ଉନ୍ମୋଚନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫିର ଉନ୍ମୋଚନ କରିଛନ୍ତି ନବୀନ । ଚଳିତ ମାସ ୨୭ ତାରିଖରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟର ଉଦଘାଟନୀ ଉତ୍ସବ ଆରମ୍ଭ…

ଭୋଟ ସାରି ଫେରୁଥିବା ବେଳେ ପୋଲିଂ ପାର୍ଟି ଉପରେ ମାଓବାଦୀଙ୍କ ଆକ୍ରମଣ ! ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ…

ମାଓବାଦୀଙ୍କ ଧମକ ସତ୍ୱେ ଛତିଶଗଡର ଅତି ମାଓ ପ୍ରବଣ ଅଂଚଳରେ ଲୋକେ ଅତି ଉତ୍ସାହର ସହ ମତଦାନ କରିଛନ୍ତି । ସୁକମା ଜିଲ୍ଲାର ଅତି ସମ୍ବେଦନଶୀଳ କେନ୍ଦ୍ର ଗୁଡ଼ିକରେ ମତଦାତା ଭୋଟ ଦେବାକୁ ଆସିଥିବା ବେଳେ ହିଂସାକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର…