Daily Archives

November 11, 2018

ରାସ୍ତାରେ ପାନ ଛେପ ପକାଉଥିବା ଲୋକଙ୍କ ଉପରେ ଲାଗିବ ଲଗାମ୍ ! ଜରିମାନା ସହିତ ସଫା କରିବେ ନିଜେ ପକାଇଥିବା ପାନ ଛେପ ।

ପାନ ଖାଇ ରାସ୍ତାରେ ଛେପ ପକାଇବା ଏଣିକି ଲୋକଙ୍କୁ ପଡିବ ମହଙ୍ଗା । ରାସ୍ତା ଉପରେ ପାନ ଛେପ ପକାଉଥିବା ଲୋକଙ୍କୁ ବୁଦ୍ଧି ସିଖାଇବା ପାଇଁ ସହରର ରାସ୍ତାଗୁଡିକୁ ସଫା ରଖିବା ପାଇଁ ପୁଣେ ମହାନଗର ନୀଗମ ଲୋକଙ୍କ ପାଇଁ କଟକଣା ଜାରି କରିଛି । ଯଦି କୌଣସି ବ୍ୟକ୍ତି ରାସ୍ତାରେ ପନ ଛେପ ପକାଏ ତେବେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦାମଙ୍କ ବୟାନ । ବୈଜୟନ୍ତଙ୍କ ସର୍ମ୍ପକରେ ଦେଇଛନ୍ତି ବଡ ବୟାନ

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ ଦାମଙ୍କ ବଡ ବୟାନ । ଗତକାଲି ନୂଆ ଦଳ ଗଢିଥିବା ଦାମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବାବୁ ବୈଜୟନ୍ତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଦାମ ରାଉତ । ଏପରିକି ତାଙ୍କୁ ବେପାରୀ କହିବାକୁ ମଧ୍ୟ ପଛାଇ ନାହାନ୍ତି । ଏନଏନଏସ ଓଡିଆ ୱେବ…

ମୋଦି ସରକାର ୨୫ଟି ସ୍ଥାନର ନାମ ବଦଳାଇବାକୁ ଦେଇଛନ୍ତି ମଂଜୁରୀ : ସୂଚୀରେ ପଶ୍ଚିମବଙ୍ଗ ମଧ୍ୟ ଅଛି ସାମିଲ

କେନ୍ଦ୍ର ସରକାର ଗୋଟିଏ ବର୍ଷରେ ସର୍ବନିମ୍ନ ୨୫ ନଗର ଓ ଗାଁର ନାମ ବଦଳାଇବାର ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି । ଯେବେକି ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ତାଙ୍କ ପାଖରେ ପଡି କି ରହିନି । ଏବଂ ଏଥିରେ ପଶ୍ଚିମବଙ୍ଗର ନାମ ବି ସାମିଲ ଅଛି । ରିପୋର୍ଟ ମୁତାବକ, ଯେଉଁ ଅଂଚଳର ନାମ…

ଆରବିଆଇ ଜାରି କଲେ ଏହି ୪ଟି ନିୟମ । ଜାଣନ୍ତୁ ଫଟା ନୋଟ୍ ବଦଳାଇବାର ସହଜ ଉପାୟ

ଅଧିକାଂଶ ସମୟରେ ଆମେ ଚିରାଫଟା ନୋଟକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାଉ । କିନ୍ତୁ ଆପଣ ଏଥି ସହିତ ଜଡିତ ନିୟମକୁ ଜାଣନ୍ତି କି? ଅଧିକାଂଶ ଲୋକଙ୍କୁ ଜଣା ନାହିଁ କି ଫଟା ନୋଟ୍ ସହିତ କ’ଣ କରିବା ଉଚିତ୍ ? ଜାଣନ୍ତୁ କେବେ ଓ କେମିତି ଏହାକୁ ବଦଳାଯାଇପାରିବ । ତେବେ ଆଜି ଆମେ ଆପଣଙ୍କୁ ଏହା ସହିତ…

ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କ ବଡ ବୟାନ ! କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଓ ଜିଏସଟି ନିଷ୍ପତି ଦେଶର ଅର୍ଥନୀତି…

ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ମୁହଁଖୋଲି ଚର୍ଚ୍ଚାକୁ ଆସିଥିବା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ଏବେ ପୁଣି ଭାରତୀୟ ଅର୍ଥନୀତି ସମ୍ପର୍କରେ ମୁହଁ ଖୋଲିଛନ୍ତି। ବିମୁଦ୍ରୀକରଣ ଓ ସାମଗ୍ରୀ ଓ ସେବା ଟିକସ(ଜିଏସଟି) ଯୋଗୁ ଗତବର୍ଷ…

ଶକ୍ତି ବିଭାଗକୁ ହାତୀ ଚନ୍ତା ! ହାତୀଙ୍କ ଗତିବିଧି ଉପରେ ନଜର ରଖିବେ ସ୍ୱତନ୍ତ୍ର ଦଳ,ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ…

କନକ ବ୍ୟୁରୋ: ହାତୀଙ୍କ ସୁରକ୍ଷିତ ଚଳପ୍ରଚଳ ଲାଗି ଶକ୍ତି ବିଭାଗର ସ୍ୱତନ୍ତ୍ର ପଦକ୍ଷେପ । ହାତୀ ଗତିବିଧି ଉପରେ ନଜର ରଖିବେ ଜଣେ ସ୍ୱତନ୍ତ୍ର ଅଧିକାରୀ । ଯେଉଁଥି ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀ । ଏସଡ଼ିଓ ପାହ୍ୟାର ଜଣେ ଅଧିକାରୀ ଏହି ଟିମର ତଦାରଖ…