Daily Archives

November 11, 2018

ନିର୍ବାଚନ ପୂର୍ବରୁ ବିଜୁ ମହିଳା ଜନତା ଦଳରେ ବଡ ଧରଣର ଅଦଳବଦଳ ! ଲୋପାମୁଦ୍ରାଙ୍କୁ ବିଜେଡିର ସାଙ୍ଗଠାନିକ ଦାୟିତ୍ୱ ।

ବିଜୁ ମହିଳା ଜନତା ଦଳରେ ନୂଆ ସଭାନେତ୍ରୀ । ପ୍ରମିଳା ମଲ୍ଲିକଙ୍କ ସ୍ଥାନରେ ଦଳୀୟ ସୁପ୍ରିମୋ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରମିଳାଙ୍କୁ ଦଳର ଉପସଭାପତି ଭାବେ ନୂଆ ଦାୟିତ୍ୱ ମିଳିଛି । ସେପଟେ ବିଜୁ ମହିଳା ଜନତା ଦଳରେ ୪ ଜଣଙ୍କୁ କାର୍ଯ୍ୟକାରୀ…

ଦାମଙ୍କ ଦଳରେ କିଏ ହେବେ ସାମିଲ? ବଡ ବଡ ନେତାଙ୍କ ନାଁ ନେଲେ ଦାମ

କନକ ବ୍ୟୁରୋ : ଦାମ ଗଢିବେ ନୂଆ ଦଳ । ବିଜେଡିରୁ ବିତାଡିତ ହୋଇଥିବା ଏବଂ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା କିଛି ବରିଷ୍ଠ ନେତାଙ୍କୁ ନେଇ ନୂଆ ଦଳର ପରିକଳ୍ପନା କରୁଛନ୍ତି ଦାମ ରାଉତ । ହେଲେ କିଏ ହେବ ଦାମଙ୍କ ଦଳର ବଳ? ତାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି ।…

ମେକ୍ ଇନ୍ ଓଡିଶା : ଅଢେଇ ଲକ୍ଷ କୋଟି ଟଙ୍କାର ପୁଂଜି ଆସିବା ସମ୍ଭାବନା

କନକ ବ୍ୟୁରୋ : ଉଦଘାଟନ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇନଭେଷ୍ଟର୍ସ ମିଟର ଉଦଘାଟନ କରିବା ସହ ନୂଆ ଓଡିଶାକୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଆଉ ଏହାସହ ଶିଳ୍ପକେନ୍ଦ୍ର ଭାବେ ଓଡିଶା ଆଗକୁ ବଢିବ ବୋଲି ନୂଆ ସମ୍ଭାବନା ସୃଷ୍ଟି ହୋଇଛି…

କଥାରେ ନୁହେଁ କାମରେ କରୁଛନ୍ତି ମାନବ ସେବା ! ୭୬ ବର୍ଷର ଏହି ବୃଦ୍ଧ, ଅସହାୟଙ୍କ ପାଇଁ ପାଲଟିଛନ୍ତି ଭଗବାନ ।

ସମାଜରେ ଅନେକ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କି, ତାଙ୍କର ସାରା ଜୀବନ ଲୋକଙ୍କ ସେବାରେ ଉତ୍ସର୍ଗ କରିଦେଇଥାନ୍ତି । ନିଜ ପିଲାଛୁଆ ଏବଂ ପରିବାର କଥା ଚିନ୍ତା ନକରି ସମାଜର ସେବା କରିବାକୁ ଆଗେଇ ଆସିଥାନ୍ତି । ପୂର୍ବରୁ ସମାଜ ସେବା କରିଥିବା ଅନେକ…

ଉଦଘାଟନ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୧୮ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ନୂଆ ଓଡିଶାକୁ ସମସ୍ତଙ୍କୁ…

କନକ ବ୍ୟୁରୋ : ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡିଶା କନକ୍ଲେଭ । ୫ ଦିନ ଧରି ଚାଲିବାକୁ ଥିବା ଏହି ମେଗା ଇନଭେଷ୍ଟର୍ସ ମିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ମେକ୍ ଇନ୍ ଓଡିଶା…

ଫ୍ୟାନଙ୍କୁ ‘ବିରାଟ’ ନିଶା ! କୋହଲିଙ୍କ ପାଇଁ ୪୪୮୨ଟି ଦୀପରେ ତିଆରି କଲେ ବିଶ୍ୱର ବୃହତ ଚିତ୍ର ।

କନକ ବ୍ୟୁରୋ: କ୍ରିକେଟ୍ ଜଗତର ବର୍ତ୍ତମାନର ଭଗବାନ କହିଲେ ବିରାଟ କୋହଲିଙ୍କୁହିଁ କଳନା କରୁଛନ୍ତି କ୍ରୀଡ଼ା ପ୍ରେମୀ । ଆଉ ଭାରତରେ ଅନେକ ଲୋକ କ୍ରିକେଟକୁ ‘ଧର୍ମ’ ଏବଂ କ୍ରିକେଟରଙ୍କୁ ‘ଭଗବାନ’ଙ୍କ ଭଳି ଦେଖିଥାନ୍ତି। କ୍ରିକେଟରଙ୍କୁ ସାକ୍ଷାତ କରିବା ପାଇଁ ପ୍ରଶଂସକମାନେ କୌଣସି ବାହାନା ଦେଖାଇ…