Daily Archives

November 11, 2018

ଗୋଟିଏ ହାତରେ ବିଶାଳ ଛକା ମାରିଲେ ପନ୍ଥ । ତାଳିରେ ଫାଟି ପଡିଲା ପୂରା ଷ୍ଟାଡିୟମ

କନକ ବ୍ୟୁରୋ : ଶେଷ ଓଭରର ଶେଷ ବଲରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ମାତ୍ ଦେଇ ସିରିଜ୍ କବଜା କଲା ରୋହିତ ବାହିନୀ । ଅନ୍ତିମ ମ୍ୟାଚରେ ଧୱନ ଓ ପନ୍ଥଙ୍କ ଧୂଆଁଧାର ବ୍ୟାଟିଂ ବଳରେ ସିରିଜ କ୍ଲିନ ସୁଇପ କଲା ଭାରତ । ଗୋଟିଏ ପଟେ ଧୱନ…

ଡାକ୍ତର ନୁହେଁ ଏଠାରେ କୁକୁର କରୁଛି ମଣିଷଙ୍କ ଚିକିତ୍ସା ! ଜାଣନ୍ତୁ କେଉଁଠି ଏବଂ କିପରି କୁକୁର ଦ୍ୱାରା ହେଉଛି…

ଆଜିକାଲି ଦେଶରେ କିଛି ବି ଘଟିବା ଅସମ୍ଭବ ନୁହେଁ । ପୂର୍ବରୁ ସେଭଳି ଅସମ୍ଭବ ଭଳି ଲାଗୁଥିବା ଖବର ଆମେ ଆପଣମାନଙ୍କୁ ଦେଇଛୁ । ଆଜି ବି କିଛି ସେଭଳି ଖବର ରହିଛି । ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର‌୍ୟ୍ୟ ହେବେ ନିଶ୍ଚୟ । ଆଜି ପର‌୍ୟ୍ୟନ୍ତ ରୋଗୀମାନଙ୍କୁ ମଣିଷମାନେ ଚିକିତ୍ସା କରୁଥିବାର…

ଧୱନଙ୍କ ଧମାକା, ପନ୍ଥଙ୍କ ପାହାରରେ ଧରାଶାୟୀ ୱେଷ୍ଟଇଣ୍ଡିଜ । ଦିନିକିଆ ଓ ଟେଷ୍ଟ ପରେ ଟି-୨୦ ସିରିଜ କବଜା କଲା ଟିମ୍…

କନକ ବ୍ୟୁରୋ : ଚେନ୍ନାଇରେ ଚମକିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ସିରିଜର ଅନ୍ତିମ ମ୍ୟାଚରେ ଦମଦାର ବିଜୟ ସହ ସରିଜ କ୍ଲିନ ସୁଇପ କଲା ଭାରତ । ରୋମାଞ୍ଚକର ମ୍ୟାଚରେ ଧୱନ ଓ ରିଷଭ ପନ୍ଥଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ ୬ ୱିକେଟରେ ବାଜି ମାରି ନେଇଛି ରୋହିତ…

ଯେବେ ‘ମୋଦି’ଙ୍କ ସହ ପ୍ରଚାର କଲେ ରାହୁଲ ! ଭ୍ରମରେ ପଡିଗଲେ କଂଗ୍ରେସ କର୍ମୀ

୧୨ ନଭେମ୍ବରରେ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦିଆଯିବାକୁ ଥିବା ବେଳେ ପ୍ରଚାର ଶେଷ ହୋଇଛି । ଉଭୟ କଂଗ୍ରେସ ଓ ବିଜେପିର ଷ୍ଟାର ପ୍ରଚାରକ ଏଥିପାଇଁ ଗତ କିଛି ଦିନ ହେବ ଛତିଶଗଡରେ ଡେରା ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ…

ପରିଶ୍ରା କରିବାର ବାହାନା କରି ଦୋକାନରେ ପଶିଲେ, ଅଧା ଘଣ୍ଟାରେ ସବୁ ଗାଏବ କରି ଚାଲିଗଲେ । ସିସିଟିଭିରେ କଏଦ ହେଲା ପୂରା…

କନକ ବ୍ୟୁରୋ : ଅଧ ଘଂଟା ଭିତରେ ସବୁ ସଫା । ଦୋକାନ ଭିତରେ ପଶି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ । ଭୁବନେଶ୍ୱର ଆଇଆରସି ଭିଲେଜ୍ ଅଂଚଳରେ ଥିବା ମୋବାଇଲ ଜୋନ୍ ନାମକ ଏକ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ୩ଜଣ ଦୁର୍ବୃତ । ଲୁଚି ଛପି ଆସିଲେ ଚୋରି କରି ଗାଏବ୍ ହୋଇଗଲେ । ହେଲେ…