Daily Archives

November 10, 2018

୯୫ ବର୍ଷୀୟା ଶାଶୁଙ୍କୁ ବନ୍ଧକ ରଖିଥିଲା ବୋହୁ ! ସ୍ୱାମୀକୁ ଘରକୁ ପ୍ରବେଶ ଉପରେ ଥିଲା କଟକଣା ।

ବାପା ମା’ଙ୍କୁ ପୁଅ ଝିଅ ଅତ୍ୟାଚାର କରିବା ଘଟଣା ଅନେକ ସମୟରେ ଦେଖିବାକୁ ମିଳିଛି । କେତେବେଳେ ମା’କୁ ଦେଖି ପୁଅ କବାଟ କିଳିଦେଉଛି ତ ଆଉ କେତେବେଳେ ବୋହୁ ସାସୁ ସସୁରଙ୍କୁ ଅତ୍ୟାଚାର କରିଥିବା ଘଟଣା ଦେଖିବାକୁ ମିଳିଛି । ଠିକସେହିଭଳି ଗତ ଶୁକ୍ରବାର ଦିଲ୍ଲୀର ମହିଳା କମିଶନ ଜଣେ ୯୫ ବର୍ଷର…

ପୁଅର ଛାଡ଼ପତ୍ର ଚିନ୍ତାରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା : ସେପଟେ ତେଜ୍ ପ୍ରତାପ୍ କହିଲେ ପରିବାରର…

କନକ ବ୍ୟୁରୋ : ବିହାରର ପ୍ରତିଷ୍ଠିତ ଯାଦବ ପରିବାରକୁ ମାଡିଆସିଛି ସଙ୍କଟ । ପ୍ରଥମେ ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ଭିତରେ ମତଭେଦକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏବେ ବଡପୁଅ ତେଜପ୍ରତାପଙ୍କ ଛାଡପତ୍ର ମାମଲା ବାପା ଲାଲୁଙ୍କ ଚିନ୍ତା ବଢାଇ ଦେଇଛି । ଏପରିକି ଏହା ତାଙ୍କ…

ମେକ୍ ଇନ୍ ଓଡ଼ିଶାକୁ ନେଇ ମହା-ପଲିଟିକ୍ସ : ବିରୋଧୀ କହିଲେ, ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇବାରେ ବିଫଳ ସରକାରଙ୍କ ଇଭେଂଟ…

କନକ ବ୍ୟୁରୋ : ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବେ । ୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କନକ୍ଲେଭ ପାଇଁ ରାଜ୍ୟ ସରକାର ଜୋରସୋର ପ୍ରସ୍ତୁତିରେ ଲାଗିପଡିଥିବାବେଳେ…

ନୂଆ ଦଳର ନାଁ ନେଇ ସୂଚନା ଦେଲେ ଦାମ ରାଉତ ! ବିଜୁ ଶିଷ୍ୟଙ୍କ ‘ବିଜୁ ସମତା କ୍ରାନ୍ତି ଦଳ’

କନକ ବ୍ୟୁରୋ : ଦାମ ବାବୁଙ୍କ ନୂଆ ଦଳର ନାମ ହୋଇପାରେ ବିଜୁ ସମତା କ୍ରାନ୍ତି ଦଳ । ଏନେଇ ନିଜେ ପ୍ରସ୍ତାବ ଦେଇଛନ୍ତି ଦମୋଦର ରାଉତ୍ । ତେବେ ଦଳର ନାମ କ’ଣ ରଖାଯିବ ତାହା କିଛି ସ୍ପଷ୍ଟ ହୋଇପାରିନାହିଁ । ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ପାରାଦ୍ୱୀପରେ ଦାମ ରାଉତ୍ ଦଳର ନାଁ ନେଇ ସୂଚନା…

ଗିରଫ ହେବେ କି ମନ୍ତ୍ରୀଙ୍କ ପୁଅ : ଆକ୍ରମଣ ମାମଲାରେ ୨ ଗିରଫ, ଏଫଆଇଆରରେ ରହିଛି ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ନାଁ

କନକ ବ୍ୟୁରୋ : ବଢିଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଡୁଆ । ଅପରାଧିକ ମାମଲାରେ ଛନ୍ଦି ହୋଇ ଗୋଟିଏ ପୁଅ ଜେଲରେ ଥିବାବେଳେ ଆଉ ଜଣେ ପୁଅ ଯୁବକଙ୍କୁ ଗୋଡାଇ ହାଣିଥିବା ଅଭିଯୋଗରେ ଥାନାରେ ମାମଲା ହୋଇଛି । ଏହି ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଏହି ସଂଘବଦ୍ଧ ଆକ୍ରମଣ ମାମଲାରେ…

ମୋଦୀଙ୍କ ସହରୀ ମାଓବାଦୀ ଉପାଖ୍ୟାନକୁ ନେଇ ବଢିଲା ବିବାଦ : ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରତିବାଦ କଲେ ସାମଜିକ ଓ…

କନକ ବ୍ୟୁରୋ : ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ ଅର୍ବାନ ମାଓବାଦୀ ଉପାଖ୍ୟାନ । ଦେଶରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । କିଏ ଏହି ଅର୍ବାନ ମାଓବାଦୀ ? ସହରାଂଚଳ ମାଓବାଦୀ ଶୀତ ତାପ ନିୟନ୍ତ୍ରିତ ପରିବେଶରେ ରହନ୍ତି , ବଡ ଗାଡିରେ ବୁଲନ୍ତି, ସେମାନଙ୍କ ପିଲାଙ୍କୁ ବିଦେଶରେ ପଢାନ୍ତି ଏବଂ ଅନ୍ୟପଟେ…