Daily Archives

November 10, 2018

ଗୋଡିବାରି ଫେରିଲା ଯଶୋଦା ! ଅପରେସନ ସୁନ୍ଦରୀ ପରେ ଘରବାହୁଡ଼ା ।

ସାତକୋଶିଆ ଅଭୟାରଣ୍ୟରେ ପ୍ରାୟ ୨ ମାସ ପର‌୍ୟ୍ୟନ୍ତ ଆତଙ୍କରାଜ ସୃଷ୍ଟି କରିଥିବା ମଧ୍ୟପ୍ରଦେଶର ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଏବଂ ସେଠାରେ ଜଣେ ମଣିଷକୁ ମାରିବା ପରେ କୁମକି ହାତୀ ‘ଯଶୋଦା’ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟକୁ ଫେରୁଛି। ସୂଚନା ଅନୁସାରେ ନନ୍ଦନକାନନର ଏକ ଟିମ୍ ଯଶୋଦାକୁ ଟ୍ରକରେ…

ଉପୁଡି ପଡିଥିବା ଗଛ ପୁଣି ଛିଡା ହୋଇଗଲା ? ଲୋକ ହେଲେ ଚକ୍କିତ, ଜାଣନ୍ତୁ କେଉଁଠି ।

ଆମ ଦେଶ ଭାରତରେ ପ୍ରତିଦିନ କେଉଁଠିନା କେଉଁଠି ଅଦ୍ଭୁତ ଧରଣର ଘଟଣା ଦେଖିବାକୁ ମିଳିଥାଏ । କିଛି ଅନ୍ଧ ବିଶ୍ୱାସକୁ ମାନି ଲୋକମାନେ ବିଭିନ୍ନ ପ୍ରକାରର ପୂଜା ପାଠ ମଧ୍ୟ କରିଥାନ୍ତି । ଠିକ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଶୀତାପୁର ଜିଲ୍ଲାରେ । ଉପୁଡି…

ଡବା ମଧ୍ୟରେ ବସି ପାଇପ୍ ସଜାଡ଼ୁଥିଲେ ଗାର୍ଡ଼ : ହଠାତ୍ ଟ୍ରେନ୍ ଚଳାଇଦେଲେ ଚାଳକ, ତା’ପରେ ହେଲା କ’ଣ . . . .

ହାଓ୍ଵଡ଼ା ଓ ବଙ୍ଗାଲର ଲୋକପ୍ରିୟ ସମୁଦ୍ର ତଟ ସହର ଦିଘାଠାରେ ଶୁକ୍ରବାର ସକାଳ ପ୍ରାୟ ୧୧.୩୦ ସମୟରେ ଏକ ବିରାଟ ଦୁର୍ଘଟଣା ଘଟୁ ଘଟୁ ରହିଯାଇଛି । ହାଓ୍ଵଡା ଷ୍ଟେସନ୍‌ରୁ ହାଓ୍ଵଡ଼ା-ଦିଘା ଏକ୍ସପ୍ରେସ ଛାଡ଼ିବାର ମାତ୍ର ୨୦ ମିନିଟ୍‌ ପରେ ଏହି ଘଟଣା ଘଟିଛି । କୋଚ୍‌ ତଳେ ରହିଥିବା ଟ୍ରେନ୍‌ର…

ପ୍ରଦୂଷଣ ପାଇଁ ପଦକ୍ଷେପ : ରାସ୍ତାରେ ଗଡ଼ିବ ନାହିଁ ଡିଜେଲ ଚାଳିତ ଘରୋଇ ଯାନବାହାନ

ଦିଲ୍ଲୀକୁ ଘେରିଛି ବିଷ ବଳୟ । ଦିଲ୍ଲୀ ବାୟୁରେ ମିଶିଛି ବିଷ । ପ୍ରଦୁଷଣର କୁହୁଡ଼ି ଓ ଧୁଆଁ ଘେରରେ ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଦିନକୁ  ଦିନ ରାଜଧାନୀ ଦିଲ୍ଲୀରେ ସଙ୍ଗୀନ ହେବାରେ ଲାଗିଛି ବାୟୁ ପ୍ରଦୂଷଣ ସ୍ଥିତି । ଦିଲ୍ଲୀ ଓ ଏନସିଆରରେ ବାୟୁ…

କଂଗ୍ରେସ ଅଧ୍ୟକ୍ଷଙ୍କ ଟାର୍ଗେଟରେ ମୋଦି : କାଙ୍କେରରେ ମୋଦି ଓ ରମଣ ସିଂଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କଲେ…

କନକ ବ୍ୟୁରୋ : ପୁଣିଥରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି  । କାଙ୍କେରରେ ଆଜି କଂଗ୍ରେସ ଅଧ୍ୟକ୍ଷ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି  । ବିଭିନ୍ନ ପ୍ରସଙ୍ଗରେ ରାହୁଲ ମୋଦିଙ୍କୁ କଡ଼ା ସମାଲୋଚନା କରି ଥିବା ବେଳେ ନିର୍ବାଚନୀ ମଇଦାନକୁ ସରଗରମ କରିଛି ରାହୁଲ ଗାନ୍ଧୀଙ୍କ…