ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! ନିଜର ବ୍ୟକ୍ତିଗତ ଫଟୋକୁ ବି ଷ୍ଟିକର କରି ହ୍ୱାଟ୍ସଆପରେ ବ୍ୟବହାର…
ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! ହ୍ୱାଟ୍ସଆପ ତା' ୟୁଜର୍ସମାନଙ୍କ ପାଇଁ ଆଣିଛି ଏକ ନୂଆ ଫିଚର । ଯାହା ସାହାଯ୍ୟରେ ୟୁଜର୍ସ ତାଙ୍କ କୌଣସିବି ବ୍ୟକ୍ତିଗତ ଫଟୋକୁ ଷ୍ଟିକର ବନାଇ ପାରିବେ । ଏଥି ପାଇଁ ଆପଣଙ୍କୁ କିଛି ପଦକ୍ଷପକୁ ଅନୁସରଣ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା…