Daily Archives

November 8, 2018

ଚର୍ଚ୍ଚାକୁ ଆସିଲା ମହାବଳ ନନ୍ଦନ ! କ୍ୟାପଟିଭ ବ୍ରିଡ୍ ସହ ୱାଇଲ୍ଡ ବ୍ରିଡର ମିଳାମିଶାରୁ ଜନ୍ମ ନେଲେ ଦୁଇଟି ଶାବକ ।

କନକ ବ୍ୟୁରୋ : ଜଙ୍ଗଲି ବାଘକୁ ଚିଡ଼ିଆଖାନାରେ ରଖାଯିବ ନା’ ନାହିଁ ତାକୁ ଚର୍ଚ୍ଚା ଜୋରଧରିଥିବା ବେଳେ ଆଜି ଆମେ ଆପଣଙ୍କୁ କହୁଛୁ ଆଉ ଏକ ବାଘର କାହାଣୀ । ଏହି ବାଘର ନାଁ ହେଉଛି ନନ୍ଦନ । ଯିଏ ୫ ବର୍ଷ ତଳେ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ସାଥୀ ସନ୍ଧାନରେ ଜଙ୍ଗଲରୁ ଚାଲି ଆସିିଥିବା ଏହି ନନ୍ଦନ…

ଦିଲ୍ଲୀ ରାଜନୀତିକୁ ଫେରିବ ୧୯୯୬ ସ୍ଥିତି ! ଭବିଷ୍ୟବାଣୀ କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ

ଏନଡିଏ ସହ ଟିଡିପିର ବ୍ରେକଅପ୍ ପରେ ଏବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ମୋଦି ସରକାର । ୨୦୧୯ରେ ମୋଦି ସରକାରଙ୍କୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଏବେ ଜୋରଦାର କସରତ କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏଥିପାଇଁ ସମସ୍ତ ବିରୋଧୀ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଚନ୍ଦ୍ରବାବୁ । ଏହି…

ଲାଲ୍ କରିଡରରେ ରକ୍ତର ହୋଲି! ଆଇଇଡି ଲଗାଇ ନକ୍ସଲ ଉଡାଇଲେ ବସ୍, ଜଣେ ଯବାନଙ୍କ ସହ ୫ ସହିଦ୍ ।

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମାତ୍ର ୪ ଦିନ ପୂର୍ବରୁ ଛତିଶଗଡ଼ ଲାଲ କରିଡରରେ ପୁଣି ରକ୍ତର ହୋଲି ଖେଳିଛନ୍ତି ନକ୍ସଲ । ନିର୍ବାଚନ ଡ୍ୟୁଟିରେ ଥିବା ସିଆଇଏସଏଫ୍ ଯବାନଙ୍କୁ ଟାର୍ଗେଟ କରି ମିନିବସକୁ ଆଇଇଡି ଲଗାଇ ଉଡାଇ ଦେଇଛନ୍ତି ମାଓବାଦୀ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ…

କେଉଁଠି ରହିବ ସୁନ୍ଦରୀ ? କେନ୍ଦ୍ରୀୟ ଜୁ- ଅଥୋରିଟିଙ୍କ କଡ଼ା ଚେତାବନୀ, ଚିଡିଆଖାନାରେ ରହିପାରିବନି ଜଙ୍ଗଲୀ ଜନ୍ତୁ ।

କନକ ବ୍ୟୁରୋ : ସାତକୋଶିଆର ସୁନ୍ଦରୀ ରହିବ କେଉଁଠି ? ଏହାକୁ ନେଇ ସୃଷ୍ଟି ହୋଇଛି ଏକ ବଡ ଦ୍ୱନ୍ଦ୍ୱ । କାରଣ ଅଭୟାରଣ୍ୟରେ ବାଘୁଣୀର ହିଂସ୍ର ଆଚରଣ ବନ ବିଭାଗକୁ ଚିନ୍ତାରେ ପକାଇଥିବା ବେଳେ, ଅନ୍ୟପଟେ ଜଙ୍ଗଲି ବାଘୁଣୀକୁ ନନ୍ଦନକାନନରେ ରଖି ହେବ ନାହିଁ ବୋଲି ଓଡ଼ିଶା ୱାଲ୍ଡ ଲାଇଫ୍ ମୁଖ୍ୟକୁ…

ବାରମ୍ବାର ବରଫ ପାହାଡରୁ ଖସିବା ପରେ ମଧ୍ୟ ହାର ମାନିଲାନି ଛୁଆ ଭାଲୁ, ଶେଷକୁ…. ଦେଖନ୍ତୁ ଭିଡିଓ

ଆମେରିକାରେ ଏକ ଭିଡିଓ ଫୁଟେଜ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ଲୋକ ପ୍ରେରଣାଦାୟକ ବୋଲି ମାନିନେଇଛନ୍ତି , କାରଣ ଭିଡିଓ କିଛି ସାମାନ୍ୟ ନୁହେଁ ମାତ୍ର ଏହି ଭିଡିଓ ଭଲ ଶିକ୍ଷା ଦେଇଛି । ଯାହା ଦେଖି ଲୋକ ଅନେକ କିଛି ଶିଖିପାରିବେ । ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ…

ବିମୁଦ୍ରାୟନକୁ ପୁରିଲା ଦୁଇ ବର୍ଷ ! ଦେଶ ବ୍ୟାପୀ ଚର୍ଚ୍ଚା, ମୋଦିଙ୍କ ନିଷ୍ପତ୍ତି ଦେଶକୁ କ’ଣ ଦେଲା ଫାଇଦା ?

କନକ ବ୍ୟୁରୋ : ବିମୁଦ୍ରାୟନକୁ ପୁରିଲା ୨ ବର୍ଷ । ଦେଶ ବ୍ୟାପୀ ଚର୍ଚ୍ଚା, ଏତେବଡ ନିଷ୍ପତିରୁ  ଦେଶକୁ କଣ ଫାଇଦା ମିଳିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଅର୍ଥନୀତିକୁ ସଂଗଠିତ କରିବାରେ ସହାୟକ ହୋଇଛି । କଳାଧନ ଜମାକାରୀ ଟିକସ ପରିସରକୁ ଆସିଛନ୍ତି । ହେଲେ ବିରୋଧୀଙ୍କ…