Daily Archives

November 8, 2018

ହକି ବିଶ୍ୱକପ ମ୍ୟାଚକୁ ନେଇ ଛକରେ ଖଟି : ଭିଭିଆଇପି ଦେଖିବେ ଷ୍ଟାଡିୟମରେ, ସାଧାରଣ ଲୋକ ଦେଖିବେ ଟିଭିରେ ! 

କନକ ବ୍ୟୁରୋ : ବିଶ୍ୱକପ ହକିର ମ୍ୟାଚ ଦେଖିବାକୁ ହେଲେ ଭିଆଇପି କିମ୍ବା ଭିଭିଆଇପି ହେବାକୁ ପଡିବ । ରାଜଧାନୀରେ ଏଭଳି ଏକ ଚର୍ଚ୍ଚା ଜୋର ଧରିଛି । ଚାହା ଖଟି ଠାରୁ ଆରମ୍ଭ କରି କର୍ପୋରେଟ ହାଉସର ଏସି ରୁମ ପର୍ଯ୍ୟନ୍ତ ସବୁଆଡେ ଏବେ ହକି ବିଶ୍ୱକପ ପାଲଟିଛି ହଟ୍ ଟପିକ ।  କାରଣ ହକି ବିଶ୍ୱକପ…

ଲାଗିଛି ସିସିଟିଭି, ଚାଲିଛି କଡ଼ା ଚେକିଂ ! କେମିତି ଶ୍ରୀମନ୍ଦିର ଭିତରକୁ ଗଲା ମୋବାଇଲ୍ ? 

କନକ ବ୍ୟୁରୋ : ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ । କଡା କଟକଣା ସତ୍ତେ୍ୱ ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହିତେଶ ସୋନାନି ଗୁଜୁରାଟ…

ପ୍ରାର୍ଥୀ ଖୋଜିବାକୁ ବିଜେଡି ହାଇକମାଣ୍ଡଙ୍କ ଫର୍ମୁଲା କଣ ?

କନକ ବ୍ୟୁରୋ : ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି ବିଜେଡି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠୁ ନିଜର ସଙ୍ଗଠନକୁ ମଜବୁତ କରିବାରେ ଲାଗିଛି ବିଜୁ ଜନତା ଦଳ । ୨୦୧୯ରେ ରାଜ୍ୟରେ ପୁଣିଥରେ କିଭଳି ବିଜେଡି ଶାସନ କ୍ଷମତାକୁ ଆସିବ ସେଥିପାଇଁ ବ୍ଲୁ-ପ୍ରିଣ୍ଟ…

କୋବ୍ରା ଫୋର୍ସର ଏମିତି ଜଣେ ମହିଳା ଅଫିସର ।  ଯାହାଙ୍କ ନାଁ ଶୁଣିଲେ ଥରି ଉଠନ୍ତି ନକ୍ସଲ

ସୋସିଆଲ ମିଡିଆରେ ଏବେ ଉଷା କିରଣ ନାମକ ଯୁବତୀଙ୍କୁ ନେଇ ଜୋରଦାର ଚର୍ଚ୍ଚା । Vogue Women Of the Award ୨୦୧୮ରେ ସମ୍ମାନିତ ହେବା ପରେ ଏବେ ଉଷାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ଏତେ ସହଜରେ ଉଷାଙ୍କୁ ମିଳିନାହିଁ ଏଭଳି ସମ୍ମାନଜନକ ଆୱାର୍ଡ । ଲାଲବାହିନୀର ଗଡରେ ପଶି ନକ୍ସଲଙ୍କୁ ମାତ୍…

ଆଗ ଟଙ୍କା, ପରେ ବିଲ୍ ! କ୍ୟାମେରାରେ କଏଦ ସରକାରୀ କର୍ମଚାରୀଙ୍କ ଲାଞ୍ଚ କାରବାର ।

କନକ ବ୍ୟୁରୋ : ଆଗ ଗୋଟିଏ ହାତରେ ଟଙ୍କା ଦିଅ, ତାପରେ ବିଲ୍ ନିଅ । ଲାଞ୍ଚ ନଦେଲେ ବିଲ୍ କରିବେ ନାହିଁ ବୋଲି ରୋକ ଠୋକ ବାରଣ କରିଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ । ତେବେ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଲାଞ୍ଚ କାରବାର କ୍ୟାମେରାରେ କଏଦ ହୋଇଛି । ଫାଇନାଲ ବିଲ୍ ପେମେଣ୍ଟ ଲାଗି ୨୦ ହଜାର ଟଙ୍କା…