Daily Archives

November 7, 2018

କେଉଁଠି ରହିବ ସୁନ୍ଦରୀ ? ସାତକୋଶିଆର କୋର୍ ଏରିଆକୁ ଫେରିପାରେ ବାଘୁଣୀ ।

କନକ ବ୍ୟୁରୋ : ସୁନ୍ଦରୀ ରହିବ କେଉଁଠି ?  ସାତକୋଶିଆ ଅଭୟାରଣ୍ୟ ତା ଠିକଣା ହେବ ନାଁ ଆଉ କିଛି ? ଏମିତି ଚର୍ଚ୍ଚା ଯୋର ଧରିଥିବା ବେଳେ ଜଙ୍ଗଲର କୋର ଏରିଆକୁ ଫେରି ପାରେ ସୁନ୍ଦରୀ ବୋଲି ସୂଚନା ମିଳିଛି । ଗତକାଲି ଟ୍ରାଙ୍କୁଲାଇଜ୍ ହେବା ପରେ ସ୍ୱତନ୍ତ୍ର ଖୁଆଡରେ ରହିଛି ସୁନ୍ଦରୀ । ଏହାର…

ଚାଷ ନଷ୍ଟ କରୁଛି ଚକଡ଼ା ପୋକ ! ହତାସ ଚାଷୀ ପରିବାର, ସରକାରୀ ସହାୟତାକୁ ଭରୋଷା ।

କନକ ବ୍ୟୁରୋ: ଚକଡା ପୋକ ଏବଂ ପାଣି ଅଭାବରୁ ବିଭିନ୍ନ ଜିଲ୍ଲାରେ ଧାନ ଚାଷ ନଷ୍ଟ ହୋଇଛି । କିଛି ଜିଲ୍ଲାରେ ପାଣି ଅଭାବରୁ ବିଲ ଫାଟି ଆଁ କରିଥିବା ବେଳେ ଆଉ କିଛି ଜିଲ୍ଲାରେ ଚାଷ ଜମିରେ ଚକଡା ପୋକ ଲାଗିବା କାରଣରୁ ବ୍ୟାପକ କ୍ଷୟ କ୍ଷତି ହୋଇଛି । ଏବେ ଲୋକଙ୍କ ମୁଣ୍ଡରେ ଋଣ ସୁଜିବାର ଚିନ୍ତା…

ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାନ ପୁଅ ! ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ।

କନକ ବ୍ୟୁରୋ : ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ମନ୍ତ୍ରୀ ପୁଅଙ୍କ ଦାଦାଗିରି । ସଂଘବଦ୍ଧ ଭାବେ ଆସି ଜଣେ ଯୁବକଙ୍କୁ ହାଣିଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର । ରାଜନୈତକ ଶତ୍ରୁତାକୁ କେନ୍ଦ୍ରକରି ଘଷିପୁରା ଥାନା ହାତିବନ୍ଧା ନିକଟରେ ପ୍ରଶାନ୍ତ ସାହୁ ନାମକ…

ଦୀପାବଳିରେ ଦାମ ଛାଡିଲେ ରାଜନୀତିର ବାଣ ! ଖୁବଶୀଘ୍ର ଗଢିବେ ନୂଆ ଦଳ, ରହିବ ବିଜୁଙ୍କ ନାଁ ।

କନକ ବ୍ୟୁରୋ : ଦୀପାବଳିରେ ରାଜନୀତିର ବାଣ ଫୁଟାଇଛନ୍ତି ଦାମ ରାଉତ । ବିଜେଡିରୁ ବହିଷ୍କୃତ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଖୁବ୍ ଶୀଘ୍ର ଗଢିବେ ନୂଆ ଆଂଚଳିକ ଦଳ । ନୂଆ ଦଳରେ ବିଜୁଙ୍କ ନାଁ ରହିବ ବୋଲି କହିଛନ୍ତି ଦାମବାବୁ । ତେବେ ଓଡ଼ିଶାର ଇତିହାସରେ ଅନେକ ତୁଙ୍ଗ…

ବାଣ ବିକ୍ରି ପାଇଁ ‘ସବୁଜ ପରିବା’ର ବ୍ୟବହାର ! ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲଙ୍ଘନ କରି ସବୁଜ ପରିବାରେ ବାଣ…

ବାୟୁ ପ୍ରଦୂଷଣ ରୋକିବା ପାଇଁ ନିକଟରେ ସୁପ୍ରିମକୋର୍ଟ ଗ୍ରୀନ୍ କ୍ରାକର୍ ବା ସବୁଜ ବାଣ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅତ୍ୟନ୍ତ ଚତୁରତାର ସହ ବେପାର କରିଛନ୍ତି ଦିଲ୍ଲୀର ବେପାରୀମାନେ। ଯେଉଁ ଭଳି ଭାବେ ବେପାର କରିଛନ୍ତି ତାହା ଜାଣିଲେ ଆପଣ ଚକିତ…

ଜମ୍ମୁକାଶ୍ମୀରରେ ଜାରି ରହିଛି ପ୍ରବଳ ତୁଷାରପାତ୍ ! ରାସ୍ତାରେ ଜମି ରହିଛି ବରଫ ।

କନକ ବ୍ୟୁରୋ : ବର୍ଷା ପରେ ଆସିଛି ଶୀତ ରୁତୁ । ଦେଶର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ବରଫପାତ ମଧ୍ୟ ଆରମ୍ଭ ହୋଇଗଲାଣି । ଜାମ୍ମୁକାଶ୍ମରରେ ଜାରି ରହିଛି ପ୍ରବଳ ତୁଷାରପାତ୍ । ରଜୌରୀ ଓ ପୁଂଛକୁ କାଶ୍ମୀର ସହ ଯୋଡୁଥିବା ମୁଗଲ ରୋଡ ତୁଷାରପାତ୍ ଯୋଗୁଁ ବନ୍ଦ ରହିଛି । ଗତ ୪ରୁ…