Daily Archives

November 6, 2018

ଯାତ୍ରୀଙ୍କର ପ୍ରଥମ ପସନ୍ଦ ପାଲଟିଲା ‘ମୋ ବସ୍’ ସେବା । ଜାଣନ୍ତୁ ଅନ୍ୟ ବସ୍ ଠାରୁ କିଭଳି ଅଲଗା ‘ମୋ ବସ୍’ ସେବା । 

କନକ ବ୍ୟୁରୋ : ‘ମୋ ବସ୍’ ।  ଦୀପାବଳି ପୂର୍ବରୁ ରାଜଧାନୀବାସୀଙ୍କୁ ରାଜ୍ୟ ସରକାରଙ୍କ ସବୁଠୁ ବଡ ଭେଟି । ସ୍ମାର୍ଟସିଟିରେ ଗଡିଛି ସ୍ମାର୍ଟ ବସ୍ । ମୁଖ୍ୟମନ୍ତ୍ରୀ ନିଜେ ଏହି ବସରେ ବସି ଯାତ୍ରା କରିଛନ୍ତି । ତେବେ ଟ୍ୱିନ୍ ସିଟିରେ ଚାଲୁଥିବା ସିଟି ବସ ଓ ମୋ ବସ୍ ମଧ୍ୟରେ ଏମିତି କଣ ଭିନ୍ନତା…

ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ୱେଷ୍ଟଇଣ୍ଡିଜକୁ ୭୧ ରନରେ ମାତ୍ ଦେଇ ସିରିଜ ଜିତିଲା ଭାରତ

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କୁ ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୭୧ ରନରେ ମାତ୍ ଦେଇ ବିଜୟ ହାସଲ କରିବା ସହ ସିରିଜ ହାତେଇଛି ଭାରତ । ଏହାସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ରେ ଭାରତ ୨-୦ରେ ଆଗୁଆ ରହିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ…

ଯବାନ ଜାଳିଲେ ଦୀପ, ପାଳିଲେ ଦୀପାବଳୀ ! ଦେଶ ପାଇଁ କଲେ ମଙ୍ଗଳ କାମନା ।

କନକ ବ୍ୟୁରୋ : ରାତିପାହିଲେ ଦୀପାବଳୀ । ସାଜସଜ୍ଜାରେ ଚମକି ଉଠିଲାଣି ସାରା ଭାରତ । ଦୀପାବଳୀକୁ ନେଇ ସମସ୍ତଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ମାହୋଲ । ଆଉ ଏହାରି ଭିତରେ ସୀମାରେ ଦୀପାବଳୀ ପାଳିଛନ୍ତି ଯବାନ । ସାରା ଦେଶରେ ଲୋକ ଦୀପାବଳୀକୁ ଧୁମଧାମରେ ପାଳନ କରୁଥିବାବେଳେ ସୀମାରେ ଯବାନମାନେ…

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଏଠାରେ ହୋଇଥାଏ କୁକୁର ପୂଜା ! ଜାଣନ୍ତୁ କେଉଁଠି ଏବଂ କାହିଁକି କରାଯାଇଥାଏ ଏହି ପୂଜା ।

ଦୀପାବଳିର ଗୋଟେ ଦିନ ପୂର୍ବରୁ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା । ରାତି ପାହିଲେ ଦୀପାବଳି । ଏହି ସୁଭ ଦିନର ଗୋଟିଏ ଦିନ ପୂର୍ବରୁ ଲୋକମାନେ ଘର ସଜାଇବା ଏବଂ ନିଜର ଘର ଲୋକ ଓ ସାଙ୍ଗ ସାଥି ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ଉପହାର କିଣୁଥିବା ବେଳେ ଆମର ପଡୋଶି ଦେଶ ନେପାଳରେ କୁକୁର…

ରାତି ପାହିଲେ ଆଲୋକର ପର୍ବ ! ଯବାନଙ୍କ ସହ ଦୀପାବଳୀ ପାଳିବେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ରାତିପାହିଲେ ଆଲୋକର ପର୍ବ ଦୀପାବଳୀ । ଆଉ ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସାରା ଦେଶ । ସବୁଆଡେ ରଙ୍ଗିନ ଆଲୋକମାଳା ସାଙ୍ଗକୁ ରଙ୍ଗବେରଙ୍ଗର ଲିଚୁ ଲାଇଟରେ ସଜେଇ ହୋଇଛି ଭାରତ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଏଭଳି ଭାବେ ପାଳିବେ ଦୀପାବଳୀ । ଚୀନ୍ ସୀମାରେ…