Daily Archives

November 5, 2018

କଡା ସୁରକ୍ଷା ଭିତରେ ଖୋଲିଲା ସାବରିମାଳା ମନ୍ଦିର ! ଭୟରେ ଆସୁନାହାନ୍ତି ମହିଳା, ଦର୍ଶନ କରୁଛନ୍ତି କେବଳ ପୁରୁଷ ଭକ୍ତ ।

କନକ ବ୍ୟୁରୋ : ଆଜି ପୁଣି ଥରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । ଅପରାହ୍ନ ୫ରୁ ଆସନ୍ତାକାଲି ରାତି ୧୦ଟାଏଁ ମନ୍ଦିର କବାଟ ଖୋଲାରହିବ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ମନ୍ଦିରରେ କେବେଳ ପୁରୁଷ ଭକ୍ତ ଦର୍ଶନ କରୁଥିବା ଦେଖିବାକୁ…

ବେକାରୀ ସମସ୍ୟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ! କେନ୍ଦ୍ର ନା ରାଜ୍ୟ, କିଏ ଦେଇଛି ଅଧିକ ଚାକିରି ?

କନକ ବ୍ୟୁରୋ : ରାଜ୍ୟ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ କେତେଜଣ ପିଲା ନାଁ ରେଜିଷ୍ଟ୍ରେସନ କରିଛନ୍ତି ଏବଂ କେତେ ପିଲାଙ୍କୁ ରାଜ୍ୟ ସରକାର ଚାକିରି ଦେଇଛନ୍ତି ତାର ଉତ୍ତର ମାଗିଛି ବିଜେପି । ପ୍ରତିବାଦ ସ୍ୱରୁପ ରାଜ୍ୟର ବିଭିନ୍ନ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ ତାଲା ପକାଇବାକୁ ଦଳ ଉଦ୍ୟମ କରିଛି ।…

ପୋଲିସ ଏନକାଉଣ୍ଟରରେ ଗଡିଲା ୫ ନକ୍ସଲଙ୍କ ମୁଣ୍ଡ

କନକ ବ୍ୟୁରୋ : ମାଲକାନଗିରି ଜଙ୍ଗଲରେ ବଡ ଧରଣର ମାଓ ଏନକାଉଣ୍ଟର । ନକ୍ସଲ ଶିବିର ଉପରେ ଡିଭିଏଫ୍, ଏସଓଜି ଓ ପୁଲିସର ମିଳିତ ଆକ୍ରମଣରେ ୫ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ବେଳେ ସମସ୍ତେ କାଲିମେଳା ଦଳମର ସଦସ୍ୟ । ସୁରକ୍ଷାକର୍ମୀ ସେମାନଙ୍କ ଠାରୁ…

ପ୍ରେମିକକୁ ବାହା ହେଲା ସ୍ତ୍ରୀ, କୋର୍ଟ ରୁମରେ ସ୍ୱାମୀ ରହିଲା ସାକ୍ଷୀ !

କନକ ବ୍ୟୁରୋ :  ସ୍ୱାମୀ କରାଇଲେ ସ୍ତ୍ରୀର ବାହାଘର । ଯେତେବେଳେ ସ୍ୱାମୀ ଜାଣିଲେ, ସ୍ତ୍ରୀ ତାଙ୍କ ସହ ଖୁସି ନାହାଁନ୍ତି ଏବଂ ସେ ଅନ୍ୟଜଣଙ୍କୁ ଭଲ ପାଉଛନ୍ତି , ସେତେବେଳେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ତାଙ୍କ ପ୍ରେମିକ ସହ ବିବାହ କରାଇଛନ୍ତି ସ୍ୱାମୀ । ଦୁଇଟି ଯାକ କୋର୍ଟ ପେପରରେ ଜଣିଏ…

ହକି ବିଶ୍ୱକପରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରସାର ପ୍ରଚାର : ଖେଳାଳି ଓ ଅତିଥିମାନଙ୍କୁ ପ୍ରଦାନ କରାଯିବ ହସ୍ତତନ୍ତ ଓ…

କନକ ବ୍ୟୁରୋ : ହକି ବିଶ୍ୱକପକୁ ଆଉ ଅଳ୍ପ ଦିନ ବାକି । ଏବେଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ହକି ଫିବର । ବିଶ୍ୱକପ୍ ପାଇଁ ରାଜ୍ୟରେ ପ୍ରସ୍ତୁତି ପର୍ବ ଶେଷ ହେବା ଉପରେ । ଏଥିପାଇଁ ସମସ୍ତେ ବେଶ୍ ଉତ୍ସାହିତ । ତେବେ ବିଶ୍ୱକପ୍ ପାଇଁ ଅନଲାଇନ୍ ଟିକେଟ ବିକ୍ରି ସହ ଆଜିଠାରୁ କାଉଣ୍ଟରରେ…

ପ୍ରତିଭାକୁ ସ୍ୱୀକୃତି ଦେଲେ ମୁଖ୍ୟମନ୍ତ୍ରୀ ! ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି, ଭାଷାବୃତ୍ତି ଓ ଲାପଟପ୍ ପ୍ରଦାନ ।

କନକ ବ୍ୟୁରୋ : ମେଧାବୀଙ୍କ ପାଇଁ ବଡ଼ ଧରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ଓଡ଼ିଆ ଭାଷାବୃତି, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ଅଭିଭାବକ ଓ ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ…