Daily Archives

November 5, 2018

ନା’ର ଚାଲିଛି ନାରା !

କନକ ବ୍ୟୁରୋ : ଏବେ ଚାରିଆଡେ କେବଳ ଶୁଭୁଛି ନା’ ନା’ ଆଉ ନା’ । ଖବର ଶୀର୍ଷକ ପଢି ଯଦି ଆପଣ ଭାବୁଛନ୍ତି ଲେଖାଟି ଓଲିଉଡ ଫିଲ୍ମର ଗୀତ ସହ ସମ୍ପର୍କିତ ତାହେଲେ ଆପଣ ଭୁଲ ଭାବୁଛନ୍ତି ।  ଏହା କୌଣସି ଫିଲ୍ମ ଗୀତ ନୁହେଁ ବରଂ ସାମାଜିକ ଜୀବନରେ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କିମ୍ବା ଲାଗୁଥିବା…

ଦିଲ୍ଲୀରେ ତେଜିଲା ପୋଲ କଳି ! ସିଗ୍ନେଚର ବ୍ରିଜର ଶ୍ରେୟ ନେବାକୁ ‘ବିଜେପି-ଆପ’ର ପ୍ରତିଯୋଗିତା ।

କନକ ବ୍ୟୁରୋ : ଦିଲ୍ଲୀର ଯମୁନା ନଦୀ ଉପରେ ନିର୍ମିତ ସିଗ୍ନେଚର ବ୍ରିଜ ବିବାଦ ତେଜିଛି । ବ୍ରିଜ ନିର୍ମାଣର ଶ୍ରେୟ ନେବାକୁ ବିଜେପି ଓ ଆପ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଗତକାଲି ମଂଚ ଉପରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଓ ଅମାନତୁଲ୍ଲାଙ୍କ ମାରପିଟ ପରେ ରାଜନୀତି ତେଜୁଛି ।…

ଦିଲ୍ଲୀକୁ ଘୋଡେଇଛି ପ୍ରଦୂଷଣର ଚାଦର ! ବିଷାକ୍ତ କୁହୁଡିର ବଳୟରେ ରାଜଧାନୀ, ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି ଲୋକେ ।

କନକ ବ୍ୟୁରୋ : ଚିନ୍ତାରେ ଦିଲ୍ଲୀବାସୀ । କେବେ ସହର ହେବ ବିଷାକ୍ତମୁକ୍ତ କୁହୁଡ଼ି କବଳରୁ ମୁକ୍ତ । ଦିନକୁ ଦିନ ବାୟୁପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି  । ସେପଟେ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି, ଦିଲ୍ଲୀ ସରକାରଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।…

ବିଜେପି କର୍ମୀ ପହଞ୍ଚିଲା ବେଳକୁ ପଡ଼ି ଯାଇଥିଲା ତାଲା! କିଏ ଚୋରି କଲା ବିଜେପି ଫର୍ମୁଲା?

କନକ ବ୍ୟୁରୋ: ନିର୍ବାଚନର ଋତୁ ପାଖେଇ ଆସୁଥିବାବେଳେ ଉଭୟ ଶାସକ ଓ ବିରୋଧୀ ଉଠାଇଥାନ୍ତି ଅନେକ ସ୍ୱର । କିଏ ଶିକ୍ଷା,ସ୍ୱାସ୍ଥ୍ୟକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାହୁଁଛି ତ କିଏ ଅନ୍ୟାନ୍ୟ ପ୍ରସଙ୍ଗକୁ ମୂଳ ମୁଦ୍ଧା କରୁଛନ୍ତି । ତେବେ ଏହାରି ମଧ୍ୟରେ ବେକାରୀ ସମସ୍ୟାକୁ ନେଇ…

ନବ କରୁଛନ୍ତି କି ନୂଆ ସମୀକରଣ ? ରାଜ୍ୟ ରାଜନୀତିକୁ ତତାଉଛି ୩ ଫଟୋ

କନକ ବ୍ୟୁରୋ : ବିଜେଡିର ଦୁଇ ହେଭିୱେଟ ଉପକୂଳିଆ ନେତାଙ୍କ ସହ ପଶ୍ଚିମ ଓଡିଶାର ଟାଣୁଆ କଂଗ୍ରେସ ନେତା ତଥା ବିଧାୟକ ନବ ଦାସ ସିଟ୍ ସେୟାର କରିବା ପରେ ଏବେ ଉଷୁମ ହୋଇଛି ରାଜ୍ୟ ରାଜନୀତି । ଗତକାଲି କଟକରେ ଏକ କାର୍ଯ୍ୟକ୍ରମରେ ବିଜେଡିର ଦୁଇ ନେତାଙ୍କ ମଝିରେ ନବ ବସିଥିବା ଫଟୋ ସୋସିଆଲ ମିଡିଆରେ…