Daily Archives

November 4, 2018

ପେଟିଏମ ବ୍ୟବହାର କରୁଛନ୍ତି କି? ଧ୍ୟାନ ଦିଅନ୍ତୁ ନଚେତ ଆପଣ ବି ହୋଇ ପାରନ୍ତି ଠକାମୀର ଶିକାର

କନକ ବ୍ୟୁରୋ : ବର୍ତମାନ ସମୟରେ ଧିରେ ଧିରେ ମଣିଷ କ୍ୟାସଲେସ ବ୍ୟବସ୍ଥା ଆଡକୁ ଗତି କରିବାରେ ଲାଗିଛି । ତେବେ ସବୁଠାରୁ ତଥା ବହୁଳ ଭାବରେ ପରିଚିତ ଥିବା ଅନଲାଇନ ବ୍ୟବସ୍ଥା ମଧ୍ୟରେ ପେଟିଏମ ମଧ୍ୟ ରହିଛି । ଯଦି ଆପଣ ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ବିଶେଷ ଧ୍ୟାନ ଦେବାର…

ବିପଦ ସଙ୍କେତ ଦେଲାଣି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା : ଦିଲ୍ଲୀରେ ଶ୍ୱାସ ପ୍ରଶ୍ୱାସ ନେବା ଦିନକୁ ୧୫-୨୦ ସିଗାରେଟ୍…

ଦେଶର ରାଜଧାନୀ ଦିଲ୍ଲୀର ଡାକ୍ତରଙ୍କ କହିବାନୁସାରେ, ଦିଲ୍ଲୀରେ ଖରାପ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଉଛି, ଯାହାକି ଗୋଟିଏ ଦିନରେ ୧୫-୨୦ ସିଗାରେଟ୍ ଟାଣିବା ସହିତ ସମାନ । ବାୟୁ ପ୍ରଦୂଷଣର କୁପ୍ରଭାବକୁ ପ୍ରଦର୍ଶିତ କରିବା ପାଇଁ ଦିଲ୍ଲୀର ଏକ ହସପିଟାଲରେ ମଣିଷ…

ଡେବ୍ରିଗଡ ଅଭୟାରଣ୍ୟ ମହାବଳର ମୃତ୍ୟୁ ନେଇ ପୋଲିସ ନିକଟରେ ସ୍ୱୀକାର କଲେ ଶିକାରୀ: କହିଲେ, ମାରିଛନ୍ତି ବେଙ୍ଗଲ ଟାଇଗର

କନକ ବ୍ୟୁରୋ: ହୀରାକୁଦ ଡେବ୍ରିଗଡ ଅଭୟାରଣ୍ୟ ମହାବଳର ମୃତ୍ୟୁ ନେଇ ବନବିଭାଗ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛନ୍ତି ଶିକାରୀ । ବାଘକୁ ମାରିଥିବା ଅଭିଯୋଗରେ ଗିରଫ ହୋଇଥିବା ୪ଜଣ ଶିକାରୀ ଏହା ସ୍ୱୀକାର କରିଛନ୍ତିି । ଜିଲ୍ଲା ବନଅଧିକାରୀ କହିଛନ୍ତି ସେମାନଙ୍କ ବୟାନ ଓ ମିଳିଥିବା ବାଘର…

ଖାଦ୍ୟ ସାମଗ୍ରୀକୁ ଲାଗିଲା ଭେଜାଲର ନଜର ! ଦୀପାବଳୀ ଅବସରରେ ପାନମଧୁରୀ ଠାରୁ ଆରମ୍ଭ କରି ମଟର ପର୍ଯ୍ୟନ୍ତ ସବୁ ହେଉଛି…

ଆଲୋକର ପର୍ବ ଦୀପାବଳୀ ଆସିବାକୁ ମାତ୍ର ଚାରି ଦିନ ବାକି ଅଛି । ଘରେ ଅତିଥି ଏବଂ ପୂଜା ପାଇଁ ଖାଦ୍ୟ ସାମଗ୍ରୀର ଚାହିଦାକୁ ଆଖି ଆଗରେ ରଖି ବିଭିନ୍ନ ୟଖାଦ୍ୟ ସାମଗ୍ରୀରେ ଭେଜାଲ୍ କାମ ଏବେଠାରୁ ଆରମ୍ଭ ହୋଇଯାଇଛି । ଏହି ଦ୍ରବ୍ୟ ଖାଇବା ଦ୍ୱାରା ଆପଣ ଯେ ରୋଗକୁ ଡାକିଆଣିବେ ଏଥିରେ କୌଣସି ସନ୍ଦେହ…

କୃଷକଙ୍କୁ ରାଜଧାନୀ ମନା ! ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ସପ୍ତାହେ ବ୍ୟାପୀ ପଦଯାତ୍ରା ରାଜଧାନୀ ଉପକଣ୍ଠରେ ପହଂଚିଛି । ସଙ୍ଗଠନର ସଦସ୍ୟଙ୍କୁ ରାଜଧାନୀ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଖୋର୍ଦ୍ଧା ପଟରୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋ ପରେ ପ୍ରବେଶ ନିଷେଧ କରାଯାଇଛି ।…

ବଢିବାରେ ଲାଗିଛି ହବିଷ୍ୟାଳିଙ୍କ ସମସ୍ୟା । ସଠିକ ସମୟରେ ମିଳୁନାହିଁ ଖାଦ୍ୟ, ୧୦ ଦିନରେ ମେଡିକାଲରେ ଭର୍ତି ହେଲେଣି ୧୪୦

କନକ ବ୍ୟୁରୋ : ପୁରୀରେ କାର୍ତିକ ମାସ ତଥା ହବିଷ କରିବା ପାଇଁ ରାଜ୍ୟର ଅନେକ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥାଏ । ତେବେ ଏପରି ଭାବରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ସମସ୍ୟା…