Daily Archives

November 4, 2018

ରାମଦେବ ବାବାଙ୍କ ବିବାଦୀୟ ମନ୍ତବ୍ୟ : କହିଲେ, ୨ରୁ ଅଧିକ ସନ୍ତାନ ଥିବା ଦମ୍ପତ୍ତିଙ୍କଠାରୁ ମତଦାନ କ୍ଷମତା ପ୍ରତ୍ୟାହର…

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ ଆଜି ଦେଇଥିବା ଏକ ବୟାନକୁ କେନ୍ଦ୍ରକରି ବିବାଦର ସୂତ୍ରପାତ ହୋଇଛି । ଏହାସହ ବାବାଙ୍କ ଏହି ବିବୃତିକୁ କେନ୍ଦ୍ରକରି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହେଉଛି । ହରିଦ୍ୱାର ଠାରେ ଆୟୋଜିତ ଜ୍ଞାନ କୁମ୍ଭରେ ଅଂଶଗ୍ରହଣ କରିବା ଅବସରରେ ଯୋଗଗୁରୁ ବାବା…

ଦିଲ୍ଲୀରେ ସିଗ୍ନେଚର ବ୍ରିଜର ଉଦଘାଟନ ପୂର୍ବରୁ ବିବାଦ । ପୋଲିସ ସହ ମୁହାଁମୁହିଁ ହେଲେ ବିଜେପି ସାସଂଦ

କନକ ବ୍ୟୁରୋ : ଦିଲ୍ଲୀରେ ଯାହାକୁ ଅନେକ ବର୍ଷ ଧରି ଅପେକ୍ଷା କରାଯାଇଥିଲା ତାହାର ପରିସମାପ୍ତି ଘଟିଛି । କହିବାକୁ ଗଲେ ପାଖାପାଖି ୧୪ ବର୍ଷ ପରେ ଦିଲ୍ଲୀର ଉତ୍ତର ପୂର୍ବ ଓ ଉତ୍ତର ପଶ୍ଚିମ ଦିଗକୁ ସଂଯୋଗ କରିବାକୁ କରିବାକୁ ଥିବା ସିଗ୍ନେଚର ବ୍ରିଜ ନିର୍ମାଣ ହୋଇ ସାରିଛି । ତେବେ ଆଉ କିଛି ସମୟ…

ଫସିଥିବା ଓଡିଆ ତୀର୍ଥ ଯାତ୍ରୀଙ୍କ ପାଇଁ ଚିନ୍ତା । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ : ଉତ୍ତର ଭାରତରେ ପ୍ରବଳ ତୁଷାରପାତ ହେବା ଯୋଗୁଁ ୪୨ ଓଡିଆ ଫସିରହିଛନ୍ତି । ସମସ୍ତ ୪୨ ଜଣ ଗଜାଂମ ଭଜଂନଗର ଅଚଂଳର ବୋଲି ଜଣାପଡିଛି । ପ୍ରବଳ ବରଫ ଯୋଗୁଁ ସେମାନଙ୍କ ସହିତ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ , ସମସ୍ତ ଓଡିଆଙ୍କୁ ସୁରକ୍ଷିତ…

ଜାମ୍ମୁରେ ପୁଣି ସୁରକ୍ଷା ବାହିନୀର ଏନକାଉଣ୍ଟର : ୨ ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ସୋପିଆନାରେ ଆଜି ସକାଳେ ପୁଣି ଥରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ , ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ୨ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର…

ଧନତେରସରେ କିଣୁଛନ୍ତି କି ସୁନା ? ଏମିତି ଚେକ୍ କରନ୍ତୁ ସୁନାର କ୍ୟାରେଟ୍ ।

ଯେତେବେଳେ ଅଳଙ୍କାର କିଣାଯାଏ ବା ବିକ୍ରି କରାଯାଏ, ମୂଲ୍ୟ ଜାଣିବା ପୂର୍ବରୁ ପ୍ରଥମେ ତାହାର ଶୁଦ୍ଧତାର ବିଶ୍ଲେଷଣ କରାଯାଏ । ସୁନାର ମୂଲ୍ୟ ତାହାର ଶୁଦ୍ଧତାରୁ ନିର୍ଦ୍ଧାରିତ ହୋଇଥାଏ, ଯେଉଁଥିରେ କ୍ୟାରେଟ୍ ବି ମପାଯାଏ । ସମାନ ଓଜନର ଦୁଇଟି ଖଣ୍ଡକୁ କ୍ୟାରେଟ୍ ଆଧାରରେ ଭିନ୍ନ ଭିନ୍ନ ମୂଲ୍ୟ…

ଆଜିକାଲି ବଜାରରେ ମିଳୁଥିବା କ୍ୟାପସୁଲ ଆମିଷ !

କନକ ବ୍ୟୁରୋ : ଆଜିକାଲି ସମୟରେ ଅନେକ ପ୍ରକାର ରୋଗ ଦେଖାଗଲାଣି । ତେବେ ଲୋକମାନେ ନିଜର ରୋଗର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉଛନ୍ତି । କେବଳ ଚିକିତ୍ସା ହେଉଛନ୍ତି ତାହା ନୁହେଁ ବରଂ ଡାକ୍ତରମାନେ ସେହି ପ୍ରକାର ରୋଗରୁ ଭଲ ହେବା ପାଇଁ ଅନେକ ପ୍ରକାର ମେଡିସନ ବା…