Daily Archives

November 4, 2018

ନବୀନଙ୍କ ‘ଅନୁଭବ’ ବ୍ରହ୍ମାସ୍ତ୍ର!

କନକ ବ୍ୟୁରୋ : ରାଜ୍ୟସଭା ଆସନ ଛାଡିବେ, ଲୋକସଭା ଆସନରେ ଲଢିବେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିପାରନ୍ତି ଓଲିଉଡ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଏନେଇ ଏବେ ଜିଲ୍ଲା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା…

ଆପଣ ଜାଣନ୍ତି କି ଭାରତକୁ ବାଦ ଦେଲେ ଆଉ କେଉଁ କେଉଁ ଦେଶରେ ପାଳନ ହୁଏ ଦୀପାବଳି ? ଆସନ୍ତୁ ଜାଣିବା..

ବର୍ଷକୁ ଥରେ ଦୀପାବଳୀ ଏକ ଖୁସିର ଅବସର ନେଇ ଆସିଥାଏ । ପ୍ରତିଟି ଘରେ ପ୍ରତିଟି ପରିବାରରେ ଏକ ଖୁସିର ଲହଢି ଖେଳିଯାଇଥାଏ । ଆଗାମୀ ୭ ତାରିଖରେ ସାରା ଦେଶ ପାଳନ କରିବ ଆଲୋକର ପର୍ବ। ଏହି ଦିନରେ ଲୋକେ କିଣାକିଣି କରିବା, ଘର ସଜାଇବା ଓ ନିଜର ଲୋକଙ୍କ ପାଇଁ ଉପହାର କିଣିବାରେ ଲାଗିପଡ଼ିଛନ୍ତି।…

କୋଲକାତାରେ କମାଲ କଲା ଟିମ୍ ଇଣ୍ଡିଆ ! ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ଦେଲା ମାତ୍

କନକ ବ୍ୟୁରୋ : କୋଲକାତାରେ ଟିମ ଇଣ୍ଡିଆର କମାଲ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚରେ କାରବିଆନ ଟିମକୁ ୫ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଦିନେଶ କାର୍ତ୍ତିକଙ୍କ ୩୧ ରନର ଧୈଯ୍ୟପୂର୍ଣ୍ଣ ଇନିଂସ ବଳରେ ସହଜ ବିଜୟ ହାସଲ କରିଛି ଭାରତ…

ମୁଣ୍ଡରୁ ଋଣର ବୋଝ ଓହ୍ଲାଇବା ପାଇଁ ନେଉଥିଲେ ଲଟେରି ଟିକେଟ ! ଦୁଇ ବର୍ଷ ପରେ ଖୋଲିଲା ଭାରତୀୟ ନାଗରିକଙ୍କ ଭାଗ୍ୟ ।

ଅରବ ଅମିରାତ (ୟୁଏଇ)ରେ ମାସିକ ଲଟେରି ଜ୍ୟାକପଟରେ ମାରଫୋସ ନାମକ ଜଣେ ଭାରତୀୟ ବ୍ୟକ୍ତି ୨୭.୨ ଲକ୍ଷ ଆମେରିକି ଡଲାର ଜିତିଛନ୍ତି । ତେବେ ତାଙ୍କର ଜଣେ ବନ୍ଧୁଙ୍କ କହିବା ଅନୁସାରେ ତାଙ୍କର ପୁରା ଭରୋଷା ଥିଲା କି ସେ ଦିନେ ଲଟେରିରେ ଜ୍ୟାକପଟ ଜିତିପାରିବେ । ମିଳିଥିବା ସୂଚନା ଅନୁଯାୟୀ,…

ଯୁବକଙ୍କ କଥା ମନେ ପଡିଲା ! ତାଲା ପକାଇବ ବିଜେପି, ଆନ୍ଦୋଳନ କରିବ ବିଜେଡି

କନକ ବ୍ୟୁରୋ : ରାଜ୍ୟରେ କିଏ ଦେଇଛି କେତେ ଚାକିରି? ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଏହି ପ୍ରସଙ୍ଗକୁ ନେଇ ରାଜନୀତି ସେତିକି ବଢିବାରେ ଲାଗିଛି । ଖାସକରି ବେକାରୀ ସମସ୍ୟା ଓ ନିଯୁକ୍ତିକୁ ନେଇ ଏବେ ଜୋର ଧରିଛି ରାଜନୀତି । ଦୀର୍ଘଦିନ ପରେ ରାଜ୍ୟର ଯୁବଗୋଷ୍ଠୀଙ୍କ କଥା ମନେପଡିଛି ଉଭୟ…