Daily Archives

November 3, 2018

କେନ୍ଦ୍ର ସରକାରଙ୍କ ଯୁବ ବିରୋଧି ନିଷ୍ପତିକୁ ବିରୋଧ ! ୩ଦିନ ଧରି ଆନ୍ଦୋଳନ ଡାକରା ଦେଲା ବିଜେଡି ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ନିଷ୍ପତି ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଆସନ୍ତା ୫ ତାରିଖ ଠାରୁ ତିନିଦିନ ଧରି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ଭାରତ ସରକାରଙ୍କ ତରଫରୁ ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ…

ଓକିଲଙ୍କ ଆନ୍ଦୋଳନକୁ ନେଇ ସରଗରମ ରାଜନୀତି । ନରସିଂହ କହିଲେ, ଉପୁଜିଛି ସାମ୍ବିଧାନିକ ସଙ୍କଟ ସ୍ଥିତି । ବିଜେପି ଓ…

କନକ ବ୍ୟୁରୋ: ଆଇନଜୀବୀଙ୍କ ଆନ୍ଦୋଳନ ଦିନକୁ ଦିନ ଘନଉଥିବା ବେଳେ ଏବେ ଜୋର ଧରିଛି ରାଜନୀତି । ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଉପରେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସେପଟେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଉପୁଜିଛି କହି ରାଜ୍ୟ ସରକାରଙ୍କୁ କାଠଗଡାକୁ…

ସିସିଟିଭିରେ ଗଣିତ ସାରଙ୍କ ଅଭଦ୍ରାମୀ ! ଘରୋଇ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ ।

କନକ ବ୍ୟୁରୋ : ପାଠଶାଳାକୁ ବିଦ୍ୟାର ମନ୍ଦିର କୁହାଯାଉଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ଏହି ଖବର ଶିକ୍ଷା ବ୍ୟବସ୍ଥାକୁ ଲଜ୍ଜିତ କରିଦେଇଛି । ଶିକ୍ଷକଙ୍କୁ ଭଗବାନଙ୍କର ରୂପ ବୋଲି ଭାବି ଯେଉଁ ବିଦ୍ୟାର୍ଥୀମାନେ ସ୍କୁଲକୁ ପାଠ ପଢିବା ପାଇଁ ଆସିଥାନ୍ତି, ସେହି ଗୁରୁ ଯେ, ଏମିତି ଏକ ଲଜ୍ଜିତ…

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ମରୁଡିର ଚିତ୍ର । ପାଣି ବିନା ଶୁଖିଲା ପଡିଛି ଧାନ କ୍ଷେତ, ଦାଦନ ଖଟିବା ପାଇଁ…

କନକ ବ୍ୟୁରୋ: ପାଣି ଅଭାବରୁ ମରୁଡି ପରିସ୍ଥିତି । ଋଣ କରି ଫସଲ କରିଥିବା ଚାଷୀ ଏବେ କଣ କଣ କରିବ ବୁଝିପାରୁନି । ପାଖରେ ଟଙ୍କା ନାହିଁ ଋଣ ସୁଝିବାକୁ । ପୁଣି ଫସଲ ନଷ୍ଟ ବୋଝ । ଗତବର୍ଷ ଚାଷ ନଷ୍ଟ ହୋଇଥିବା ବେଳେ ଏବର୍ଷର ବର୍ଷା ଦୁଃଖରେ ସନ୍ତୁଳି ହେଉଛି ଚାଷୀ । ବହୁ କଷ୍ଟରେ ଧାର ଉଧାର ଫସଲ…

ସାତକୋଶିଆରେ ସୁନ୍ଦରୀ ଅପରେସନ୍ ! ବାଘୁଣୀକୁ ଧରିବା ପାଇଁ ଚନ୍ଦକାରୁ ଆସିଲା କୁମକି ହାତୀ ଯଶୋଦା ।

କନକ ବ୍ୟୁରୋ : ସାତକୋଶିଆରେ ଚନ୍ଦକା ହାତୀ । ସୁନ୍ଦରୀ ପାଇଁ ଆସିଲା ଯଶୋଦା । ବନବିଭାଗକୁ ବାରମ୍ବାର ଚକମା ଦେଇ ଖସିଯାଉଥିବା ବାଘୁଣୀ ସୁନ୍ଦରୀକୁ ଧରିବ କୁମକି ହାତୀ ଯଶୋଦା । ହାତୀ ପିଠିରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବେ ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ୍ । ଆସନ୍ତାକାଲିଠୁ…

ବ୍ୟବସାୟୀଙ୍କୁ ମୋଦୀଙ୍କ ଦୀପାବଳି ଭେଟି । ମାତ୍ର ୫୯ ମିନିଟରେ ମିଳିବ କୋଟିଏ ଟଙ୍କାର ଋଣ । ଜାଣନ୍ତୁ ଏଥିପାଇଁ କିଭଳି ଓ…

କନକ ବ୍ୟୁରୋ: ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଦୀପାବଳି ଉପହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ୫୯ ମିନିଟରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବାକୁ ବଡ଼ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଜଣଙ୍କୁ ବ୍ୟାଙ୍କରେ ପହଁଚିବା ପାଇଁ ଯେତିକି ସମୟ ଲାଗିବ…