ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ଆକର୍ଷଣୀୟ ଅଫର ।
ରିଲାଏନ୍ସ ଜିଓ ପକ୍ଷରୁ ଦୀପାବଳି ଉପଲକ୍ଷେ ଏକ ନୂଆ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ମାତ୍ର ୧୬୯୯ ଟଙ୍କା ଦେଇ ୩୬୫ ଦିନ ଅର୍ଥାତ୍ ସଂପୂର୍ଣ୍ଣ ୧ ବର୍ଷ ପାଇଁ ସେବା ପାଇପାରିବେ । ଏହି ପ୍ଲାନ ଅନୁସାରେ ଦିନକୁ ୧.୫ ଜିବି ୪-ଜି ଡାଟା ମିଳିବ । ଏହାର ଅର୍ଥ ହେଉଛି ବର୍ଷକୁ…