Daily Archives

November 2, 2018

ହକିରେ ହିଟ୍, ରାଜନୀତିରେ ସୁପରହିଟ୍ ନବୀନ । 

କନକ ବ୍ୟୁରୋ : ହାତରେ ହକି ଷ୍ଟିକ, ଆଉ ଟାର୍ଗେଟରେ ଗୋଲପୋଷ୍ଟ । ପୂରା ଆକ୍ରମଣାତ୍ମକ ଅନ୍ଦାଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଲପୋଷ୍ଟକୁ ବଲ ପଠାଇ ପାରିବେ କି ନାହିଁ ତାହା ଉପରେ ଥିଲା ସମସ୍ତଙ୍କ ନଜର । ଆଉ ଏହି ସମୟରେ ଦମଦାର ଷ୍ଟ୍ରାଇକର ନବୀନଙ୍କ ସଟ ମାରିବା ସହ ଗୋଲପୋଷ୍ଟରେ…

କନ୍ଧମାଳ ହଳଦୀ ପ୍ରେମରେ ସୋନିଆ ଗାନ୍ଧି ! କିଣିଲେ କିଛି ପ୍ୟାକେଟ ହଳଦୀ ।

ସୋନିଆଙ୍କୁ ପସନ୍ଦ ଓଡିଶା ହଳଦି ! କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଗତ ବୁଧବାର ଦିନ ନୂଆ ଦିଲ୍ଲୀର ଜନପଥ ରୋଡ ନିକଟରେ ଅନୁଷ୍ଠିତ ହୋଇଥିବା ଜୈବିକ ମହୋତ୍ସବ ମେଳାରୁ କିଛି କନ୍ଧମାଳ ହଳଦି ପ୍ୟାକେଟ କିଣିଥିବା ନଜର ଆସିଥିଲେ । ସୂଚନା ଅନୁଯାୟୀ, ଜୈବିକ ମେଳାରେ ସୋନିଆ ଗାନ୍ଧି ଓଡିଶାର…

ସୁନ୍ଦରୀ ପାଇଁ ଯଶୋଦା ଆସୁଛି ।

କନକ ବ୍ୟୁରୋ : ସାତକୋଶିଆରେ ସୁନ୍ଦରୀକୁ ଧରିବା ପାଇଁ ଲୋଡା ହେଲା ହାତୀ । ଏଥିପାଇଁ ଆଜି ଯଶୋଦାକୁ ଚନ୍ଦକାରୁ ସାତକୋଶିଆ ପଠାଯାଇଛି । ସେଠାରେ ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ କୁମକୀ ହାତୀ ଯଶୋଦା ସହାୟତାରେ ବାଘକୁ ଟ୍ରାଙ୍କୁଲାଇଜ କରିବେ । ଏନେଇ ସମସ୍ତ ବନବିଭାଗ ସମସ୍ତ ପ୍ରକାର…

କ୍ୟାମେରା ଦେଖିଲା ମରୁଡିର ବିକଳ ଚିତ୍ର । ଗ୍ରାଉଣ୍ଡ ଜିରୋରେ କନକ ନ୍ୟୁଜ ଟିମ୍

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାରେ ମରୁଡି ଉତ୍କଟ ସ୍ଥିତି । ବର୍ଷା ଅଭାବ ଯୋଗୁଁ ସଂପୂର୍ଣ୍ଣ ଉଜୁଡି ଯାଇଛି ଚାଷୀର ଫସଲ । ସ୍ଥିତି ଏମିତି ହୋଇଛି ଯେ, ବୌଦ୍ଧ ଜିଲ୍ଲାରେ ଧାନ ଜମିରେ ହିଁ ନିଆଁ ଲଗାଇ ଦେଉଛନ୍ତି ଚାଷୀ । କାରଣ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ନାଁ ଏଥିରୁ ଫସଲ ଅମଳ…

ରହସ୍ୟମୟ ବାଣ ବିସ୍ପୋରଣ ! ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର, ହେଲେ କୁଆଡେ ଗଲେ ମହିଳାଙ୍କ ସ୍ୱାମୀ ?

କନକ ବ୍ୟୁରୋ: ବନମାଳୀପୁର ବାଣ ବିସ୍ଫୋରଣ ଘଟଣା ପରେ ମହିଳାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ମିଳିଥିବା ବେଳେ କୌଣସି ପୁରୁଷଙ୍କ ଶରୀରର ଅଂଶ ମିଳିନାହିଁ । ଯାହାକୁ ନେଇ ରହସ୍ୟ ବଢି ବଢି ଚାଲିଛି । ପୋଲିସ ମଧ୍ୟ କହିଛି, ମୃତ ମହିଳାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ରଙ୍କ କୌଣସି ପତା ମିଳୁନାହିଁ ।…

ମି ଠୁ ମହାଭିଯୋଗ । ଆକବରନାମାରେ ଯୋଡି ହେଲା ଆଉ ଜଣେ ସାମ୍ବାଦିକା । ପଲ୍ଲବୀ କହିଲେ ଧର୍ଷଣ, ଆକବର କହିଲେ ସହମତିରେ…

କନକ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ଏମଜେ ଆକବରଙ୍କ ବିରୁଦ୍ଧରେ ଆସିଛି ପୁଣି ଏକ ଯୌନଶୋଷଣର ଅଭିଯୋଗ । ଆମେରିକାରେ ରହୁଥିବା ମହିଳା ସାମ୍ବାଦିକ ପଲ୍ଲବୀ ଗୋଗୋଇ ଏହି ଅଭିଯୋଗ ଆଣି ଥିବା ବେଳେ ୱାଶିଂଟନ୍ ପୋଷ୍ଟରେ ଏକ ଲେଖା ଜରିଆରେ ବୟାନ୍ କରିଛନ୍ତି ପୂରା କାହାଣୀ  । ପାଖାପାଖି ୨୩…