Daily Archives

November 1, 2018

ସର୍ଭେର ସଂକେତ । କିଏ ରହିବ ଫାଇଦାରେ, କିଏ ପଡିବ ଘାଟାରେ

କନକ ବ୍ୟୁରୋ : ସି-ଭୋଟର ସର୍ଭେ ରିର୍ପୋଟକୁ ନେଇ ଏବେ ରାଜ୍ୟରେ ଜୋରଦାର ଚର୍ଚ୍ଚା । ଏହି ସର୍ଭେ ରିପୋର୍ଟ ଆସିବା ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ କଭି ଖୁସି କଭି ଗମ ସ୍ଥିତି ସୃଷ୍ଟି କରିଛି । ଏକଥା ଏଥିପାଇଁ କୁହାଯାଉଛି କାରଣ ସି-ଭୋଟର ପକ୍ଷରୁ ଲୋକସଭା ଆସନକୁ ନେଇ ଯେଉଁ ସର୍ଭେ…

କୋର୍ଟ ଭିତରେ କନେଷ୍ଟବଳଙ୍କୁ ମାଡ ! ଅସହାୟ ହୋଇ ହାତ ଯୋଡୁଥିଲେ, କିନ୍ତୁ ଶୁଣିବା ମୁଡରେ କେହି ନଥିଲେ

କନକ ବ୍ୟୁରୋ : ଓକିଲଙ୍କୁ ହାତ ଯୋଡିଲା ଅସହାୟ ପୋଲିସ । ସୋମବାର ହାଇକୋର୍ଟ ପରିସର ପାଲଟିଥିଲା, ରଣକ୍ଷେତ୍ର । ହେଲେ ଆଜି ଆସିଛି ସେଦିନର ସେଇ ଗଣ୍ଡଗୋଳ ବେଳର ଚିତ୍ର  । କେମିତି ପୋଲିସକୁ ମାଡ ମାରିଛନ୍ତି ଓକିଲ । ଆଉ ପୋଲିସ ଜଣକ ହାତ ଯୋଡି ଛାଡିଦେବାକୁ କହୁଛନ୍ତି । ହାଇକୋର୍ଟ ଭିତରେ୍…

ଜମ୍ମୁ ରାଜରାସ୍ତାରେ ଖଣ୍ଡଯୁଦ୍ଧ ! ଆତଙ୍କବାଦୀ ସେନା ମୁହାଁମୁହିଁ, ଯବାନଙ୍କ ଉପରକୁ ପଥର ଫିଙ୍ଗିଲେ ସ୍ଥାନୀୟ ଲୋକ ।

କନକ ବ୍ୟୁରୋ : ଜମ୍ମୁ ରାଜରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ । ବଡଗାମ ଅଂଚଳରେ ଆତଙ୍କବାଦୀ ଓ ସେନା ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ଦୁଇ ଆତଙ୍କୀ ନିପାତ ହେବା ପରେ ଯବାନଙ୍କ ଉପରକୁ ମହିଳା ପଥରଫିଙ୍ଗାଳୀ ପଥରମାଡ଼ କରିଛନ୍ତି । ଯେଉଁଥିରେ ଗଣମାଧ୍ୟମ ଗାଡି ଉପରେ ବି ହମଲା କରାଯାଇଛି ।…

ଜଙ୍ଗଲିଆ ରାସ୍ତାରେ ଫୁଟିଲା ଲ୍ୟାଣ୍ଡମାଇନ୍ ! ଟ୍ରକ ଉଡିଲା, ସିଆରପିଏଫ ଯବାନଙ୍କ ଜୀବନ ଗଲା ।

କନକ ବ୍ୟୁରୋ : ଏମିତି ଏକ ଘଟଣା ଯାହା ଆପଣଙ୍କ ଛାତି ଥରେଇ ଦେବ । ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାର ଛାତି ଥରା ଘଟଣା । ବିସ୍ଫୋରଣରେ ଏକ ଟ୍ରକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଟ୍ରକରେ କାର୍ଯ୍ୟରତ ଜଣେ ସିଆରପିଏଫ ଯବାନ ବ୍ରଜମୋହନ ବେହେରାଙ୍କ ଘଟଣାରେ ମୃତ୍ୟୁ ହୋଇଛି ।…

କୋର୍ଟ ବନ୍ଦ ପଛରେ କିଏ ? ମୁହାଁମୁହିଁ ହେଲେ ବିଜେଡି-ବିଜେପି

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନରେ ଲାଗି ସାରିଛି ରାଜନୀତିର ରଙ୍ଗ । ଏକଥା ହୁଏତ ଆଉ କାହାକୁ ଅଛପା ନାହିଁ । ଆନ୍ଦୋଳନକୁ ସ୍ଥଗିତ କରିବାର ନିଷ୍ପତି ହେବା ପରେ ବି ପୁଣି ଆନ୍ଦୋଳନ ତେଜିବା ଏହି ଘଟଣାକୁ ପ୍ରମାଣିତ କରୁଛି । ଆଉ ଠିକ୍ ଏମିତି ସମୟରେ ବିଜେପି ବିରୋଧରେ ସାଂଘାତିକ୍ ଅଭିଯୋଗ…