ରାହୁଲଙ୍କୁ ମୋଦିଙ୍କ କାଉଣ୍ଟର ଆଟାକ୍ ! କହିଲେ, ଗ୍ରାମାଫୋନ ପରି ଅଟକି ଯାଇଛି ରାହୁଲଙ୍କ ପିନ୍ ।
କନକ ବ୍ୟୁରୋ : ନିଜ ଭାଷଣକୁ ନେଇ ଚର୍ଚ୍ଚାରେ ରହୁଥିବା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ସ୍କ୍ରିପ୍ଟକୁ ବାରମ୍ବାର ଦୋହରାଇବା ନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି ମୋଦି । କର୍ମୀଙ୍କ ସହ କଥା ହେବା ବେଳେ ମୋଦି କହିଛନ୍ତି ଯେ, ଗ୍ରାମୋଫୋନ ପରି…