Monthly Archives

November 2018

କ୍ରିକେଟ ପରେ ଟେନିସରେ ଜଲୱା ଦେଖାଇଲେ ଧୋନି । ଫାଇନାଲ ଜିତିବା ସହ ଚାମ୍ପିୟନ ଟ୍ରଫି ହାତେଇଲେ ମାହି, ମ୍ୟାଚ ସମୟର…

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଏକ ମାସ ହେବ କ୍ରିକେଟ ମୈଦାନରୁ ଦୂରେଇ ରହିଛନ୍ତି । ତେବେ କ୍ରିକେଟ ମୈଦାନରୁ ଦୂରେଇ ରହିଲେ ମଧ୍ୟ ଟେନିସରେ ଜଲୱା ଦେଖାଇଛନ୍ତି ଧୋନି । ଟେନିସ ଟୁର୍ଣ୍ଣାମେଣ୍ଟ ଜିତିବା ସହ ସୂଚାଇ ଦେଇଛନ୍ତି ଯେ, କେବଳ କ୍ରିକେଟ ନୁହେଁ ଟେନିସ…

ନାଁରୁ ମିଳିବ ଗାଁର ପରିଚୟ । ଉନ୍ମୋଚିତ ହେଲା ବିଦାୟୀ ପ୍ରଶାସକ ଆର ବାଲକ୍ରିଷ୍ଣନଙ୍କ ପୁସ୍ତକ ଆବଦ୍ଧ ପଦଚିହ୍ନ ।

କନକ ବ୍ୟୁରୋ : ଉନ୍ମୋଚିତ ହୋଇଛି ବିଦାୟୀ ଉନ୍ନୟନ କମିଶନର ଆର ବାଳକ୍ରିଷ୍ଣନଙ୍କ ପୁସ୍ତକ ‘ଫ୍ରୋଜେନ ଫୁଟଫ୍ରିଂଟ’ର ଓଡିଆ ଅନୁବାଦ ‘ଆବଦ୍ଧ ପଦଚିହ୍ନ’ । ଏହି ପୁସ୍ତକରେ ଓଡିଶାର ପ୍ରାଚୀନ ସଂସ୍କୃତି ଓ ସଭ୍ୟତାର ପ୍ରାମାଣିକ ତଥ୍ୟ ରହିଛି । ଏହି ପୁସ୍ତକରେ ଓଡିଶାର ୨୨୯୫ ଗାଁର ମୂଳ ନାମକରଣର…

ପ୍ରଭୁ ହନୁମାନ ଦଳିତ ନୁହେଁ ବରଂ ଆଦିବାସୀ ! ଜାଣନ୍ତୁ କିଏ କହିଲେ ଏଭଳି କଥା

କନକ ବ୍ୟୁରୋ : ବଜରଙ୍ଗବଲୀଙ୍କୁ ନେଇ ଜୋର ଧରୁଛି ବିବାଦ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦଳିତ ହନୁମାନ ବୟାନ ପରେ ଏବେ ଆସିଛି ଆଉ ଏକ ବଡ ବୟାନ । ଏନସିଏସଟି ବା ନ୍ୟାସନାଲ କମିଶନ ଫର ସିଡ୍ୟୁଲ ଟ୍ରାଇବ୍ସ ଅଧ୍ୟକ୍ଷ ନନ୍ଦ କୁମାର କହିଛନ୍ତି ଯେ, ହନୁମାନ ଦଳିତ ନୁହେଁ ବରଂ ଆଦିବାସୀ । ସେପଟେ…

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ଖଦି ହାଟ । ଡିସେମ୍ବର ୧୬ ଯାଏଁ ଚାଲିବ ଖଦି ହାଟ, ବିଦେଶୀ…

କନକ ବ୍ୟୁରୋ : ରାଜଧାନୀରେ ଏବେ ହକି ବିଶ୍ୱକପର ଧୂମ । ଗୋଟିଏ ପଟେ ହକି ବିଶ୍ୱକପ ଚାଲିଥିବା ଅନ୍ୟପଟେ ଚଳଚଞ୍ଚଳ ହୋଇ ଉଠିଛି ଭୁବନେଶ୍ୱର । ହକି ବିଶ୍ୱକପ ଯେପରି ସମସ୍ତଙ୍କ ଆଖିରୁ ନିଦ ଚୋରେଇ ନେଇଛି । ଏପରିକି ହକି ବିଶ୍ୱକପ ଦେଖିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ…

ଶେଷ ମିନିଟରେ ଶକ୍ତିଶାଳୀ ଇଂଲଣ୍ଡ ହାତରୁ ବିଜୟ ଛଡାଇ ଆଣିଲା ଚୀନ୍ । ମ୍ୟାଚ୍ ଡ୍ର ରଖିଲା, ହକିପ୍ରେମୀଙ୍କ ହୃଦୟ ଜିତିଲା…

କନକ ବ୍ୟୁରୋ : ହକି ବିଶ୍ୱକପର ପ୍ରଥମ ଡ୍ର ମ୍ୟାଚ୍ । ପଏଣ୍ଟ ବାଣ୍ଟିନେଲେ ଇଂଲଣ୍ଡ ଓ ଚୀନ୍ । ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଖେଳାଯାଇଥିବା ପୁଲ ବିର ଦ୍ୱିତୀୟ ଲିଗ୍ ମ୍ୟାଚଟି ଡ୍ରରେ ଶେଷ ହୋଇଛି । ଶେଷ ମିନିଟରେ ଚୀନର ଡୁ ତାଲାକେ ଇଂଲଣ୍ଡ ଗୋଲପୋଷ୍ଟକୁ ବଲ ପଠାଇ ଏହି ମ୍ୟାଚକୁ ଡ୍ର କରିଛି ।…