Monthly Archives

October 2018

ଦାନ୍ତେୱାଡା ନୀଲଭାୟା ଜଙ୍ଗଲରେ କେମିତି ଥିଲା ୪୫ ମିନିଟର ଆତଙ୍କ? ଦେଖନ୍ତୁ ସେହି ସମୟର ଭିଡିଓ

କନକ ବ୍ୟୁରୋ : ଛତିଶଗଡରେ ନକ୍ସଲ ହମଲାର ଲାଇଭ ଭିଡିଓ ସାମ୍ନାକୁ ଆସିଛି । କିଭଳି ଥିଲା ଦାନ୍ତେୱାଡା ନୀଲଭାୟା ଜଙ୍ଗଲରେ ୪୫ ମିନିଟି ଆତଙ୍କର ଚିତ୍ର? ନକ୍ସଲ ଗୁଳିରେ ଓଡିଆ କ୍ୟାମେରାମ୍ୟାନ ଟଳିପଡିବା ପରେ ଜୋରଦାର ହୋଇଥିଲା ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଆଉ…

କୁନ୍ଦୁଲିକୁ ବାହାନା କରି ସଗରିଆ ଖସିଗଲେ !

କନକ ବ୍ୟୁରୋ : କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିବା ପରେ ଦଳୀୟ ରାଜନୀତି ସରଗରମ ହୋଇଛି । କୃଷ୍ଣଙ୍କ ଘୋଷଣାକୁ ନେଇ ପିସିସିର ନେତାମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଧାନସଭାର କାର୍ଯ୍ୟକାଳ…

ସ୍ୱାସ୍ଥ୍ୟକୁ ନେଇ ଲଢେଇ । ନବୀନ କହିଲେ, ଆମ ଯୋଜନା ଭଲ । ଧର୍ମେନ୍ଦ୍ର କହିଲେ, ଓଡିଶାବାସୀଙ୍କୁ କାହିଁକି ଦିନରେ ଲଣ୍ଠନ…

କନକ ବ୍ୟୁରୋ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସପକ୍ଷରେ ବଡ ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୁଷ୍ମାନ ଯୋଜନାକୁ ପରୋକ୍ଷରେ ଇସାରା କରି ନବୀନ କହିଛନ୍ତି ବିପିଏଲ କିମ୍ବା ଏପିଏଲ କାର୍ଡ ଦେଖି କାହାକୁ ରୋଗ ହୁଏ ନାହିଁ । ଆଜି ବିଜେଡି ପଦଯାତ୍ରାରେ ଯୋଗ ଦେବା ଅବସରରେ…

ଅଙ୍ଗନୱାଡ଼ି କେନ୍ଦ୍ରରେ ଜଳିବନି କାଠ ଚୁଲି : ସୁନ୍ଦରଗଡ ଜିଲ୍ଲାପାଳ ସୁରେନ୍ଦ୍ର ମୀନାଙ୍କ ନିଆରା ପଦକ୍ଷେପ

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାର ଥିବା କୌଣସି ବି ଅଙ୍ଗନୱାଡି କେନ୍ଦ୍ରରେ ଏଣିକି କାଠ ଚୁଲାରେ ରୋଷେଇ ହେବନି  । ଏଥିପାଇଁ ନିଆରା ପଦକ୍ଷେପ ନେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରତ୍ୟକ କେନ୍ଦ୍ରକୁ ଗ୍ୟାସ ଚୁଲା ଯୋଗାଇ ଦେବା ସହ କାଠ ଚୁଲାକୁ ହଟାଇ ଦେଇଛନ୍ତି । ପ୍ରତ୍ୟକ ଅଙ୍ଗନୱାଡି…

ବାଘର ଗଳିତ ମୃତଦେହକୁ ନେଇ ବଢିଲା ବିବାଦ ! କୁଆଡେ ଗଲା କ୍ୟାମେରାରେ ଦେଖାଯାଇଥିବା ମହାବଳ ?

କନକ ବ୍ୟୁରୋ : ଦେବ୍ରିଗଡର ମହାବଳକୁ ନେଇ ବିବାଦ ବଢିବାରେ ଲାଗିଛି । ଗୋଟିଏ ପଟେ ଜାତୀୟ ବ୍ୟାଘ୍ର ସଂରକ୍ଷଣ  କର୍ତୃପକ୍ଷ, ଏନଟିସିଏ ଘଟଣା ନେଇ ରିିପୋର୍ଟ ଦେବାକୁ ପିସିସିଏଫଙ୍କୁ ଚିଠି ଲେଖିଥିବା ବେଳେ ଗବେଷକ ଅଧିକ ତଦନ୍ତ ଦାବିରେ ଏନଟିସିଏର ଦ୍ୱାରସ୍ଥ ହୋଇଛନ୍ତି । ଏପଟେ ମହାବଳର ସ୍ଥିତି…

କଂଗ୍ରେସ କଣ ସତରେ ସମୁଦ୍ର । ଶଗରିଆ ବାଲଟିଏ ପାଣି ନେଇ ପଳାଇଲେ କିଛି ହେବନି ।

କନକ ବ୍ୟୁରୋ :କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଶିବିର ବିଚଳିତ ଥିଲା ଭଳି ଲାଗୁନି । ବରଂ ଏହାର ପ୍ରଭାବ କିଛି ରହିବନି ବୋଲି ନେତା ବୟାନ ଦେଉଛନ୍ତି । ୧୮ ବର୍ଷ ଧରି କ୍ଷମତାରେ ବାହାରେ ଥିବା ଦଳ ଉପରେ ପ୍ରକୃତରେ କିଛି ପ୍ରଭାବ ପଡିନି ନା ଦଳ…