Daily Archives

October 30, 2018

କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷଣ ! ପ୍ରଥମ ଥର ପାଇଁ ରାତିରେ ହେଲା ପରୀକ୍ଷା, ହଜାରେ କେଜି ଯୁଦ୍ଧାସ୍ତ୍ର…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ରାତିରେ ହୋଇଛି କ୍ଷେପଣାସ୍ତ୍ର ଅଗ୍ନି-୧ର ପରୀକ୍ଷା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଆଜି ରାତି ୮ଟାରେ ସଫଳତା ସହ ପରୀକ୍ଷଣ ହୋଇଛି ଏହି ପରମାଣୁ ଅସ୍ତ୍ର ବୋହି ପାରୁଥିବା ଏହି ମଧ୍ୟମ ଦୂରବର୍ତୀ କ୍ଷେପଣାସ୍ତ୍ର ।…

ରକ୍ତଦାନ ଶିବିରରେ ପଶୁଙ୍କ ଯୋଗଦାନ ! ୫୦ରୁ ଅଧିକ କୁକୁର କଲେ ରକ୍ତଦାନ ।

ରକ୍ତଦାନ କଲେ କୁକୁର ! କୁକୁରଙ୍କ ଦେହରୁ କଢାଗଲା ରକ୍ତ । ରକ୍ତଦାନ କରିବା ଏକ ମହତ କାର‌୍ୟ୍ୟ ବୋଲି କୁହାଯାଏ। ରକ୍ତ ଦାନ କରିବା ଦ୍ୱାରା ନିଜ ଶରୀର ସୁସ୍ଥ ରହିବା ସହ ଅନ୍ୟ ରୋଗୀମାନଙ୍କୁ ଠିକ ସମୟରେ ରକ୍ତ ମିଳିଯାଇଥାଏ । ଅନେକ ଗରୀବ ଲୋକ ଏହା ଦ୍ୱାରା ଉପକୃତ ହୋଇଥାନ୍ତି । ସେଥିପାଇଁ…

ମୋଦିଙ୍କୁ ଆଦିବାସୀଙ୍କ ଖୋଲାପତ୍ର ! ସ୍ମାରକୀ ପାଇଁ ଆମ ପେଟକୁ ଲାତ କାହିଁକି ?

କନକ ବ୍ୟୁରୋ : ନର୍ମଦା ନଦୀ ସଜ୍ୟାରେ ପ୍ରତିଷ୍ଠା ହୋଇଥିବା ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପୂର୍ବରୁ ବିବାଦ ତେଜିବାରେ ଲାଗିଛି । କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରକାରୀ ଟଙ୍କାରେ ସ୍ମାରକୀ ନିର୍ମାଣକୁ ବିରୋଧ କରୁଛନ୍ତି ସ୍ଥାନୀୟ…

ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ! ପଟେଲଙ୍କ ପ୍ରତିମୂର୍ତ୍ତିର ପୁରା କାହାଣୀ ।

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ଉଚ୍ଚତା ୧୮୨ ମିଟର ବା ୫୯୭ ଫୁଟ୍ । ଆମେରିକାର ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ର ଦୁଇଗୁଣା । ଷ୍ଟାଚ୍ୟୁ ଅଫ୍ ୟୁନିଟି- ୧୮୨ ମିଟର ଚୀନର ସ୍ପ୍ରିଙ୍ଗ ଟେମ୍ପୁଲ ବୁଦ୍ଧ- ୧୫୩ ମିଟର ଜାପାନର ଉସୁକି ଦାୟବୁସ୍ତୁ- ୧୨୦…

ଇତିହାସ ରଚିଲା ନାସା ! ସୂର୍ଯ୍ୟର ଅତି ନିକଟତର ହେଲା ନାସାର ମହାକାଶଯାନ, ପାର୍କର ସୋଲାର୍ ପ୍ରୋବ୍ । 

କନକ ବ୍ୟୁରୋ : ସୂର୍ଯ୍ୟର ସବୁଠୁ ଅଧିକ ନିକଟତର ହେଲା ନାସା ପଠାଇଥିବା ମହାକାଶ ଯାନ  । ସୂର୍ଯ୍ୟପୃଷ୍ଠଠାରୁ ପ୍ରାୟ ୨୬.୫୫ ମିଲିଅନ୍ ମାଇଲ୍ ନିକଟକୁ ସର୍ବପ୍ରଥମେ ପହଁଚି ରେକର୍ଡ ସୃଷ୍ଟି କଲା ମହାକାଶଯାନ ପାର୍କର୍ ସୋଲାର୍ ପ୍ରୋବ୍  । ଏନେଇ ନାସା ଟ୍ୱିଟ୍ ଜରିଆରେ ଆନୁଷ୍ଠାନିକ ଘୋଷଣା କରିଛି…