Daily Archives

October 29, 2018

ଆସନ୍ତାକାଲି ଭାରତ ବନ୍ଦ ! ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ଗାଡିମଟର ଓ ଦୋକାନ ବଜାର ।

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ । ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଆସନ୍ତା କାଲି ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ, ଯେ କୌଣସି ବଡ…

ଅନଲାଇନରେ ଅର୍ଡର ହୋଇଥିଲା ଫୋନ ! କିନ୍ତୁ ଆସିଲା ରିନ୍ ସାବୁନ୍, ଓଲଟି ଗିରଫ ହେଲେ ଅର୍ଡର କରିଥିବା ଯୁବକ ।

ସମ୍ପ୍ରତି ସମୟରେ ଲୋକମାନେ ନିଜର ଅଧିକାଂଶ ସାମଗ୍ରୀ ଅନଲାଇନ ମାଧ୍ୟମରେ କିଣୁଛନ୍ତି । ଦିନକୁ ଦିନ ଅନଲାଇନ ସପିଂର ଚାହିଦା ମଧ୍ୟ ବଢି ବଢି ଚାଲିଛି । ଲୋକମାନଙ୍କ ଚାହିଦାକୁ ପୂରଣ କରିବା ନିମନ୍ତେ ଅନେକ ଇ-କମର୍ସ ସାଇଟ୍ ମଧ୍ୟ ରହିଛି । ତେବେ ଅନଲାଇନ୍ ଜିନିଷ ଅର୍ଡ଼ର କରି ଠକାମିର ଶିକାର ହେବା…

ମୋଦିଙ୍କ ଜେରକ୍ସ କପି ଧର୍ମେନ୍ଦ୍ର ! ସ୍ୱପ୍ନ ଦେଖାଇ ଦେଖାଇ ଶୁଆଇ ଦେଉନାହାନ୍ତି କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ମୋଦିଙ୍କୁ କପି କରିବାରେ ଓସ୍ତାଦ ହୋଇଗଲେଣି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷା, ଚାଲିଚଳଣ, ଭାବଭଙ୍ଗୀ, ଠାଣି ଏମିତି ସବୁକିଛି ଏବେ ଧର୍ମେନ୍ଦ୍ରଙ୍କ ନିକଟରେ ବାରି ହୋଇ ପଡୁଛି । ମୋଦି ଯେମିତି ଦେଶରେ ବିଜେପିର ଏକମାତ୍ର ଚେହେରା ଠିକ୍ ସେହିଭଳି ଧର୍ମେନ୍ଦ୍ର ମଧ୍ୟ…

ନବନିର୍ମିତ ୫ ମହଲା କୋଠାରେ ବନ୍ୟା ଭ୍ରମ : ନୟାଗଡ କୋର୍ଟ କମ୍ପେ୍ଲକ୍ସ ବେସମେଂଟରେ ଜମି ରହୁଛି ପାହାଡି ଝରଣା ପାଣି

କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ସବୁ ପ୍ରକାର କୋର୍ଟ ସୁବିଧା ଉପଲବ୍ଧ କରାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି କୋର୍ଟ କମ୍ପେ୍ଳକ୍ସ । ହେଲେ ଉଦଘାଟନର ମାତ୍ର କିଛି ମାସ ଭିତରେ କୋଠାର ବେସମେଂଟରେ ସୃଷ୍ଟି ହୋଇଛି ବନ୍ୟାର ଭ୍ରମ । କାରଣ ପାହାଡରୁ ଝରୁଥିବା ଏକ ପାଣି ଝର ଉପରେ…

ମୋଦି ଓ ସିଂଜୋ ଆବେଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ! ଜାପାନ ଓ ଭାରତ ମଧ୍ୟରେ ୬ଟି ଚୁକ୍ତି ସ୍ୱାକ୍ଷରିତ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ଅବସରରେ ଦୁଇଦେଶ ମଧ୍ୟରେ ଦୁଇପାକ୍ଷିକ ଆଲୋଚନା ପରେ ୬ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ମଧ୍ୟରେ ଆଲୋଚନା ପରେ ଏହି ଚୁକ୍ତି ହୋଇଛି । ଏହା ମଧ୍ୟରେ ରହିଛି ହାଇସ୍ପିଡ ଟ୍ରେନ ଏବଂ…